Wed. Oct 14th, 2026

ଶବ୍ଦ ଓଡିଶା ବ୍ୟୁରୋ: ମାଓବାଦୀଙ୍କ ଠାରୁ ୨ ହଜାର ଟଙ୍କିଆ ନୋଟ୍ ଜବତ । ଛତିଶଗଡ଼ ବିଜାପୁର ଆୱାପାଲି ଠାରେ ପୋଲିସ ଟଙ୍କା ଜବତ କଲା । ଜଣେ ମାଓ ସମର୍ଥକଙ୍କ ଠାରୁ ଜବତ ହୋଇଛି ୬ ଲକ୍ଷ ୨୦ ହଜାର ଟଙ୍କା ମୂଲ୍ୟର ୨ହଜାର ଟଙ୍କିଆ ନୋଟ୍ । ମାଓବାଦୀଙ୍କ ୯ ଲକ୍ଷ ଟଙ୍କା ବଦଳାଇବାକୁ ଆଣିଥିଲେ ୨୪ ବର୍ଷିୟ ମାଓ ସମର୍ଥକ ମହେଶ ବାଡସେ । ୧ ଲକ୍ଷ ୮୦ ହଜାର ଟଙ୍କା ବ୍ୟାଙ୍କରେ ଜମା କରିଥିଲେ ମହେଶ ଆଉ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ।

Leave a Reply

Your email address will not be published. Required fields are marked *