Mon. Nov 30th, 2026

Category: ଦେଶ ବିଦେଶ

କୁମ୍ବଲେଙ୍କ ରେକର୍ଡକୁ ଭାଙ୍ଗିଲେ ଅଶ୍ୱିନ

ଶବ୍ଦମିଡ଼ିଆ ବ୍ୟୁରୋ:ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳାରେ ଉଇକେଟ ହାସଲ କରିବାରେ ପୂର୍ବତନ ଭାରତୀୟ କିମ୍ବଦନ୍ତୀ ସ୍ପିନର ଅନୀଲ କୁମ୍ବଲେଙ୍କୁ ପଛରେ ପକାଇଛନ୍ତି ରବିନଚନ୍ଦ୍ର ଅଶ୍ୱିନ।କୁମ୍ବଲେ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାରେ ୧୧୧ଟି ଉଇକେଟ ନେଇଥିବାବେଳେ ଅଶ୍ୱିନୀ ୧୧୩ ଟି ଉଇକେଟ ନେଇ ତାଙ୍କ…

ଚୀନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଲି କିଆଙ୍ଗ ନିଯୁକ୍ତ

ଶବ୍ଦମିଡ଼ିଆ ବ୍ୟୁରୋ:ଚୀନରେ ରାଷ୍ଟ୍ରପତି ଚୟନ ପରେ ଆଜି ଚୀନର ପ୍ରଧାନମନ୍ତ୍ରୀ ବଛାଯାଇଛି।ଲି କିଆଙ୍ଗ ଚୀନର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଲି, ଯିଏ ଜେଜିଆଙ୍ଗର ରାଜ୍ୟପାଳ ଏବଂ ସାଂଘାଇର ଦଳର ମୁଖ୍ୟ ଥିଲେ, ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ତାଙ୍କର ଅତି ନିକଟତର…

ରିଲିଆନ୍ସ ଗ୍ରୁପ ବଜାରରେ ଆଣିବ ପୁରୁଣା କାମ୍ପାକୋଲା ବ୍ରାଣ୍ଡର କୋଲ୍ଡ ଡ୍ରିଙ୍କସ୍

ଶବ୍ଦମିଡ଼ିଆ ବ୍ୟୁରୋ:ରିଲିଆନ୍ସ ଗ୍ରୁପର ଭାରତୀୟ ବଜାରରେ ନିଜର ଦବଦବା ରହିଛି।ଦେଶରେ ୭୦ ଦଶକରେ ସବୁଠୁ ବଡ କୋଲା ବ୍ରାଣ୍ଡ ପାଲଟିଥିବା ‘କାମ୍ପାକୋଲା’ ପୁଣି ବଜାରକୁ ଲେଉଟିଛି। ଏହି ଦେଶୀ ବ୍ରାଣ୍ଡକୁ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ କ୍ରୟ କରି ଏହାକୁ ୩ଟି…

୧୭ ହଜାର ଅନ୍ତର୍ଜାତୀୟ ରନ ସ୍କୋର ପୂରଣ କଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା

ଶବ୍ଦମିଡ଼ିଆ ବ୍ୟୁରୋ:ଭାରତର ଅଧିନାୟକ ରୋହିତ ଶର୍ମା ଅନ୍ତର୍ଜାତିୟ କ୍ରିକେଟରେ ୧୭ ହଜାର ରନ ପୂରଣ କରିଛନ୍ତି।ଆଜି ଅଷ୍ଟ୍ରେଲିଆ ଭାରତ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚରେ ରୋହିତ ୨୧ ରନ ଯୋଡିବା ପରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ସପ୍ତମ ଭାରତୀୟ ବ୍ୟାଟ୍ସମ୍ୟାନ…

ମନୀଷ ସିସୋଦିଆଙ୍କୁ ୭ ଦିନ ରିମାଣ୍ଡରେ ନେଲା ଇଡି

ଶବ୍ଦ ଓଡିଶା ବ୍ୟୁରୋ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଆପ୍ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ଇଡି । ସିସୋଦିଆଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା…

