Mon. Nov 30th, 2026

Category: ଦେଶ ଖବର

ଆମେରିକାର ବାୟୁସେନାରେ ଯୋଡ଼ି ହେବ ବି -୨୧ ରାଇଡର

ଦୁନିଆର ଶକ୍ତିଶାଳୀ ଦେଶ ମଧ୍ୟରୁ ଯୁକ୍ତରାଷ୍ଟ୍ର ଆମେରିକା ଅନ୍ୟତମ। ବିଶ୍ୱର ସବୁଠାରୁ ବିପଜ୍ଜନକ ଏବଂ ଉନ୍ନତ ବିମାନ ବି -୨୧ ରାଇଡର ଆମେରିକାର ବାୟୁସେନାରେ ଯୋଗ ଦେଇଛି। ଫ୍ରାନ୍ସର ସବୁଠାରୁ ଆଧୁନିକ ଯୁଦ୍ଧ ବିମାନ ରାଫାଲ ଅଧିକ ବିକଶିତ। ଏହି ବିମାନଟି…

ପଦ୍ମ ଭୂଷଣରେ ସମ୍ମାନିତ ହେଲେ ସୁନ୍ଦର ପିଚାଇ

ପୁଣି ଚର୍ଚ୍ଚାରେ ସୁନ୍ଦର ପିଚାଇ। ଏଥର ଭାରତକୁ ନେଇ ‌ତାଙ୍କର ମନ୍ତବ୍ୟ ଏବେ ତାଙ୍କୁ ପ୍ରଶଂସାର ପାତ୍ର କରିଛି । ଗୁଗଲ ଓ ଆଲଫାବେଟର ସିଇଓ ସୁନ୍ଦର ପିଚାଇ କହିଛନ୍ତି, ଭାରତ ମୋର ଏକ ଅଂଶ ଆଉ ମୁଁ ଏହାକୁ ମୋ…

ରୋଜଗାରରେ ଦକ୍ଷିଣ, ଜନସଂଖ୍ୟାରେ ମଧ୍ୟ ଭାରତ, ଗରିବୀରେ ବିହାର ସବୁଠୁ ଆଗରେ

ରୋଜଗାରରେ ଦକ୍ଷିଣ, ଜନସଂଖ୍ୟାରେ ମଧ୍ୟ ଭାରତ, ଗରିବୀରେ ବିହାର ସବୁଠୁ ଆଗରେ । ଦେଶରେ ଧନୀ ଓ ଗରିବଙ୍କ ମଧ୍ୟରେ ଦିନକୁ ଦିନ ଦୂରତା ବଢିବାରେ ଲାଗିଛି । ଧନୀଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ସେହି ଅନୁପାତରେ ଗରିବଙ୍କ ସଂଖ୍ୟା ହ୍ରାସ…

ଚର୍ଚ୍ଚାରେ କିନ୍ନର ଡାକ୍ତର

ସମାଜରେ ଲିଙ୍ଗଗତ ଭେଦଭାବ ଏକ ବିରାଟ ସମସ୍ୟା । ସାଧାରଣତଃ ପୁରୁଷ ଏବଂ ମହିଳାଙ୍କ ତୁଳନାରେ କିନ୍ନରମାନଙ୍କୁ ନିଚ୍ଚ ଦୃଷ୍ଟିରେ ଦେଖାଯାଇଥାଏ । ଯାହାକୁ ଏବେ ଭୁଲ ପ୍ରମାଣିତ କରିଛନ୍ତି ଦୁଇ କିନ୍ନର । ଭିକ୍ଷା ବୃତି ତଥା ଦେହ ବେପାରକୁ…

ପ୍ରଦୂଷଣ କମାନ୍ତୁ, ବିଶ୍ୱକୁ ସୁରକ୍ଷିତ ରଖନ୍ତୁ

ଦିନକୁ ଦିନ ପ୍ରଦୂଷଣ ସମଗ୍ର ବିଶ୍ୱର ଚିନ୍ତାର କାରଣ ପାଲଟିଛି । ଜନ ଜୀବନ ସଂକଟ ଦେଇ ଗତି କରୁଛି । ଏନେଇ ଲୋକେ ବହୁତ ପ୍ରକାର ରୋଗରେ ସଂକ୍ରମିତ ହେଉଛନ୍ତି । ପ୍ରଦୂଷଣ ଯୋଗୁ ଜୀବନ ଉପରେ ଭରଷା କମି…

