Sat. Oct 17th, 2026

Category: ଦେଶ ଖବର

ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତିରେ ପିଏଚ୍‌ଡି ବାଧ୍ୟତାମୂଳକ ନୁହେଁ, ୟୁଜିସି ର ନୂଆ ନିୟମ

ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତି ପାଇଁ ପିଏଚ୍‌ଡି ବାଧ୍ୟତାମୂଳକ ନୁହେଁ। ନିୟମ ପରିବର୍ତ୍ତନ କରିଛି ୟୁନିଭରସିଟି ଗ୍ରାଣ୍ଟ କମିଶନ। କଲେଜରେ ପ୍ରଫେସର ହେବା ପାଇଁ ଆଉ ଏବେ ପିଏଚଡି କରିବାର ଆବଶ୍ୟକ ନାହିଁ। ନୂଆ ନିୟମ ୧…

ଲିକ୍‌ ହେଲା ‘ଆଦିପୁରୁଷ’ର ଏଚ୍‌ଡି ଭର୍ସନ

ଫିଲ୍ମ ‘ଆଦିପୁରୁଷ’କୁ ବିବାଦ ଚାଲିଛି। ଫିଲ୍ମ ରିଲିଜ ହେବା ପୂର୍ବରୁ ମଧ୍ୟ ଅନେକ ଚର୍ଚ୍ଚାରେ ଥିଲା। ଯେତେବେଳେ ରିଲିଜ ହେଲା, ସମାଲୋଚକ ଏବଂ ଦର୍ଶକଙ୍କ ନକାରାତ୍ମକ ପ୍ରତିକ୍ରିୟା ଯୋଗୁଁ ଏହା ଲାଇମଲାଇଟରେ ରହିଥିଲା। ଦର୍ଶକ ପ୍ରଭାସ ଏବଂ କ୍ରିତି ସାନନ ଷ୍ଟାରରଙ୍କ…

ଖୁବଶୀଘ୍ର ୬-ଜି!

ଏବେଠାରୁ ୬-ଜି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାରତ । ଏଥପାଇଁ ଗଠନ ହୋଇଛି ୬ଜି ମେଣ୍ଟ ବା ଆଲାଏନ୍ସ । ଏହା ହେଉଛି ସରକାରୀ କ୍ଷେତ୍ର, ଘରୋଇ କ୍ଷେତ୍ର, ଜାତୀୟ ଅନୁସନ୍ଧାନ ଅନୁଷ୍ଠାନ ଓ ଶିକ୍ଷା କ୍ଷେତ୍ରର ଏକ ମେଣ୍ଟ…

ଏକ ହେବେ ରାଜ୍ ଠାକରେ ଓ ଉଦ୍ଧବ ଠାକରେ!

ବିଧାୟକଙ୍କ ଦଳ ବଦଳ ଓ ସରକାର ଭାଙ୍ଗିବା କାରଣରୁ ମହାରାଷ୍ଟ୍ରରେ ୪ଥର ଶପଥ ଗ୍ରହଣ ଉତ୍ସବ ହୋଇଛି । ଏହାରି ଭିତରେ ଏକ ନୂଆ ସମୀକରଣ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।ମହାରାଷ୍ଟ୍ର ନବନିର୍ବାଣ ସେନାର କାର୍ଯ୍ୟକର୍ତ୍ତାମାନେ ମୁମ୍ବାଇର ବିଭିନ୍ନ ସ୍ଥାନରେ…

ରିଲିଜ ହୋଇଛି ‘ଓଏମଜି-୨’ର ନୂଆ ପୋଷ୍ଟର

ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଓଏମଜି-୨’ର ନୂଆ ପୋଷ୍ଟର ରିଲିଜ ହୋଇଛି । ଦମଦାର ପୋଷ୍ଟରେ ଅଭିନେତା ଭଗବାନ ଶିବଙ୍କ ଅବତାରରେ ନଜର ଆସିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟର ସେୟାର କରିଛନ୍ତି ଅଭିନେତା । ଅଧିକ ପଢନ୍ତୁନିକଟରେ ଫିଲ୍ମର ପ୍ରଥମ…

ଅଜିତଙ୍କ ସହ ଆଉ କିଏ ନେଲେ ଶପଥ ?

ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ଅନ୍ୟ ୯ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ଧରମରାଓ ଅତରମ, ସୁନୀଲ ବାଲସାଡେ, ଅଦିତି ତାଟକାରେ, ହାସନ ମୁଶରିଫ, ଚଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ, ଅନୀଲ ପାଟିଲ, ଦିଲୀପ ଭାଲସେ ପାଟିଲ…

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ ପାୱାର

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅଜିତ ପାୱାର । ସେ ନିଜ ସହ ୨୫ରୁ ଅଧିକ ବିଧାୟକଙ୍କୁ ନେଇ ସେ ଏନଡିଏରେ ମିଶିଛନ୍ତି । ଆଜି ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ଧରଣର ହଟଚମଟ ଖେଳି ଯାଇଥିଲା । ହଠାତ୍ ରାଜଭବନରେ ଏକନାଥ…

ଆରମ୍ଭ ହେଲା ଅମରନାଥ ଯାତ୍ରା, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଶବ୍ଦ ଓଡିଶା ବ୍ୟୁରୋ: ଆରମ୍ଭ ହେଲା ଅମରନାଥ ଯାତ୍ରା । ବାବାଙ୍କ ଦର୍ଶନ କରିବେ ଭକ୍ତ । ୩ହଜାର ୪୮୮ ତୀର୍ଥଯାତ୍ରୀ ପ୍ରଥମେ ଯାତ୍ରା ଆରମ୍ଭ କଲେ । ଦକ୍ଷିଣ କାଶ୍ମୀର ହିମାଳୟ ପାହାଡ଼ର ୩ ହଜାର ୮୮୦ ମିଟର ଉଚ୍ଚରେ…

ମାଓବାଦୀଙ୍କଠାରୁ ୨୦୦୦ ହଜାର ଟଙ୍କିଆ ନୋଟ୍ ଜବତ

ଶବ୍ଦ ଓଡିଶା ବ୍ୟୁରୋ: ମାଓବାଦୀଙ୍କ ଠାରୁ ୨ ହଜାର ଟଙ୍କିଆ ନୋଟ୍ ଜବତ । ଛତିଶଗଡ଼ ବିଜାପୁର ଆୱାପାଲି ଠାରେ ପୋଲିସ ଟଙ୍କା ଜବତ କଲା । ଜଣେ ମାଓ ସମର୍ଥକଙ୍କ ଠାରୁ ଜବତ ହୋଇଛି ୬ ଲକ୍ଷ ୨୦ ହଜାର…

ଚାଷୀମାନଙ୍କ ପାଇଁ କ୍ୟାବିନେଟ୍ କମିଟି ବୈଠକରେ ସ୍ବତନ୍ତ୍ର ପ୍ୟାକେଜ

କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଚାଷୀମାନଙ୍କ ପାଇଁ ୩,୭୦,୧୨୮ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ୍‌କୁ ମଞ୍ଜୁର କରାଯାଇଛି। ଏହି ପ୍ୟାକେଜ୍ ଅଧୀନରେ ଏକାଧିକ ଯୋଜନାର ଲାଭ ରହିଛି। ଚାଷୀ କଲ୍ୟାଣ, ଜମି ଉତ୍ପାଦକତା ପୁନରୁଦ୍ଧାର ଓ…