Sun. Nov 29th, 2026

Category: ଦେଶ ବିଦେଶ

୩୦ ବର୍ଷରେ ୨୭ ବିମାନ ଦୁର୍ଘଟଣା… ଜାଣନ୍ତୁ ନେପାଳରେ ବିମାନ ଦୁର୍ଘଟଣାର କାରଣ କଣ?

ଶବ୍ଦ ଓଡିଶା ବ୍ୟୁରୋ: ନେପାଳର ପୋଖରାରେ ରବିବାର ମର୍ମନ୍ତୁଦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ୬୮ ଯାତ୍ରୀଥିବା ବେଳେ ସେଥିରେ ୫ ଭାରତୀୟ ଏବଂ ୧୪ ବିଦେଶୀ ନାଗରିକ ଥିଲେ । ଦୁର୍ଘଟଣା ପରେ ନେପାଳ କ୍ୟାବିନେଟର ଜରୁରୀ ବୈଠକ…

ବୁର୍ଜ ଖଲିଫାରେ ପଠାନ କ୍ରେଜ

ଶାହରୁଖ ଖାନଙ୍କ ପ୍ରଶଂସକଙ୍କ ଉତ୍ସାହ ଦିନକୁ ଦିନ ବଢିବାରେ ଲାଗିଛି । ଫିଲ୍ମ ‘ପଠାନ’ର ରିଲିଜ ତାରିଖ ଯେତେ ପାଖେଇ ଆସୁଛି ପ୍ରଶଂସକଙ୍କ ହୃଦୟସ୍ପନ୍ଦନ ସେତେ ବଢିଚାଲିଛି । ଫିଲ୍ମର ଟ୍ରେଲରକୁ ମଧ୍ୟ ଲୋକଙ୍କ ଭଲ ପ୍ରତିକ୍ରିୟା ମିଳିଛି । ବଲିଉଡ…

ଅଣାୟତରେ ଚୀନ କରୋନା ସଂକ୍ରମଣ

ଚୀନରେ କରୋନା ଭାଇରସ ଆତଙ୍କ ଖେଳାଇଛି । ପ୍ରତିଦିନ ଲକ୍ଷାଧିକ ଲୋକେ ସଂକ୍ରମିତ ହେଉଥିବା ନେଇ ସୂଚନା ମିଳିଛି । ଚୀନରେ ମାସକ ମଧ୍ୟରେ ପାଖାପାଖି ୬୦ ହଜାର କରୋନା ମୃତ୍ୟୁ ହୋଇଛି । ଡିସେମ୍ବର ୮ରୁ ଜାନୁଆରି ୧୨ ମଧ୍ୟରେ…

ପ୍ରତ୍ୟେକ ଦିନ ମନକୁ ଆସିଥାଏ ୧୧ଟି ନକରାତ୍ମକ ଚିନ୍ତା, ୪୩ ପ୍ରତିଶତ କରିପାରନ୍ତି ଲଢେଇ ।

ଶବ୍ଦ ଓଡିଶା ବ୍ୟୁରୋ: ଆମ ଜୀବନରେ ସଫଳତା ଆଉ ବିଫଳତା ଆମ ବିଚାର ଉପରେ ବଡ ପ୍ରଭାବ ପକାଏ । ଆମ ମନରେ ଅନେକ ଥର ସକରାତ୍ମକ ଚିନ୍ତା ଆସୁଥିବା ବେଳେ ଅନେକ ଥର ନକରାତ୍ମକ ଚିନ୍ତା ମଧ୍ୟ ଆସିଥାଏ ।…

ଭାରତ-ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଦିନିକିଆ, ଥିରୁଅନନ୍ତପୂରମ ମୁହାଁମୁହିଁ ହେବେ ଦୁଇ ଦଳ ।

ଶବ୍ଦ ଓଡିଶା ବ୍ୟୁରୋ: ଭାରତ, ଶ୍ରୀଲଙ୍କା ମଧ୍ୟରେ ଆଜି ତୃତୀୟ ଦିନିକିଆ ଖେଳାଯିବ । ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ ଥିରୁଅନନ୍ତପୁରମରେ ଖେଳାଯିବ । ଭାରତ ପ୍ରଥମ ଦୁଇ ମ୍ୟାଚ ଜିତି ଭାରତ କ୍ଲିନ ସୁଇପ କରିବା ଲକ୍ଷ୍ୟରେ…

