Sun. Nov 29th, 2026

Category: ଦେଶ ଖବର

କେନ୍ଦ୍ର ସରକାର ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ବଢାଇଲେ ସୁରକ୍ଷା,ଗୃହ ମନ୍ତ୍ରାଳୟ ଯୋଗାଇଲେ ଜେଡ୍ ପ୍ଲସ୍ ସୁରକ୍ଷା

ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପଶ୍ଚିମବଙ୍ଗ ରାଜ୍ୟପାଳ ସିବି ଆନନ୍ଦ ବୋଷଙ୍କ ସୁରକ୍ଷା ବଢାଇଦିଆଯାଇ । ଗୁଇନ୍ଦା ସୂଚନା ପରେ ଗୃହମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ପ୍ରଦାନ କରାଯାଇଛି । କେନ୍ଦ୍ରୀୟ ରିଜର୍ଭ ପୋଲିସ…

ଉଦଘାଟିତ ହେବ ବିଶ୍ୱର ଦୀର୍ଘତମ ରିଭର୍ କ୍ରୁଜ,ବାରାଣସୀରୁ ଦିବ୍ରୁଗଡ ୩୨ ଶହ କିମି କରିବ ଯାତ୍ରା

ଶବ୍ଦ ଓଡିଶା ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀ ଜାନୁଆରୀ ୧୩ରେ ବିଶ୍ୱର ସବୁଠାରୁ ଲମ୍ବା ରିଭର କ୍ରୁଜର ଉଦଘାଟନ କରିବେ । ଏହି କ୍ରୁଜ ଉତ୍ତରପ୍ରଦେଶ ବାରାଣସୀରୁ ତାର ଯାତ୍ରା ଆରମ୍ଭ କରି ବାଂଲାଦେଶ ଦେଇ ଆସାମର ଦିବ୍ରୁଗଡରେ ପହଞ୍ଚିବ । ୫୦…

ବଞ୍ଚାଅ ବଞ୍ଚାଅ ବୋଲି ପାଟି କରିଥି‌ଲେ ଅଞ୍ଜଳି ,କେହି ଶୁଣିଲେନି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନୂଆବର୍ଷରେ ଘଟିଥିବା ହୃଦୟ ବିଦାରକ ଘଟଣା ସାରା ଦେଶକୁ ଚହଲାଇ ଦେଇଛି। ଏକ କାରରେ ଥିବା ୫ଜଣ ଯୁବକ ସ୍କୁଟି ଚଳାଉଥିବା ଅଞ୍ଜଳିଙ୍କୁ ୪ କିଲୋମିଟର ଘୋଷାଡି ନେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାକୁ ୩ଦିନ…

ସାକ୍ଷୀ ବଖାଣିଲେ ଦୁର୍ଘଟଣାର କାହାଣୀ

ଦିଲ୍ଲୀର ସୁଲତାନପୁରୀ ଯୁବତୀଙ୍କ ହତ୍ୟା ମାମଲାରେ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସାମ୍ନକୁ ଆସିଛି ନୂଆ କଥା । ତେବେ ଯୁବତୀଙ୍କ ନାଁ ଅଞ୍ଜଲି ସିଂ ବୋଲି ସୂଚନା ରହିଛି । ପାଖାପାଖି ୧୨ କିମି ପର୍ଯ୍ୟନ୍ତ…

ରାୟଗଡାରେ ରୁଷ ପର୍ଯ୍ୟଟକ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ

ରାୟଗଡା ସହର ସ୍ଥିତ ଏକ ହୋଟେଲ ରେ ଦୁଇ ଜଣ ରୁଷ ପର୍ଯ୍ୟଟକ ବ୍ଳାଦିମିର ବିଦାନଭ (୬୦) ସାଂସଦ ଆଣ୍ଟଭା ପାଭେଲ (୬୫) ଙ୍କ ରହସ୍ୟଜନକ ମୃତ୍ୟୁ ର ତଦନ୍ତ ଆଜି କ୍ରାଇମବ୍ରାଞ୍ଚ ଡି ଏସ ପି ଙ୍କ ନେତୃତ୍ୟରେ ସିରିଗୁଡା…

ବଦଳିବେ ମୋଦୀଙ୍କ ମନ୍ତ୍ରୀ!

