Mon. Nov 30th, 2026

Category: ଦେଶ ବିଦେଶ

ଦିଲ୍ଲୀରେ ନେତାଙ୍କ ହୋଲି

ହୋଲି, ରଙ୍ଗର ପର୍ବ, ସୁଖର ପର୍ବ, ହୋଲି, ଯାହା ଶତ୍ରୁକୁ ମଧ୍ୟ ଆଲିଙ୍ଗନ କରିବାର ବାର୍ତ୍ତା ଦେଇଥାଏ। ହୋଲିର ପର୍ବ ବର୍ତ୍ତମାନଠାରୁ ସମଗ୍ର ଦେଶରେ ଦେଖିବାକୁ ଆରମ୍ଭ କରିଛି । ବଜାରଗୁଡିକ ରଙ୍ଗୀନ ଏବଂ ବିଭିନ୍ନ ପ୍ରକାରର ପିଚକାରିରେ ସଜାଯାଇଛି ।…

ଆମ ଆଦମୀ ପାର୍ଟିର ଭ୍ରଷ୍ଟାଚାରକୁ ବିରୋଧ କରି ‘ହୋଲିକା ଦହନ’କୁ ବିଜେପି ପାଳିଲା ‘ଭ୍ରଷ୍ଟାଚାରକା ଦହନ’

ଶବ୍ଦମିଡ଼ିଆ ବ୍ୟୁରୋ: ରାଜଧାନୀ ଦିଲ୍ଲୀର ମହରୋଲି ଅଞ୍ଚଳରେ ଆଜି ଭାରତୀୟ ଜନତା ପାର୍ଟି ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉତ୍ତୋଳନ କରି ହୋଲିକା ଦହନପର୍ବ ଅବସରରେ’ ଭ୍ରଷ୍ଟାଚାର କା ଦହନ’ ଏଭଳି ଏକା ନାରା ଦେଇ ଆମ ଆଦମୀ ପାର୍ଟି କରିଥିବା ଭ୍ରଷ୍ଟାଚାର…

କମ୍ପିବ ବିର୍ସାମୁଣ୍ଡା ଷ୍ଟାଡିୟମ,୧୫ରୁ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍

ବିର୍ସାମୁଣ୍ଡା ଷ୍ଟାଡିୟମରେ ପୁଣି ଖେଳାଯିବ ହକି ପ୍ରୋ ଲିଗ । ମ୍ୟାଚର ଟିକେଟ ନେବାକୁ ଦର୍ଶକଙ୍କ ମାନଙ୍କର ଲାଗିଲାଣି ଲମ୍ବା ଲାଇନ । ମାର୍ଚ୍ଚ ୧୦ ତାରିଖ ଠାରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି ଏଫ୍ଆଇଏଚ୍ ହକି…

ଭାରତୀୟଙ୍କର ବଢୁଛି ମୁଣ୍ଡପିଛା ଆୟ

ଭାରତୀୟ ଅର୍ଥନୀତିକୁ ନେଇ ଅନେକ ରିପୋର୍ଟ ସାମ୍ନାକୁ ଆସିଛି । ବର୍ତମାନ ଲୋକଙ୍କ ମୁଣ୍ଡପିଛା ଆୟକୁ ନେଇ ଆସିଛି ଏକ ରିପୋର୍ଟ । ଭାରତୀୟଙ୍କ ମୁଣ୍ଡପିଛା ଆୟରେ ବୃଦ୍ଧି ହୋଇଛି । ମୋଦି ସରକାରଙ୍କ ଶାସନରେ ଏହା ସମ୍ଭବ ହୋଇଥିବା ଚର୍ଚ୍ଚା…

ସରକାରୀ ମେଡିକାଲରେ ରୋଗୀଙ୍କ ସେବା କରିବେ ଏମ୍ସ ଡାକ୍ତର

ଶବ୍ଦମିଡ଼ିଆ ବ୍ୟୁରୋ:ଦେଶର ସବୁଠାରୁ ବଡ ସରକାରୀ ହସ୍ପିଟାଲ ହେଉଛି ଏମ୍ସ ହସ୍ପିଟାଲ।ସେହି ଏମ୍ସ ହସ୍ପିଟାଲର ଡାକ୍ତରମାନେ ଏବେ ଦିଲ୍ଲୀର ଅନ୍ୟ ସରକାରୀ ହସ୍ପିଟାଲମାନଙ୍କରେ ରୋଗୀମାନଙ୍କ ସେବା କରିବେ।ଏହି ପ୍ରସଙ୍ଗକୁ ନେଇ ଦିଲ୍ଲୀ ଉପରାଜ୍ୟପାଳ ବିକେ ସକସେନା ଦିଲ୍ଲୀର ଅନ୍ୟ ସରକାରୀ ହସ୍ପିଟାଲ…

ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ସମାଲୋଚନା

ଶବ୍ଦ ଓଡ଼ିଶା ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ବିଜେପିର ଟାର୍ଗେଟ ପରେ ଏହାର କଡା ଜବାବ ରଖିଛନ୍ତି ଏହି କଂଗ୍ରେସ ନେତା । ସେ ବିଦେଶରେ ଭାରତର ଛବି ବଦନାମ କରୁଥିବା କରୁଥିବା ବିଜେପି ନେତାଙ୍କ ଅଭିଯୋଗ ପରେ ରାହୁଲ…

ଭୂକମ୍ପ ସମୟରେ ଭାରତର ସାହାଯ୍ୟକୁ ଭୁଲିଗଲା ତୁର୍କୀ,ମିଳିତ ଜାତିସଂଘ ବୈଠକରେ ଭାରତକୁ ବିରୋଧ ପାକିସ୍ତାନକୁ ସମର୍ଥନ

ଶବ୍ଦମିଡ଼ିଆ ବ୍ୟୁରୋ:ନିକଟରେ ତୁର୍କୀ ଘଟିଥିବା ପ୍ରଳୟଙ୍କରୀ ଭୂକମ୍ପ ଖାଲି ତୁର୍କୀ ବାସିନ୍ଦା ନୁହନ୍ତି କେହି ବି ଭୁଲି ପାରିନାହାନ୍ତି।ଏହି ଭୂକମ୍ପରେ ଭାରତର କରିଥିବା ସାହାଯ୍ୟ ମଧ୍ୟ ଯାହାକି ଅନେକାଂଶରେ ତୁର୍କୀ ବାସିନ୍ଦାଙ୍କୁ ଆଶ୍ୱସ୍ଥ କରିଥିଲା।ଯାହାକି ଭାରତର ସମସ୍ତ ଉଦ୍ଧାରକାରୀ ଦଳ ତୁର୍କୀରୁ…

ଆରମ୍ଭ ହେଲା ମହିଳା ଆଇପିଏଲ। ଗୁଜୁରାଟ ଜାଏଣ୍ଟସକୁ ୧୪୩ ରନରେ ହରାଇଛି ମୁମ୍ବାଇ ଇଣ୍ଡିଆନ୍ସ

ଶବ୍ଦ ଓଡ଼ିଶା ବ୍ୟୁରୋ: ଆରମ୍ଭ ହୋଇଛି ମହିଳା ଆଇପିଏଲ । ପ୍ରଥମ ମ୍ୟାଚରେ ଗୁଜୁରାଟ ଜାଏଣ୍ଟସକୁ ୧୪୩ ରନରେ ହରାଇଛି ମୁମ୍ବାଇ ଇଣ୍ଡିଆନ୍ସ । ଅଧିନାୟକ ହର୍ମନପ୍ରୀତ କୌର ମାତ୍ର ୨୨ ଟି ବଲରୁ ଏହି ଲିଗର ପ୍ରଥମ ଅର୍ଦ୍ଧଶକତ ପୁରା…

ମନୀଷ ସିସୋଦିଆଙ୍କ ପୋଷ୍ଟର ଲଗାଇ କେଜିରୱାଲଙ୍କ ଇସ୍ତଫା ଦାବି କଲା ଭାରତୀୟ ଜନତା ପାର୍ଟି

ଶବ୍ଦମିଡ଼ିଆ ବ୍ୟୁରୋ:ଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫ ହେବା ଘଟଣାରେ ଆଜି ରାଜଧାନୀ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି କର୍ମକର୍ତ୍ତା ମାନେ ପୋଷ୍ଟର ଭାଇରାଲ କରିଛନ୍ତି।ବିଜେପି ତରଫରୁ ଦିଲ୍ଲୀ ସ୍ଥିତ ସାଉଥ ଏକ୍ସ,ଅଂଶଲ…

କରୋନା ଟିକା ବିକଶିତ କରିଥିବା ବୈଜ୍ଞାନିକଙ୍କୁ ହତ୍ୟା

ରୁଷିଆରେ କୋଭିଡ-୧୯ ଟିକା ‘ସ୍ପୁଟନିକ ଭି’ ବିକଶିତ ପ୍ରକ୍ରିୟାରେ କାର୍ଯ୍ୟ କରିଥିବା ବୈଜ୍ଞାନିକମାନଙ୍କ ମଧ୍ୟରୁ ଆଣ୍ଡ୍ରେ ବୋଟିକୋଭଙ୍କୁ ତାଙ୍କ ବାସଭବନରେ ଏକ ବେଲ୍ଟକୁ ବେକରେ ବାନ୍ଧି ହତ୍ୟା କରାଯାଇଛି। ହତ୍ୟା ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଶନିବାର ରୁଷିଆର…