ହକି ବିଶ୍ୱକପରେ ମୁହାଁମୁହିଁ ହେବେ ଇଂଲଣ୍ଡ-ଭାରତ ।

ଶବ୍ଦ ଓଡିଶା ବ୍ୟୁରୋ: ପୁରୁଷ ହକି ବିଶ୍ୱକପରେ ଆଜି ଭାରତ ଇଂଲଣ୍ଡକୁ ଭେଟିବ । ସନ୍ଧ୍ୟାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଉଭୟ ଦଳ ନିଜର ପ୍ରଥମ ମ୍ୟାଚରେ ବିଜୟୀ ହୋଇଛନ୍ତି ।ପ୍ରଥମ ମ୍ୟାଚରେ ଇଂଲଣ୍ଡ ୫-୦…

ଅକ୍ସିଜେନ ସପୋର୍ଟରେ ଲଳିତ ମୋଦୀ, ସୋସିଆଲ ମିଡିଆରେ କଲେ ପୋଷ୍ଟ ।

ଶବ୍ଦ ଓଡିଶା ବ୍ୟୁରୋ: ଆଇପିଏଲର ପୂର୍ବତନ ଚେୟାରମ୍ୟାନ ଲଳିତ ମୋଦୀ ଏବଂ ସୁସ୍ମିତାଙ୍କ ସମ୍ପର୍କକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଲଳିତ ମୋଦୀ ବର୍ତ୍ତମାନ କୋଭିଡ୍ ଏବଂ ନିମୋନିଆରେ ସଂକ୍ରମିତ ହୋଇଛନ୍ତି । ଲଳିତ ମୋଦୀ ଏନେଇ ଇନଷ୍ଟାଗ୍ରାମରେ…

କେସିଆରଙ୍କ ବିଆରଏସରେ ଯୋଗଦେବେ ଗିରିଧାରୀ ଗମାଙ୍ଗ! ହାଇଦ୍ରାବାଦରେ କେସିଆରଙ୍କୁ ସାକ୍ଷାତ

ଶବ୍ଦ ଓଡିଶା ବ୍ୟୁରୋ: ଭାରତ ରାଷ୍ଟ୍ର ସମିତି ପୂର୍ବରୁ ତେଲେଙ୍ଗାନା ରାଷ୍ଟ୍ର ସମିତିରେ ଯୋଗଦେଇପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ । ଗିରିଧାରୀଙ୍କ ସହ ପୁଅ ଶିଶିର ଗମାଙ୍ଗ ମଧ୍ୟ ଏହି ଦଳରେ ଯୋଗଦେଇପାରନ୍ତି । ଶୁକ୍ରବାର ଉଭୟ ହାଇଦ୍ରାବାଦ ସ୍ଥିତି…

ମଝି ଆକାଶରେ ଲଭ୍

View this post on Instagram A post shared by Instant Bollywood (@instantbollywood) ବିମାନରେ ବିଭିନ୍ନ ସମୟରେ ଝଗଡ଼ାର ଦୃଶ୍ୟ ସବୁବେଳେ ଦେଖିଆସିଛନ୍ତି । ସୋସିଆଲ ମିଡିଆରେ ଏସବୁ ଦୃଶ୍ୟ ତତକ୍ଷଣାତ ଭାଇରଲ ହେଉଛି । ଏବେ କିନ୍ତୁ…

ଆସନ୍ତାବର୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀରାମ ମନ୍ଦିର,ରାମଲାଲାଙ୍କ ମୂର୍ତ୍ତୀ ଗଢିବେ ଓଡ଼ିଆ କାରିଗର

ଆସନ୍ତାବର୍ଷ ମକର ସଂକ୍ରାନ୍ତିରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଅଯୋଧ୍ୟାର ଭବ୍ୟ ରାମମନ୍ଦିର। ଏନେଇ ଜୋରସୋରରେ ଚାଲିଛି ମନ୍ଦିର ନିର୍ମାଣ କାର୍ଯ୍ୟ।ବର୍ତ୍ତମାନ ମୁଖ୍ୟ ମନ୍ଦିରର ଗର୍ଭଗୃହ ନିର୍ମାଣ କାମ ଚାଲିଥିବା ବେଳେ ମୁଖ୍ୟ ମନ୍ଦିର ଓ ପରିକ୍ରମା ଦ୍ୱାରର ୧୦ ଫୁଟ ଯାଏଁ…