Wed. Oct 14th, 2026
ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, କରୋନା କଟକଣା ଭିତରେ ଶିମିଳିପାଳ ଅଭୟାରଣ୍ୟ ଖୋଲିବ, ପିଠାବଟା ପଟରୁ ୨୫ ଓ ଯଶୀପୁର କାଳିଆଣି ପଟୁ ୩୫ ଗାଡ଼ିକୁ ଅନୁମତି, ସକାଳ ୬ଟାରୁ ୯ଟା ଭିତରେ ପ୍ରବେଶ ଅନୁମତି ପାଇଁ ନିଷ୍ପତ୍ତି, ଗୁଡ଼ୁଗୁଡ଼ିଆ, ରାମତୀର୍ଥ, ବରେହିପାଣି ଓ ଜାମୁଆଣିରେ ରାତ୍ରିଯାପନ ସୁବିଧା

 

Leave a Reply

Your email address will not be published. Required fields are marked *