Thu. Oct 15th, 2026

Category: ଖେଳ

ଖେଳ ପାଇଁ ନୁହେଁ, ଲଭ୍ ବାର୍ଡଙ୍କୁ ଦେଖି କମ୍ପିଲା ଷ୍ଟାଡିୟମ, ଭାବୀ ଜିନ୍ଦାବାଦର ସ୍ଲୋଗାନ ଦେଲେ ଦର୍ଶକ

ସୋସିଆଲ ମିଡିଆରେ ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡାଙ୍କ ବିବାହକୁ ନେଇ କ୍ରମାଗତ ଆଲୋଚନା ହେଉଛି। ୟୁଜର୍ସ ଦାବି କରୁଛନ୍ତି ଯେ ପରିଣୀତି ଓ ରାଘବ ବିବାହ କରିବାକୁ ଯୋଜନା କରୁଛନ୍ତି। ଯଦିଓ, ପରିଣୀତି ବିବାହ ପ୍ରଶ୍ନର ଗୋଳମାଳ ଉତ୍ତର ଦେଇଥିବାର…

ଓଡ଼ିଶା ଟ୍ୟାଲେଂଟ୍ ହଂଟରେ ଯୋଗଦେଲେ ପୂର୍ବତନ କ୍ରିକେଟର ଦିନେଶ ମୋଙ୍ଗିଆ

ଖୋର୍ଦ୍ଧା ବିଜେବି ହାଇସ୍କୁଲ ମିନି ଷ୍ଟାଡ଼ିୟମରେ ଚାଲିଥିବା ଓଡ଼ିଶା ଟ୍ୟାଲେଂଟ୍ ହଂଟ୍ ଚୟନ କାଯ୍ୟକ୍ରମରେ ଯୋଗଦେଇଛନ୍ତି ପୂର୍ବତନ କ୍ରିକେଟର ତଥା ଓଡ଼ିଶା କ୍ରିକେଟ ଆସୋସିଏସନର ମୁଖ୍ୟ ପ୍ରଶିକ୍ଷକ ଦିନେଶ ମୋଙ୍ଗିଆ । ରାଜ୍ୟର ୮ଟି ଜିଳ୍ଲାରୁ ମୋଟ ୨୧୮ ଜଣ ଯୁବ…

କୋହଲିଙ୍କ ନୂଆ ରେକର୍ଡ

ବିରାଟ କୋହଲି ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ସେ ଆର୍ସିବିର ପ୍ରଥମ ଏବଂ ମୋଟ ଉପରେ ତୃତୀୟ ଫିଲ୍ଡର ଭାବେ ଆଇପିଏଲରେ ୧୦୦ କ୍ୟାଚ୍ ନେବାର ଗୌରବ ପାଇଛନ୍ତି। ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ରେ ସେ ଏହି…

ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ସିବିଆଇ ସମନ

ଶବ୍ଦ ଓଡିଶା ବ୍ୟୁରୋ: ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସମନ କଲା ସିବିଆଇ । ୩୦୦ କୋଟି ଟଙ୍କାର ଲାଞ୍ଚ ଅଭିଯୋଗ ମାମଲାରେ ଜେରା କରିବାକୁ ସମନ କରିଛି ସିବିଆଇ । ସିବିଆଇ ପକ୍ଷରୁ ସତ୍ୟପାଲ ମଲିକଙ୍କୁ ଏପ୍ରିଲ…

ଦୀନେଶ ମୋଙ୍ଗିଆ ହେଲେ ଓଡିଶା କ୍ରିକେଟ ଦଳର ମୁଖ୍ୟ କୋଚ

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶା କ୍ରିକେଟ ଦଳର ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ଦୀନେଶ ମୋଙ୍ଗିଆ । ମୋଙ୍ଗିଆଙ୍କୁ ପୁୁରୁଷ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେଇଛି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ।…

