ସେନାରେ ଚାକିରୀ, ପୁଣି ଚାଷୀ , ପରେ ବିମାନସେବା , ଉଦ୍ୟୋଗପତିଙ୍କ ସଂଘର୍ଷ କାହାଣୀ
ତାମିଲ ଫିଲ୍ମ ସୋରାରାଇ ପୋଟରୁ ଆପଣଙ୍କ ମଧ୍ୟରୁ ସମସ୍ତ ଦେଖିଥିବେ । ମୁଖ୍ୟ ଭୂମିକାରେ ନଜର ଆସିଥିଲେ ସୁପରଷ୍ଟାର ସୂର୍ଯ୍ୟା । ଫିଲ୍ମର କାହାଣୀ ଜଣେ ଗାଁର ବ୍ୟକ୍ତି ଉପରେ ପର୍ଯ୍ୟବେଷିତ ଥିଲା । ଯିଏ କମ ମୂଲ୍ୟରେ ଲୋକଙ୍କୁ ବିମାନ…
ମେସିଙ୍କ ବିଶ୍ଵ କପ୍ ସ୍ଵପ୍ନ ସାକାର,୩୬ ବର୍ଷ ପରେ ବିଶ୍ବ ବିଜୟୀ ଆର୍ଜେଣ୍ଟିନା
୨୦୨୨ ଫିଫା ବିଶ୍ୱକପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଛି ଆର୍ଜେଣ୍ଟିନା । ଆଜି ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ୨୦୨୨ ଫିଫା ବିଶ୍ୱକପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳାଯାଇଥିଲା। ଫାଇନାଲ ମୁକାବିଲାରେ ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିଥିଲା । ପେନାଲ୍ଟି ସୁଟ୍ଆଉଟ୍ରେ…
ଏସିଡ୍ ବିକିବାରୁ ଦିଲ୍ଲୀ ମହିଳା କମିଶନଙ୍କ ଫ୍ଲିପକାଟ୍ ଓ ଆମାଜନକୁ ନୋଟିସ୍
ଦିଲ୍ଲୀରେ ୧୭ ବର୍ଷୀୟ ସ୍କୁଲ୍ ଛାତ୍ରୀଙ୍କୁ ଏସିଡ ମାଡ । ବିଚ୍ ରାସ୍ତାରେ ଜନଗହଳି ଭିତରେ ଦିଲ୍ଲୀରେ ସ୍କୁଲ୍ ଛାତ୍ରୀଙ୍କୁ ଏସିଡି ଫିଙ୍ଗିବା ଘଟଣା ନେଇ ହଇଚଇ ସୃଷ୍ଟି ହୋଇଛି । ଜନଗହଳିରେ ଏଭଳି ଭୟଙ୍କର ଘଟଣା ପରେ ଲୋକଙ୍କ ସୁରକ୍ଷାକୁ…
ପେରୁରେ ଭୟଙ୍କର ଆନ୍ଦୋଳନ
ପେରୁରେ ଭୟଙ୍କର ହେଉଛି ଆନ୍ଦୋଳନ । ପ୍ରଦର୍ଶନକାରୀ ରାଜପଥ ଉପରେ ବିକ୍ଷୋଭ ଜାରି ରଖିଛନ୍ତି । ସେନା ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷରେ ପ୍ରାୟ ୧୬ଜଣଙ୍କ ମୃତ୍ୟୁ ହୋଇଛି । ରାଷ୍ଟ୍ରପତି ପେଡ୍ରୋ କୈଷ୍ଟିଲଙ୍କୁ ପଦରୁ ହଟାଇ ଗିରଫ କରିବା ପରେ…
ଭଗବାନଙ୍କ ସହ ବାହାଘର!
୧୬ଶହ ଶତାଦ୍ଧୀର ମୀରାବାଇ । ଯିଏ ଦିନେ ଭଗବାନ ଶ୍ରୀ କୃଷ୍ଣଙ୍କୁ ଭକ୍ତି କରିଥିଲେ । ସେହି ମୀରାଙ୍କ କାହାଣୀ ତ ଆପଣ ସମସ୍ତେ ଜାଣିଥିବେ । ଶ୍ରୀକୃଷ୍ଣଙ୍କ ପ୍ରେମରେ ନିଜକୁ ହଜେଇ ଦେଇଥିଲେ । କୃଷ୍ଣଙ୍କୁ ନିଜର ସବୁ କିଛି…
ରଘୁରାମ ରାଜନ ଭାରତ ଯୋଡୋ ଯାତ୍ରାରେ ସାମିଲ
ମୋଦୀ ସରକାରଙ୍କ ନୀତି ବାବଦରେ ଆଲୋଚନା କରୁଥିବା ରଘୁରାମ ରାଜନ ଭାରତ ଯୋଡୋ ଯାତ୍ରାରେ ସାମିଲ, ରାହୁଲଙ୍କ ପଦଯାତ୍ରାରେ ସାମିଲ ।ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି । କଂଗ୍ରେସ ନେତା…