Mon. Nov 30th, 2026

Category: ଦେଶ ବିଦେଶ

ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ପରେ,ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ

ଶବ୍ଦଓଡ଼ିଶା ବ୍ୟୁରୋ:ଦିଲ୍ଲୀ ଉପମୁଖ୍ୟ ମନ୍ତ୍ରୀ ମନୀଷ ସିସୋଦିଆ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି।ସିବିଆଇ ଦ୍ୱାରା ଦୀର୍ଘ ସମୟ ଧରି ଜେରା ହେବା ପରେ ସତ କଥାଟି ପଦାକୁ ଆସିଥିଲା।ଅବକାରୀ ଦୁର୍ନୀତିରେ ନିଜ ଗିରଫଦାରୀ ବିରୋଧରେ ମଙ୍ଗଳବାର ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ‌ହୋଇଛନ୍ତି…

୨ ସପ୍ତାହ ପରେ ପୁଣି ଥରିଲା ତୁର୍କୀ

ଶବ୍ଦମିଡ଼ିଆ ବ୍ୟୁରୋ: ପୁଣି ତୁର୍କୀରେ ହୋଇଛି ଭୂମିକମ୍ପ । ୨ ସପ୍ତାହ ପରେ ପୁଣି ତୁର୍କୀରେ ଭୂମିକମ୍ପ ହୋଇଛି । ସୋମବାର ତୁର୍କୀର ଦକ୍ଷିଣ ପୂର୍ବ ଇଲାକାରେ ଭୂମିକମ୍ପ ସୃଷ୍ଟି ହୋଇଛି । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ଥିବା…

୫ଦିନ ସିବିଆଇ ରିମାଣ୍ଡରେ ମନୀଷ ସିସୋଦିଆ

ଶବ୍ଦମିଡ଼ିଆ ବ୍ୟୁରୋ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କୁ ୫ ଦିନିଆ ରିମାଣ୍ଡରେ ପଠାଇଛନ୍ତି । ମାର୍ଚ୍ଚ ୪ ତାରିଖ ଯାଏ ସେ ସିବିଆଇ ହେପାଜତରେ ରହିବେ । ୨୦୨୧-୨୨ରେ ହୋଇଥିବା ଅବକାରୀ ଦୁର୍ନୀତି…

ଆଜି ପିଏମକିଷାନ ଯୋଜନାରେ ୧୩ ତମ କିସ୍ତି ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଶବ୍ଦମିଡ଼ିଆ ବ୍ୟୁରୋ:ଚାଷୀଙ୍କ ପାଇଁ ଆସିଛି ଖୁସି ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ଟଙ୍କା। ପିଏମ୍ କିଷାନ ଯୋଜନାର ୧୩ତମ କିସ୍ତି ସହାୟତା ରାଶି ଆଜି ପ୍ରଦାନ କରାଯିବ। ପୂର୍ବରୁ ଚାଷୀ ମାନଙ୍କୁ ଏହି ଯୋଜନାରେ ୧୨ଟି କିସ୍ତି…

ମହିଳା ଟ୍ବେଣ୍ଟି-୨୦ ବିଶ୍ୱକପ : ଦକ୍ଷିଣଆଫ୍ରିକାକୁ ହରାଇ ବିଶ୍ୱବିଜେତା ହେଲା ଅଷ୍ଟ୍ରେଲିଆ

ଶବ୍ଦମିଡ଼ିଆ ବ୍ୟୁରୋ: ଅଷ୍ଟ୍ରେଲିଆ ମହିଳା ଟି-ଟ୍ୱେଂଟି ବିଶ୍ୱକପ ବିଜୟୀ ହୋଇଛି । ଦକ୍ଷିଣ ଆଫ୍ରିକାର କ୍ୟାପଟାଉନରେ ଖେଳାଯାଇଥିବା ଫାଇନାଲରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକାକୁ ୧୯ ରନରେ ହରାଇଛି । ଅଷ୍ଟ୍ରେଲିଆ ବିଜୟରେ ବେଥ ମୁନି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।…

