Mon. Nov 30th, 2026

Category: ଦେଶ ବିଦେଶ

ପର୍ଣ୍ଣକୁ ନା କଲେ ପୋପ୍

ବଡ଼ ଖୁଲାସା କରିଛନ୍ତି ପୋପ ଫ୍ରାନ୍ସିସ୍ । ବୁଧବାର ପୋପଙ୍କ ଏକ ଲିଖିତ ଭାଷଣ ପ୍ରକାଶ ପାଇଛି । ଯେଉଁଥିରେ ଲେଖା ହୋଇଥିଲା ଯେ, ଖ୍ରୀଷ୍ଟିଆନ ପାଦ୍ରୀମାନେ ପର୍ଣ୍ଣ ଭିଡିଓ ଦେଖନ୍ତି । ତେବେ ପୂରା କଥା ଟା କ’ଣ ଜାଣି…

ଚର୍ଚ୍ଚିଲଙ୍କ ମନ୍ତବ୍ୟକୁ ଆନନ୍ଦ ମହିନ୍ଦ୍ରାଙ୍କ କଟାକ୍ଷ

ଭାରତ ସ୍ବାଧୀନତା ହେବା ପରେ ବ୍ରିଟିଶର ପୂର୍ବତନ ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚ୍ଚିଲ ଭାରତୀୟଙ୍କ ଦକ୍ଷତାକୁ ନେଇ କଟାକ୍ଷ କରିଥିଲେ । ତେବେ ଆଜି ଦେଶର ୭୫ତମ ସ୍ବାଧୀନତା ଦିବସ ଅବସରରେ ଭାରତୀୟ ବଂଶୋଦ୍ଭବ ୟୁକେର ଶାସନ ଭାର ଗ୍ରହଣ କରିଛନ୍ତି ।…

ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ

ବ୍ରିଟେନର ନୂତନ ତଥା ୫୭ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟେନର ଶାସକ ଦଳର ସାଂସଦ ଋଷି ସୁନକ । ତେବେ ଋଷି ୫୭ତମ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଥିବା ବେଳେ ବ୍ରିଟିଶ ଇତିହାସରେ ଗତ ଦୀର୍ଘ ୨…

ଭାରତର ‘ବିରାଟ’ ବିଜୟ; ଏସିଆ କପ୍ ର ବଦଲା ନେଲା ଟିମ ଇଣ୍ଡିଆ

ମେଲବର୍ଣ୍ଣ ମହାମୁକାବିଲାରେ ବାଜି ମାରିଛି ଭାରତ । ଭାରତ-ପାକିସ୍ତାନ ମ୍ୟାଚରେ ବିଜୟରୁ ଟି-୨୦ ୱାର୍ଲ୍ଡକପ ଯାତ୍ରା ଆରମ୍ଭ କରିଛି ଭାରତ । ସୁପର ସଣ୍ଡେରେ ପାକିସ୍ତାନକୁ ହରାଇଛି ଟିମ ଇଣ୍ଡିଆ । ୪ ୱିକେଟରେ ହରାଇଛି ଭାରତ । ମେଲବର୍ଣ୍ଣରେ ଭାରତ-…

ସନ୍ଦେହରେ ଚୀନ ମହିଳା,ଦିଲ୍ଲୀରୁ ଗିରଫ

ସନ୍ଦେହରେ ଚୀନ ମହିଳା । ଚୀନ ପାଇଁ ଗୁଇନ୍ଦାଗିରି ଆଶଙ୍କା । ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗ । ରାଜଧାନୀରୁ ଗିରଫ କଲା ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ । ଗିରଫ ଚାଇନାର ମହିଳାଙ୍କ ନାମ କାୟ ରୁଓ…

ପ୍ରତ୍ୟେକ ସୀମାନ୍ତ ଗାଁ ଦେଶର ପ୍ରଥମ ଗାଁ

ଚମୋଲି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି। ପ୍ରଥମେ କେଦାରନାଥ ଧାମ ଓ ପରେ ବଦ୍ରିନାଥ ଧାମରେ ଦର୍ଶନ-ପୂଜା କରିବା ସହ ୩୪୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। କେଦାରନାଥ- ବଦ୍ରିନାଥ ରୋପଓ୍ବେ ପ୍ରୋଜେକ୍ଟ ଓ…

ଅରୁଣାଚଳ ପ୍ରଦେଶ, ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ପୁଣି ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଅରୁଣାଚଳ ପ୍ରଦେଶ ଇଟାନଗରର ଉପେରସିଆଙ୍ଗ ଜିଲ୍ଲାଠୁ 25 କିଲୋମିଟର ଦୂର ସିଙ୍ଗିଂ ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ସେନାର ଅତ୍ୟାଧୁନିକ ହାଲୁକା ହେଲିକପ୍ଟର । ଦୁର୍ଗମ ଅଞ୍ଚଳରେ ଦୁର୍ଘଟଣା ଘଟିଥିବା ସୂଚନା ।…

ପାହାଡି ପୋଷାକରେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରାଖଣ୍ଡର କେଦାରନାଥ ଧାମ ଗସ୍ତ କରିଛନ୍ତି । ପବିତ୍ର ଧାମରେ ପହଞ୍ଚି ମୋଦି ବାବା କେଦାରନାଥଙ୍କ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିରର ଗର୍ଭଗୃହରେ ପୂଜାର୍ଚ୍ଚନା ସହ ରୁଦ୍ରାଭିଷେକ ମଧ୍ୟ କରିଛନ୍ତି । ତେବେ ଏହି ସମୟରେ…

ସଫ୍ଟଓ୍ବେୟର କମ୍ପାନୀ BCRYPTର ଇଣ୍ଡିଆ ୱେବ ୩.୦ ରୋଡ ଶୋ

ନୂଆଦିଲ୍ଲୀରେ ସଫ୍ଟଓ୍ବେୟର କମ୍ପାନୀ ବି କ୍ରିପ୍ଟ BCRYPT ତରଫରୁ ଅନୁଷ୍ଠିତ ହୋଇଯାଇଛି ଇଣ୍ଡିଆ ୱେବ ୩.୦ ରୋଡ ଶୋ । ୱେବ 3.0,NFTs, ବ୍ଲକ ଚେନ Block chain, କ୍ରିପ୍ଟୋ crypto,Metaverse ମେଟାଭର୍ସ ଭଳି ବିଷୟକୁ ନେଇ ଏଥିରେ ସାମିଲ ହୋଇଥିଲେ…

ଘରେ ବସି କରନ୍ତୁ ଆଧାର ଅପଡେଟ୍

ଭାରତୀୟଙ୍କ ପରିଚୟ କହିଲେ ସାଧାରଣତଃ ଆଧାର କାର୍ଡ ଆମ ଭାରତୀଙ୍କର ଏକ ସ୍ୱତନ୍ତ୍ର ପରିଚୟ ପତ୍ର । ଏଥିରେ ଏକ ୟୁନିକ୍ ନମ୍ବର ରହିଛି । ଯାହାଦ୍ୱାରା ଆମେ ସରକାରଙ୍କ ଦ୍ୱାରା ଜନହିତକର ଯୋଜନାର ଫାଇଦା ନେଇପାରିବା । ତେବେ ବିଭିନ୍ନ…