ପ୍ରାକ୍ଟିକାଲ ପରୀକ୍ଷା ପରେ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କ ଉନ୍ମତ୍ତକାଣ୍ଡ ।

ଶବ୍ଦ ଓଡିଶା ବ୍ୟୁରୋ: ତାମିଲନାଡୁ ମାରନଦହଲ୍ଲୀ ନିକଟରେ ଥିବା ଏକ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ର ପ୍ରାକ୍ଟିକାଲ ପରୀକ୍ଷା ପରେ ଭଙ୍ଗାରୁଜା କରିଛନ୍ତି । ଶ୍ରେଣୀ ଗୃହରେ ଭଙ୍ଗାରୁଜା କରିଛନ୍ତି ଛାତ୍ର । ଏହାର ଭିଡିଓ…

ନିଟରେ ୯୯ ପ୍ରତିଶତ ପାଇବି ଛାତ୍ରଙ୍କୁ ମିଳିଲାନାହିଁ ଏମବିବିଏସ

ଶବ୍ଦ ଓଡିଶା ବ୍ୟୁରୋ: ଦେଶରେ ମେଡିକାଲ କଲେଜରେ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ନିଟ ପରୀକ୍ଷା ଅନୁଷ୍ଠିତ ହୋଇଥାଏ । ଏହି ପରୀକ୍ଷାରେ ଯେଉଁମାନେ ଯେତେ ଅଧିକ ମାର୍କ ପାଇଥାନ୍ତି ସେମାନେ ସେହି ଅନୁସାରେ ଭଲ ଭଲ ମେଡିକାଲ କଲେଜରେ ଆଡମିଶନ ଗ୍ରହଣ…

କୃଷ୍ଣଙ୍କ ପ୍ରେମରେ ମୁସଲିମ ମହିଳା

କୃଷ୍ଣପ୍ରେମରେ ଆଉ ଜଣେ ରାଧା । କଳାକାହ୍ନୁ କାଳିଆର ଲୀଳା ସତରେ ଅପାର । ସେ ହିନ୍ଦୁ ହଉ କି ମୁସଲମାନ । ଯେଉଁ ଧର୍ମର ହେଉ ନା କାହିଁକି କାହ୍ନୁଙ୍କ ପ୍ରେମରେ ଯିଏ ଥରେ ପଡିଲା । କୃଷ୍ଣଙ୍କ ଭକ୍ତିରେ…

ଜଳୁଛି ଜଙ୍ଗଲ; ନୟାନ୍ତ କଲାଣି ନିଆଁ

ଦେଶର ବିଭିନ୍ନ ସ୍ଥାନରେ ଜଳୁଛି ଜଙ୍ଗଲ । ମୋଟ ୫୭୦ଟି ସ୍ଥାନରେ ଜଙ୍ଗଲରେ ଲାଗିଛି ନିଆଁ । ଯେଉଁଥିରୁ ସର୍ବାଧିକ ୧୪୨ ଅର୍ଥାତ ପ୍ରାୟ ୨୫ ପ୍ରତିଶତ ଓଡିଶାରେ ରହିଛି । ଏବେ ଜଙ୍ଗଲ ନିଁଆ ରୋକିବାକୁ କେବଳ ବର୍ଷା ହିଁ…

ବରକୁ ସିଗାରେଟ୍ ପିଆଇଲେ, ସ୍ୱାଗତ କଲେ

ବର ମୁହଁରେ ସିଗାରେଟ୍ । ଜ୍ୱାଇଁକୁ ବିଡି ପିଆଇଲେ ଶାଶୁ ଶ୍ୱଶୁର । ବରଣୀ ବେଳେ ସିଗାରେଟ ଦେଇ ନିଆରା ଢଙ୍ଗରେ କଲେ ସ୍ୱାଗତ । ଆପଣଙ୍କୁ ଶୁଣି ଅଶ୍ଚର୍ଯ୍ୟ ଲାଗୁଚି ନା । କିନ୍ତୁ କଥାଟା ସତ । ଯାହାର…