ଆରମ୍ଭ ହେଲା ଅମରନାଥ ଯାତ୍ରା, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଶବ୍ଦ ଓଡିଶା ବ୍ୟୁରୋ: ଆରମ୍ଭ ହେଲା ଅମରନାଥ ଯାତ୍ରା । ବାବାଙ୍କ ଦର୍ଶନ କରିବେ ଭକ୍ତ । ୩ହଜାର ୪୮୮ ତୀର୍ଥଯାତ୍ରୀ ପ୍ରଥମେ ଯାତ୍ରା ଆରମ୍ଭ କଲେ । ଦକ୍ଷିଣ କାଶ୍ମୀର ହିମାଳୟ ପାହାଡ଼ର ୩ ହଜାର ୮୮୦ ମିଟର ଉଚ୍ଚରେ ଅବସ୍ଥିତ ବାବାଙ୍କ ଗୁମ୍ଫା । ୬୨ ଦିନ ଯାତ୍ରା ପାଇଁ ସୁରକ୍ଷା ଏବଂ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖାଯାଇଛି । ଆତଙ୍କବାଦୀ ସଂଗଠନ ଟିଆରପିର ଧମକ ପରେ ସୁରକ୍ଷା ବ୍ୟବସ୍ଥାକୁ ପ୍ରଶାସନ କଡ଼ାକଡ଼ି କରିଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ୬୦ ହଜାର ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି ।

You May Also Like

More From Author

+ There are no comments

Add yours