Thu. Oct 15th, 2026

Category: ଦେଶ ବିଦେଶ

ଦିଲ୍ଲୀ ପ୍ରଦୂଷଣ,ତୁରନ୍ତ ସମାଧାନ ପାଇଁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ

ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଏବେ ବିଷ ବଳୟ ମଧ୍ୟରେ । ଚାରିଆଡ଼େ ଧୂଆଁ ଧୂଆଁ ପରିସ୍ଥିତି । ଦିଲ୍ଲୀର ବାୟୁ ଗୁଣାବତ୍ତା ଚିନ୍ତାଜନକ ସ୍ତରରେ ପହଞ୍ଚିଥିବା ବେଳେ ଏହି ମାମଲା ଉପରେ ଶୁଣାଣି କରି ଦିଲ୍ଲୀ ସରକାରଙ୍କୁ ତୁରନ୍ତ ସମାଧାନ କରିବାକୁ…

ଖୋ ଖୋ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ପ୍ରତିଷ୍ଠା ପାଇଁ AMNS ଭାରତ ସହିତ MOU ସ୍ୱାକ୍ଷର କଲା ଓଡ଼ିଶା

ଖୋ ଖୋ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ପ୍ରତିଷ୍ଠା ପାଇଁ AMNS ଭାରତ ସହିତ ଓଡିଶା MOU ସ୍ୱାକ୍ଷର କରିଛି | ଖୋ ଖୋ ପରି ଆମର ଦେଶୀ କ୍ରୀଡାକୁ ସମର୍ଥନ କରିବାକୁ ଓଡିଶା ପ୍ରତିବଦ୍ଧ :ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ଶତାଧିକ ନକ୍ସଲ ଜଙ୍ଗଲରେ ଲୁଚି ପଳାଇଥିବା ବେଳେ ,ଚିତ୍ର ଡ୍ରୋନ କ୍ୟାମେରାରେ କଏଦ

ପୁଲିସ୍‌- ନକ୍ସଲ ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଲେ ନକ୍ସଲ। ଶତାଧିକ ନକ୍ସଲ ଜଙ୍ଗଲରେ ଲୁଚି ପଳାଇଥିବା ବେଳେ ତାର ଚିତ୍ର ଡ୍ରୋନ କ୍ୟାମେରାରେ କଏଦ ହୋଇଛି। ଛତିଶଗଡ ଗଙ୍ଗାଲୁରରେ ଘଟିଛି ଏହି ଘଟଣା। ଖସି ଯାଉଥିବା ନକ୍ସଲମାନେ ୨ ଗୁରୁତର…

ଦିଲ୍ଲୀରେ ସାଂଘାତିକ ବାୟୁ ପ୍ରଦୂଷଣ

ଦିଲ୍ଲୀରେ ବାୟୁର ମାନ ସାଂଘାତିକ ଶ୍ରେଣୀରେ ରହିଛି। ସମଗ୍ର ଦିଲ୍ଲୀ ଏକ ଧୂଆଁର ଚଦର ତଳେ ରହିଥିବା ବେଳେ ଏଭଳି ସ୍ଥିତି ଆହୁରି କିଛିଦିନ ଲାଗି ରହିବ ବୋଲି ଜଣାପଡ଼ିଛି। ଗୋଟିଏ ପଟେ ବିଷ ବଳୟରେ ଦିଲ୍ଲୀ ବାସିନ୍ଦା କଲବଲ ହେଉଥିବା…

ଭୂମିକମ୍ପରେ ଦୋହଲିଲା ନେପାଳ,ସତୁରୀ ଟପିଲା ମୃତ୍ୟୁ ସଂଖ୍ୟା

ଭୟଙ୍କର ଭୂମିକମ୍ପରେ ଦୋହଲିଲା ନେପାଳ । ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତର ପଶ୍ଚିମ ନେପାଳରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହା ତୀବ୍ରତା ୬.୪ ରେକର୍ଡ କରାଯାଇଛି ।ଭୂକମ୍ପରେ ଏବେ ସୁଦ୍ଧା 70 ଜଣଙ୍କ ମୃତ୍ୟୁ ହୋଇଥିବା…