ଗୁଜରାଟ ବିଧାନସଭା ନିର୍ବାଚନ: ଅବହେଳିତ ହୋଇ ପଡିରହିଛି ଯୌନକର୍ମୀଙ୍କ ଗାଁ

ନିର୍ବାଚନ ଆୟୋଗ ଗୁଜରାଟ ନିର୍ବାଚନ ପାଇଁ ନଭେମ୍ବର ୩ରେ ତାରିଖ ଘୋଷଣା କରିଥିଲେ। ସେହି ସମୟରେ ମୁଖ୍ୟ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଥିଲେ ଯେ ରେଡ ଲାଇଟ ଅଞ୍ଚଳରେ ସଚେତନତା ଅଭିଯାନ ଜାରିରହିବ। ତେବେ ଏହା ପରେ ମଧ୍ୟ ଏଭଳି ଗୋଟିଏ…

ପ୍ଲେ ବଏ’ର କିଲର କାହାଣୀ….

ଚର୍ଚ୍ଚାରେ ଦିଲ୍ଲୀର ସାଇକୋ ବୟଫ୍ରେଣ୍ଡର ବିଭତ୍ସ ହତ୍ୟାକାଣ୍ଡ । ଗାର୍ଲଫ୍ରେଣ୍ଡକୁ ୩୫ଖଣ୍ଡ କରିବା ଘଟଣାରେ ଆସୁଛି ନୂଆ ନୂଆ ତଥ୍ୟ । ମର୍ଡର ମିଷ୍ଟ୍ରିର ଗୋଟିଏ ପରେ ଗୋଟିଏ ଖୋଲୁଛି ଗୁମର । ଜହ୍ଲାଦ ପ୍ରେମିକର କଳାକାରନାମା ଉପରୁ ହଟୁଛି ପରଦା…

କମିବ ରେଳ ଦୁର୍ଘଟଣା; ନୂଆ ନିୟମ ଆଣିଲା ଭାରତୀୟ ରେଳ

ଦିନକୁ ଦିନ ଟ୍ରେନ ଦୁର୍ଘଟଣାର ନୂଆ ନୂଆ କଥା ସାମ୍ନାକୁ ଆସୁଛି । ତେବେ ରେଳ ଧାରଣା ଉପରେ ପଶୁମାନଙ୍କ ଯା ଆସ କରିବା ମଧ୍ୟ ଏହି ଦୁର୍ଘଟଣାର ଏକ ମୁଖ୍ୟ କାରଣ ପାଲଟୁଛି । କେତେବେଳେ ହାତୀ ପଶି ଆସୁଛି…

କୁଆଡେ ଗଲା ଶ୍ରଦ୍ଧାଙ୍କ କଟା ମୁଣ୍ଡ?

ଦିଲ୍ଲୀ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା । ଶ୍ରଦ୍ଧାଙ୍କ କଟାମୁଣ୍ଡକୁ ଖୋଜୁଛି ପୋଲିସ । ବୟଫ୍ରେଣ୍ଡ ଅଫତାବ ଖଣ୍ଡ ଖଣ୍ଡ କରିଥିବା ଶରୀରର ଅନ୍ୟ ଅଂଶକୁ ପୋଲିସ ଉଦ୍ଧାର କରିଥିବା ବେଳେ କଟାମୁଣ୍ଡ ମିଳୁନଥିବା କହିଛି ପୋଲିସ । ଅଫତାବଙ୍କ ଘରେ…

ଖାଉଟିଙ୍କ ଉପରେ ଗହମ ଛାଟ

ଦେଶରେ ମୁଦ୍ରସ୍ପୀତି ହ୍ରାସ ପାଉଛି । ଏହା ସତ୍ୱେ ବି ଦରବୃଦ୍ଧିରୁ ଖାଉଟିଙ୍କୁ ନିସ୍ତାର ନାହିଁ । ଦେଶର ଖାଦ୍ୟ ଶସ୍ୟ ଭଣ୍ଡାରରେ ସଂରକ୍ଷିତ ଶସ୍ୟ ପରିମାଣ ଦିନକୁ ଦିନ ହ୍ରାସ ପାଉଥିବାରୁ ଆଗାମୀ ଦିନରେ ଗହମ ମୂଲ୍ୟ ଆହୁରି ବଢିପାରେ…