ବଦଳିବ ମନ୍ତ୍ରିମଣ୍ଡଳ । ଦେଶର ଦାୟିତ୍ୱ ନେବେ ନୂଆ ମନ୍ତ୍ରୀ । ନନ୍ ପଫର୍ମିଙ୍ଗ ମନ୍ତ୍ରୀମାନଙ୍କୁ ମିଳିବ ଛୁଟି । ବିବାଦୀୟଙ୍କୁ ବିଦା କରାଯିବ । ଯୁବ ତଥା ଦାୟିତ୍ୱବାନଙ୍କୁ ମୁଖସ୍ରୋତରେ ସାମିଲ ହେବାର ସୁଯୋଗ । କାରଣ ଖୁବ ଶ୍ରଘ୍ର…

ସନ୍ୟାସ ନେବେ ୩ ବରିଷ୍ଠ ନେତା

ଦେଶର ସବୁଠାରୁ ପୁରାତନ ରାଜନୈତିକ ଦଳ କଂଗ୍ରେସ । ୬୦ ବର୍ଷରୁ ଉର୍ଦ୍ଦ ସମୟ ଧରି ଦେଶକୁ ଶାସନ କରିଛି । ଆଜି ସେହି ଦଳକୁ ୩ଟି ରାଜ୍ୟରେ ସୀମିତ ହୋଇ ରହିବାକୁ ପଡୁଛି । ତେବେ ରାଜ୍ୟରେ କେତେ ବେଳେ…

ଡରାଉଛି କରୋନା

ଦେଶରେ ଦୈନିକ ସଂକ୍ରମଣ ସାମାନ୍ୟ ବୃଦ୍ଧି ହୋଇଛି । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪.୪୬ କୋଟିରେ ପହଂଚିଛି । ଭାରତରେ ଶୁକ୍ରବାର ଦିନ ୮ ସୁଦ୍ଧା ସମଗ୍ର ଦେଶରେ ୨୪ ଘଂଟା ମଧ୍ୟରେ ୨୪୩ ନୂତନ କୋଭିଡ ମାମଲା ସାମନାକୁ…

ଚର୍ଚ୍ଚାରେ ମୋଦିଙ୍କ କର୍ତ୍ତବ୍ୟ ପରାୟଣତା

କର୍ତବ୍ୟ ଆଗରେ ସବୁ କିଛି ପର । ସେ ଜଣେ ସାଧାରଣ ଜନତା ହେଉ ଅବା ଜଣେ ବଡ଼ ନେତା । ବ୍ୟକ୍ତିଗତ ଜୀବନକୁ ପଛରେ ପକାଇ ବୃତିଗତ ଜୀବନକୁ ଗୁରୁତ୍ୱ ଦିଆଯାଇଥାଏ । ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ପ୍ରଧାନମନ୍ତ୍ରୀ…

ପରଲୋକରେ ମୋଦୀଙ୍କ ମାଆ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ଙ୍କର ପରଲୋକ ହୋଇଛି । ୧୦୦ ବର୍ଷ ବୟସରେ ହୀରାବେନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।୨ ଦିନ ପୂର୍ବେ ହୀରାବେନ ଅହମ୍ମଦାବାଦର ୟୁଏନ୍ ମେହଟା ହସ୍ପିଟାଲରେ ଭର୍ତି ହୋଇଥିଲେ । ଶ୍ୱାସକ୍ରିୟାରେ ସମସ୍ୟା ପାଇଁ ମେଡିକାଲରେ…