Thu. Oct 15th, 2026

ଭାରତପେ ସଂସସ୍ଥାପକ ତଥା ଶାର୍କ ଟାଙ୍କ ଇଣ୍ଡିଆର ପୂର୍ବତନ ବିଚାରପତି ଅଶନୀର ଗ୍ରୋଭର ଏକ ନୂଆ କ୍ରିକେଟ୍ ଆପ୍‌ ଲଞ୍ଚ କରିଛନ୍ତି। ଯାହାର ନାଁ ରହିଛି ‘କ୍ରିକ୍‌ପେ’। ମାର୍ଚ୍ଚ ୩୧ରେ ଆଇପିଏଲ୍‌ ହେବାକୁ ଥିବା ବେଳେ ତା ପୂର୍ବରୁ ଏହି ଆପ୍‌କୁ ଲଞ୍ଚ କରିଛନ୍ତି ଅଶ୍‌ନୀର। ଏନେଇ ଗ୍ରୋଭର ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି “ CRICKPE! ଆଇପିଏଲ୍ ଠାରୁ କ୍ରିକେଟ୍‌ରେ ଏକ ବଡ଼ ବିପ୍ଳବ ହୋଇଛି। ଏହା କେବଳ ଏକ ଆମୋଦଦାୟ ଖେଳ ଯେଉଁଠି ଖେଳାଳିମାନଙ୍କୁ ତାଙ୍କ ପ୍ରଦର୍ଶନ ଅନୁସାରେ ମୂଲ୍ୟ ଦିଆଯାଏ। ଯେଉଁ ଆପଣ ଜିତିବେ କ୍ରିକେଟର ଜିତେବି, କ୍ରିକେଟ ଜିତିବ।”

Leave a Reply

Your email address will not be published. Required fields are marked *