ମୁମ୍ବାଇ ଓ୍ବାଙ୍ଖଡେ ଷ୍ଟାଡିୟମରେ କିମ୍ବଦନ୍ତୀ କ୍ରିକେଟ ତାରକା ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ଉଦଘାଟିତ

ମୁମ୍ବାଇ ଓ୍ବାଙ୍ଖଡେ ଷ୍ଟାଡିୟମରେ ଉଦଘାଟନ ହେଲା କିମ୍ବଦନ୍ତୀ କ୍ରିକେଟ ତାରକା ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି । ଏକ ଭରପୂର ଉତ୍ସବରେ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ଉଦଘାଟିତ ହୋଇଛି । ଭାରତ-ଶ୍ରୀଲଙ୍କା ମ୍ୟାଚ ପୂର୍ବରୁ କ୍ରିକେଟ ଲିଜେଣ୍ଡ ତେନ୍ଦୁଲକରାଙ୍କ ଲାଇଫ-ସାଇଜ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚିତ…

ଇଡିରେ ହାଜର ହେବେ କେଜ୍ରିୱାଲ, ତା’ ପୂର୍ବରୁ ମାଗିଲେ ଅଧିକ ସମୟ

ଆଜି ଇଡିରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମଦ ଦୁର୍ନୀତି ମାମଲାରେ ହାଜର ହେବାକୁ କେଜ୍ରିୱାଲଙ୍କୁ ଗତ ୩୦ ତାରିଖରେ ସମନ୍ ଜାରି କରିଥିଲା ED।। ତେବେ ହାଜର ହେବା ନିମନ୍ତେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ…

ଜାମ୍ମୁ କାଶ୍ମୀର ପୋଲିସର ମହା ନିର୍ଦ୍ଦେଶକ ଓଡ଼ିଆ ପୁଅ ରଶ୍ମୀ ରଞ୍ଜନ

ଜାମ୍ମୁ କାଶ୍ମୀର ପୋଲିସର ମହା ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଓଡ଼ିଆ ପୁଅ ରଶ୍ମୀ ରଞ୍ଜନ ସ୍ବାଇଁ । ଦିଲବାଗ ସିଂଙ୍କ ସ୍ଥାନରେ ଶ୍ରୀ ସ୍ବାଇଁ ଡିଜିପି ଭାବେ ଦାୟିତ୍ବ ନେଇଛନ୍ତି । ଜାମ୍ମୁ କାଶ୍ମୀର ପୋଲିସ ମୁଖ୍ୟାଳୟରେ ଆୟୋଜିତ…

ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌ରେ ଗୋଟିଏ ପରିବାରର ୪୨ ମୃତ

ଇସ୍ରାଏଲ ଯୁଦ୍ଧ ଯେତିକି ଆଗେଇ ଚାଲୁଛି, ସେତିକି ଭୟାନକ ଚିତ୍ର ଓ ଖବର ସାମନାକୁ ଆସୁଛି। ଯୁଦ୍ଧର କଳାବାଦଲରେ ଶେଷ ହୋଇଯାଇଛି ଗୋଟିଏ ପରିବାରର ତିନି ପିଢି। ଗାଜା ଷ୍ଟ୍ରିପରେ ଇସ୍ରାଏଲ ସେନା ଘନଘନ ବୋମା ମାଡରେ ଗୋଟିଏ ପରିବାରର ୪୨…

ଦୀପଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ଟଙ୍କା ପୁରସ୍କାର, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଏସୀୟ ମହିଳା ହକି ବ୍ରୋଞ୍ଜ ବିଜୟୀ ଦୀପଗ୍ରେସ ପାଇଁ ପୁରସ୍କାର ଘୋଷଣା ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯ତମ ଏସୀୟ କ୍ରୀଡ଼ାରେ ଭାରତର କ୍ରୀଡ଼ାବିତମାନେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଏହି ଇଭେଣ୍ଟର…