ଭୋଟ୍ ଦେଉଛି ମେଘାଳୟ, ନାଗାଲାଣ୍ଡ

ଶବ୍ଦମିଡ଼ିଆ ବ୍ୟୁରୋ: ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ଉଭୟ ରାଜ୍ୟକୁ ମିଶାଇ ମୋଟ ୧୧୮ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ୍ ଗ୍ରହଣ ଚାଲିଛି । ମେଘାଳୟର ୫୯ ଟି ସିଟ୍ ଏବଂ ନାଗାଲାଣ୍ଡରେ…

କୋହଲି କହିଲେ ମୁଁ ବିଫଳ,ଧୋନି ସଫଳ ଅଧିନାୟକ

ଶବ୍ଦମିଡ଼ିଆ ବ୍ୟୁରୋ:ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି।ନିଜ ପ୍ରସଙ୍ଗରେ ବିବୃତ୍ତି ରଖିଛନ୍ତି।ଭାରତୀୟ ଦଳରେ ତାଙ୍କର ଅଧିନାୟକତ୍ୱ ସମୟର କଥା କହିବାକୁ ଯାଇ ବିରାଟ କିଛି କଥା କହିଛନ୍ତି।ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜକୁ ଜଣେ…

ଋତୁସ୍ରାବ ବେଳେ ଛୁଟି ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ

ଶବ୍ଦ ଓଡିଶା ବ୍ୟୁରୋ: ସୁପ୍ରିମକୋର୍ଟ ଏକ ଜନହିତ ଆବେଦନ ଉପରେ ଶୁଣାଣି କରିବାକୁ ମନା କରିଦେଇଛନ୍ତି । ଆବେଦନକାରୀ ଆବେଦନ କରିଥିଲେ କି କାର୍ଯ୍ୟରତ ମହିଳା ଓ ଛାତ୍ରୀମାନଙ୍କୁ ମାସିକ ଋତୁସ୍ରାବ ସମୟରେ ସେମାନେ କାମ କରୁଥିବା କମ୍ପାନୀ, ସରକାର କିମ୍ବା…

ସେମିଫାଇନାଲ୍‌ରେ ହାରିଗଲା ଭାରତ

ଶବ୍ଦମିଡ଼ିଆ ବ୍ୟୁରୋ: ଟି-୨୦ ମହିଳା ବିଶ୍ୱକପ୍‌ର ଫାଇନାଲ୍‌ରେ ପହଞ୍ଚିବାରେ ବିଫଳ ହୋଇଛି ଭାରତୀୟ ଦଳ। ଗୁରୁବାର ଖେଳା ଯାଇଥିବା ସେମି ଫାଇନାଲ୍ ମ୍ୟାଚ୍‌ରେ ଦଳ ଅଷ୍ଟ୍ରେଲିଆ ଠାରୁ ୫ ରନ୍‌ରେ ପରାସ୍ତ ହୋଇଛି। ୧୭୩ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଥିବା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନୂଆ ନିୟମ, ନିଜ କାର୍ଯ୍ୟାଳୟରେ ବାଜିବନି ବଜର

ଶବ୍ଦମିଡ଼ିଆ ବ୍ୟୁରୋ:କେନ୍ଦ୍ରୀୟ ରେଳ ଏବଂ ଆଇଟି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ନୂଆ ନିୟମକୁ ଆପଣାଇଛନ୍ତି।ଶ୍ରୀ ବୈଷ୍ଣବ ନିକଟରେ ନିଜ କାର୍ଯ୍ୟାଳୟରୁ ବଜର ହଟାଇଦେଇଛନ୍ତି,ଯାହା ସାହାଯ୍ୟରେ ସେ ନିଜର କନିଷ୍ଠ ସହାୟକମାନଙ୍କୁ କାର୍ଯ୍ୟାଳୟ ଭିତରକୁ ଆସିବାକୁ ଅନୁମତି ଦେଉଥିଲେ।ଏହା ସହ…