ବିବାହିତା ନାରୀମାନେ ବି ପିନ୍ଧିପାରିବେ ମିସ୍ ୟୁନିଭର୍ସ ମୁକୁଟ; ୨୦୨୩ରୁ ଲାଗୁ ହେବ ନିୟମ
ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିବା ଅନେକ ଝିଅର ସ୍ୱପ୍ନ। ଏହି ମୁକୁଟକୁ ହାତେଇବା ପାଇଁ ଦେଶର ଅନେକ ସୁନ୍ଦରୀମାନେ ପ୍ରତିଯୋଗୀତାରେ ସାମିଲ୍ ହୋଇଥାଆନ୍ତି। କିନ୍ତୁ ଏପରି ଏକ ସମୟ ଆସେ ଯେବେ ବୟସ ଆଗରେ ହାର ମାନିଯାଏ ଇଚ୍ଛା। ଏପରି ପରିସ୍ଥିତିରେ,…