Wed. Oct 14th, 2026

ଶବ୍ଦ ଓଡିଶା ବ୍ୟୁରୋ: ନବରଙ୍ଗପୁରରେ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ । ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର । ଜଣେ ଗୁରୁତରଙ୍କୁ ନବରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଉମରକୋଟ ବାସିନୀ ଛକରେ ଏହି ଦୁର୍ଘଟଣା ଘଟିଛି । ଉମରକୋଟରୁ ଅଞ୍ଚଳ ଯାଉଥିଲା କାର ।

Leave a Reply

Your email address will not be published. Required fields are marked *