ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ସମାଲୋଚନା

ଶବ୍ଦ ଓଡ଼ିଶା ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ବିଜେପିର ଟାର୍ଗେଟ ପରେ ଏହାର କଡା ଜବାବ ରଖିଛନ୍ତି ଏହି କଂଗ୍ରେସ ନେତା । ସେ ବିଦେଶରେ ଭାରତର ଛବି ବଦନାମ କରୁଥିବା କରୁଥିବା ବିଜେପି ନେତାଙ୍କ ଅଭିଯୋଗ ପରେ ରାହୁଲ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି ସେ ନୁହେଁ ପ୍ରଧାନମନ୍ତ୍ରୀ ମୋଦୀ ବିଦେଶରେ ଦେଶକୁ ବଦନାମ କରିଛନ୍ତି ।

ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଯାଇ ସ୍ୱାଧୀନତାର ୬୦ରୁ ୭୦ ବର୍ଷ ପରେ ବି ଭାରତରେ କୌଣସି ବିକାଶ ହୋନଇଥିବା କଥା କହିଥିଲେ । ଶନିବାର ଇଣ୍ଡିଆ ଜର୍ନାଲିଷ୍ଟ ଅସୋସିଏସନ୍ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ରିପୋର୍ଟରମାନଙ୍କୁ ଏଭଳି କିଛି କହିଛନ୍ତି ରାହୁଲ । ରାହୁଲ କହିଛନ୍ତି ମୋଦୀ ବିଦେଶରେ ଭାତରେ ବହୁ ଦୁର୍ନୀତି ହୋଇଥିବା ନେଇ କହିଥିଲ କିନ୍ତୁ ସେ କେବେ ବି ନିଜ ଦେଶକୁ ଅସମ୍ମାନିତ କରିନାହାଁନ୍ତି ନିକଟରେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ରାହୁଲ କହିଥିଲେ, ଚୀନ ଏକ ଶାନ୍ତି ପ୍ରିୟ ଦେଶ ।

You May Also Like

More From Author

+ There are no comments

Add yours