କଳିଙ୍ଗ ଷ୍ଟାଡିୟମ ପରିସରରେ ଉଦଘାଟିତ ହେଲା ଟେନିସ ସେଣ୍ଟର

ଶବ୍ଦ ଓଡିଶା ବ୍ୟୁରୋ: କଳିଙ୍ଗ ଷ୍ଟାଡିୟମ ପରିସରରେ ଟେନିସ ସେଣ୍ଟର ଉଦଘାଟିତ ହୋଇଯାଇଛି । ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ସେହିଭଳିଏସୀୟ ପ୍ରତିଯୋଗିତାର ଲୋଗୋ ଓ ଜର୍ସିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଏହି ଟେନିସ୍…

ଓଡ଼ିଆରେ ଆଇପିଏଲ କମେଣ୍ଟ୍ରି କରିବେ କଟକ ଝିଅ

ପ୍ରଥମଥର ପାଇଁ ଓଡ଼ିଆରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର କମେଣ୍ଟ୍ରି ହେବ । ପ୍ରସାରଣ ଦାୟିତ୍ୱ ନେଇଥିବା ସଂସ୍ଥା ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି । ମୋବାଇଲ ଆପ୍ଲିକେସନରେ ଓଡ଼ିଆ କ୍ରିକେଟପ୍ରେମୀ ଏହାର ମଜା ନେଇ ପାରିବେ । ମ୍ୟାଚ୍‌ ଆରମ୍ଭ ପୂର୍ବରୁ…

ବିଶ୍ଵ ବିଜେତାର ଟାଇଟଲ ହାତେଇଲେ ନୀତୁ

କମନୱେଲଥ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ନିତୁ ଗଙ୍ଘାସ୍ (୪୮ କିଲୋଗ୍ରାମ) ଏକ ନିଆରା ଢଙ୍ଗରେ ବିଶ୍ୱ ଚାମ୍ପିଅନ୍ ହୋଇଛନ୍ତି ଏବଂ ଶନିବାର ଏଠାରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଇତିହାସରେ ତାଙ୍କ ନାମ ସ୍ଥାନିତ କରିଛନ୍ତି। ନିତୁ ଗଙ୍ଘାସ୍…

ଆଇପିଏଲ୍‌ ପୂର୍ବରୁ ଲଞ୍ଚ୍ ହେଲା ‘CRICKPE’ ଆପ୍

ଭାରତପେ ସଂସସ୍ଥାପକ ତଥା ଶାର୍କ ଟାଙ୍କ ଇଣ୍ଡିଆର ପୂର୍ବତନ ବିଚାରପତି ଅଶନୀର ଗ୍ରୋଭର ଏକ ନୂଆ କ୍ରିକେଟ୍ ଆପ୍‌ ଲଞ୍ଚ କରିଛନ୍ତି। ଯାହାର ନାଁ ରହିଛି ‘କ୍ରିକ୍‌ପେ’। ମାର୍ଚ୍ଚ ୩୧ରେ ଆଇପିଏଲ୍‌ ହେବାକୁ ଥିବା ବେଳେ ତା ପୂର୍ବରୁ ଏହି ଆପ୍‌କୁ…

ଆସନ୍ତାକାଲଠୁ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ,ଦଳରୁ ବାଦପଡିଲେ ତାରକା ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର

ଶବ୍ଦମିଡ଼ିଆ ବ୍ୟୁରୋ:ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ତିନି ମ୍ୟାଚ ବିଶିଷ୍ଠ ଦିନିକିଆ ସିରିଜ।କିନ୍ତୁ ଏହା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଲାଗିଛି ଶକ୍ତ ଝଟ୍‌କା । ଦଳର ନିର୍ଭରଯୋଗ୍ୟ ବ୍ୟାଟର୍‌ ଶ୍ରେୟସ ଆୟର ଆହତ କାରଣରୁ ପୂରା ସିରିଜ୍‌ରୁ ବାଦ୍‌…