ପ୍ଲେ ବଏ’ର କିଲର କାହାଣୀ….
ଚର୍ଚ୍ଚାରେ ଦିଲ୍ଲୀର ସାଇକୋ ବୟଫ୍ରେଣ୍ଡର ବିଭତ୍ସ ହତ୍ୟାକାଣ୍ଡ । ଗାର୍ଲଫ୍ରେଣ୍ଡକୁ ୩୫ଖଣ୍ଡ କରିବା ଘଟଣାରେ ଆସୁଛି ନୂଆ ନୂଆ ତଥ୍ୟ । ମର୍ଡର ମିଷ୍ଟ୍ରିର ଗୋଟିଏ ପରେ ଗୋଟିଏ ଖୋଲୁଛି ଗୁମର । ଜହ୍ଲାଦ ପ୍ରେମିକର କଳାକାରନାମା ଉପରୁ ହଟୁଛି ପରଦା…
ଚର୍ଚ୍ଚାରେ ଦିଲ୍ଲୀର ସାଇକୋ ବୟଫ୍ରେଣ୍ଡର ବିଭତ୍ସ ହତ୍ୟାକାଣ୍ଡ । ଗାର୍ଲଫ୍ରେଣ୍ଡକୁ ୩୫ଖଣ୍ଡ କରିବା ଘଟଣାରେ ଆସୁଛି ନୂଆ ନୂଆ ତଥ୍ୟ । ମର୍ଡର ମିଷ୍ଟ୍ରିର ଗୋଟିଏ ପରେ ଗୋଟିଏ ଖୋଲୁଛି ଗୁମର । ଜହ୍ଲାଦ ପ୍ରେମିକର କଳାକାରନାମା ଉପରୁ ହଟୁଛି ପରଦା…
ଦିନକୁ ଦିନ ଟ୍ରେନ ଦୁର୍ଘଟଣାର ନୂଆ ନୂଆ କଥା ସାମ୍ନାକୁ ଆସୁଛି । ତେବେ ରେଳ ଧାରଣା ଉପରେ ପଶୁମାନଙ୍କ ଯା ଆସ କରିବା ମଧ୍ୟ ଏହି ଦୁର୍ଘଟଣାର ଏକ ମୁଖ୍ୟ କାରଣ ପାଲଟୁଛି । କେତେବେଳେ ହାତୀ ପଶି ଆସୁଛି…
ଦିଲ୍ଲୀ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା । ଶ୍ରଦ୍ଧାଙ୍କ କଟାମୁଣ୍ଡକୁ ଖୋଜୁଛି ପୋଲିସ । ବୟଫ୍ରେଣ୍ଡ ଅଫତାବ ଖଣ୍ଡ ଖଣ୍ଡ କରିଥିବା ଶରୀରର ଅନ୍ୟ ଅଂଶକୁ ପୋଲିସ ଉଦ୍ଧାର କରିଥିବା ବେଳେ କଟାମୁଣ୍ଡ ମିଳୁନଥିବା କହିଛି ପୋଲିସ । ଅଫତାବଙ୍କ ଘରେ…
ଦେଶରେ ମୁଦ୍ରସ୍ପୀତି ହ୍ରାସ ପାଉଛି । ଏହା ସତ୍ୱେ ବି ଦରବୃଦ୍ଧିରୁ ଖାଉଟିଙ୍କୁ ନିସ୍ତାର ନାହିଁ । ଦେଶର ଖାଦ୍ୟ ଶସ୍ୟ ଭଣ୍ଡାରରେ ସଂରକ୍ଷିତ ଶସ୍ୟ ପରିମାଣ ଦିନକୁ ଦିନ ହ୍ରାସ ପାଉଥିବାରୁ ଆଗାମୀ ଦିନରେ ଗହମ ମୂଲ୍ୟ ଆହୁରି ବଢିପାରେ…
ଚୋର ଆଉ ପୋଲିସର କାହାଣୀ ଭାରୀ ନିଆର । ଚୋର ଯେତେ ଚାଲାଖି ଦେଖେଇଲେ ବି ପୋଲିସ ତାକୁ କଳେ ବଳେ କୌଶଲେ ଶେଷରେ ଧରି ଦେଇଥାଏ । ଏଭଳି ୭ଜଣ ଲୋକଙ୍କୁ ଧରିଛି ପୋଲିସ । ସେମାନଙ୍କ ମଧ୍ୟରେ ୫ଜଣ…
ରାଜଧାନୀରେ ଆଉ ଜଣେ ଅର୍ଚ୍ଚନା! ପ୍ରଥମେ ପ୍ରେମ ଜାଲରେ ଫଶେଇବା । ପରେ ବିବାହ । ଏବଂ ବିବାହ ପରେ ଟଙ୍କା ହଡପ କରି ଚମ୍ପଟ । ଇଏ ତାଙ୍କରି କଥା କୁହାଯାଉଛି, ଯାହକୁ ପୁଣି ଆଉ ଜଣେ ଅର୍ଚ୍ଚନା ବା…
ନୂଆଦିଲ୍ଲୀ: ମଣିଷ କାଟିଲା ମଣିଷ ମାଂସ । ଟିକ ଟିକ କରି ୩୫ଖଣ୍ଡ କରିଦେଲା , ଦିଲ୍ଲୀର ସାଇକୋ ବୟଫ୍ରେଣ୍ଡ । ଭଲପାଇବାର ରକ୍ତାକ୍ତ ଚିତ୍ର ଦେଖୁଛି ସାରା ଦେଶ । ପ୍ରେମିକାକୁ ୩୫ ଖଣ୍ଡରେ କାଟିଛି ଜହ୍ଲାଦ ପ୍ରେମିକ ।…
ଦିଲ୍ଲୀ ଏମସିଡି ନିର୍ବାଚନ, ବିଭିନ୍ନ ସ୍ଥାନରେ ନାମାଙ୍କନ ଜାରି | ବଖ୍ତାବରପୁର ଅଞ୍ଚଳର ୱାର୍ଡନଂ ୫ରେ ଆଶାୟୀଙ୍କ ନାଁ ଭୋଟର ତାଲିକାରୁ ହଟିବା ନେଇ ଉତ୍ତେଜନା |ଦିଲ୍ଲୀ ଏମସିଡି ନିର୍ବାଚନ ପାଇଁ ବିଭିନ୍ନ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି | ଆଶାୟୀ…
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ମହାପ୍ରସାଦ ସେବନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ଗଜପତି ମହାରାଜା, ପାଟରାଣୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ନିଜର ଝିଅ-ଜ୍ବାଇଁଙ୍କ ସହ ପୁରୀସ୍ଥିତ ରାଜଭବନରେ ମହାପ୍ରସାଦ ସେବନ କରିଛନ୍ତି। ଏ…
ପିଏଚଡିରେ ଆଡମିସନ ନେଇ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭଲ ଖବର ଆସିଛି । ଏଣିକି ଛାତ୍ରଛାତ୍ରୀମାନେ ଗ୍ରାଜୁଏସନ ପରେ ସିଧାସଳଖ ପିଏଚଡିରେ ଆଡମିସନ ନେଇପାରିବେ । ମାଷ୍ଟର ଡିଗ୍ରୀର କୌଣସି ଆବଶ୍ୟକତା ପଡ଼ିବ ନାହିଁ । ମାତ୍ର ଏନେଇ…