0 min read
Latest ଆଞ୍ଚଳିକ ଓଡ଼ିଶା ମୋ ଗାଁ

ଜୁନ ୬ ପର୍ଯ୍ୟନ୍ତ ବଢିଲା ପଛୁଆ ବର୍ଗଙ୍କ ସର୍ଭେ ଅବଧି

ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ ତରଫରୁ ପଛୁଆବର୍ଗ ଲୋକଙ୍କ ନିମନ୍ତେ ସର୍ଭେ ଅବଧି ଚଳିତ ମାସ ଜୁନ ୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଜିଲ୍ଲାପାଳ ରାୟଗଡ଼ା ଶ୍ରୀମତୀ ସ୍ୱାଧାଦେବ ସିଂ ୩୦ [more…]

1 min read
Latest ଆଞ୍ଚଳିକ ଓଡ଼ିଶା

୩ ଦିନ ମଧ୍ୟରେ ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ

ଶବ୍ଦ ଓଡିଶା ବ୍ୟୁରୋ: ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ୫ ତାରିଖ ପୂର୍ବରୁ କେରଳ ଛୁଇଁବ ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଭାରତ ଉପଦ୍ୱୀପ ଆଡକୁ ଅଗ୍ରସର ହେଉଛି । ଏବେ [more…]

0 min read
Latest ଆଞ୍ଚଳିକ ଓଡ଼ିଶା

ଭକ୍ତ ନିବାସକୁ ଆସୁଥିବା ଭକ୍ତଙ୍କୁ ସ୍ଵତନ୍ତ୍ର ଅନୁଭୂତି ପ୍ରଦାନ ପାଇଁ ପ୍ରୟାସ

ଶବ୍ଦ ଓଡିଶା ବ୍ୟୁରୋ: ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ଭକ୍ତ ନିବାସକୁ ଆସୁଥିବା ଅତିଥି/ଭକ୍ତଙ୍କୁ ଏକ ସ୍ଵତନ୍ତ୍ର ଅନୁଭୂତି ପ୍ରଦାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏଣିକି ଭକ୍ତ ନିବାସକୁ ରହିବା ପାଇଁ ଆସୁଥିବା [more…]

0 min read
Latest ଆଞ୍ଚଳିକ ଓଡ଼ିଶା ଶବ୍ଦ ସ୍ଵତନ୍ତ୍ର ସହର

ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବଙ୍କ ପୁରୀ ଜିଲ୍ଲା ଗସ୍ତ ଓ ସମୀକ୍ଷା

ବାଣିଜ୍ୟ ଓ ପରିବହନ, ଦକ୍ଷତା ବିକାଶ ବିଭାଗର ପ୍ରମୁଖ ସଚିବ ତଥା ପୁରୀ ଜିଲ୍ଲା ଉନ୍ନୟନ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ଶ୍ରୀମତୀ ଉଷା ପାଢ଼ୀ ଆଜି ପୁରୀ ଜିଲ୍ଲା ଗସ୍ତ [more…]

1 min read
Latest ଆଞ୍ଚଳିକ ଓଡ଼ିଶା

ମିଳିତ ଅମଲା ମଞ୍ଚର ଶୋଭାଯାତ୍ରା ଓ ଧାରଣା, ସରକାରୀ କାର୍ଯ୍ୟ ଠପ

କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ୩୫ ବିଭାଗ ର ଅମଲା ମାନେ ସେମାନଙ୍କ ଏକମାତ୍ର ଦାବି କନିଷ୍ଠ ସହାୟକ ମାନଙ୍କ ପ୍ରବେଶିକା ଦରମା ହାର ୪୨୦୦/- ଗ୍ରେଡ ପେ ପ୍ରଦାନ କରିବା ନିମନ୍ତେ ଦିର୍ଘ [more…]

0 min read
Latest Popular Trending ଓଡ଼ିଶା ଶବ୍ଦ ସ୍ଵତନ୍ତ୍ର

ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟଙ୍କ ବିଭିନ୍ନ ଠିକଣାରେ ଆଇଟି ରେଡ୍

ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ବିଭିନ୍ନ ଠିକଣାରେ ଆଇଟି ରେଡ୍ । ଟ୍ୟାକ୍ଟ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଏକ କାଳୀନ ଏହି ରେଡ୍ କରାଯାଉଛି । ଆଜି [more…]

1 min read
Latest ଆଞ୍ଚଳିକ ଓଡ଼ିଶା ମୋ ଗାଁ

ରାୟଗଡା ଜିଲ୍ଳା ଯୋଜନା କମିଟି ଅଧ୍ୟକ୍ଷ ଅତନୁ ସବ୍ୟସାଚୀଙ୍କ ଦିନିକିଆ ଗସ୍ତ ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ରାୟଗଡା ଜିଲ୍ଳା ଯୋଜନା କମିଟି ଅଧ୍ୟକ୍ଷ ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମାନ୍ୟବର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଦିନିକିଆ ରାୟଗଡା ଗସ୍ତ କରି ଯୋଜନା କମିଟି ଦ୍ୱାରା [more…]

1 min read
Latest ଆଞ୍ଚଳିକ ଓଡ଼ିଶା

ତମାଖୁ ଉତ୍ପାଦନ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦିଆଯିବ ସ୍ମାରକପତ୍ର । ପୁରୀରେ ବିଶ୍ଵ ତମାଖୁ ବର୍ଜନ ଦିବସ

ଶବ୍ଦ ଓଡିଶା ବ୍ୟୁରୋ: ତମାଖୁ ଉତ୍ପାଦନ ବନ୍ଦ ପାଇଁ ଓଡ଼ିଶାର ଶହଶହ ଅନୁଷ୍ଠାନ ଶପଥ ନେଇଛନ୍ତି । ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିରରୁ ଅନେକ ସରକାରୀ ଅଧିକାରୀ,ଶହଶହ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଅନୁଷ୍ଠାନ, ଜାତୀୟ ସମର ଶିକ୍ଷାର୍ଥୀ [more…]

0 min read
Latest ଆଞ୍ଚଳିକ ଓଡ଼ିଶା

ବାପାକୁ କୁରାଢ଼ିରେ ହାଣି କଲା ହତ୍ୟା; ଅଭିଯୁକ୍ତ ପୁଅ ଗିରଫ

ଶବ୍ଦ ଓଡିଶା ବ୍ୟୁରୋ: ବାପାକୁ ମାରିଦେଲା ପୁଅ । ପୁଅର କୁରାଢି ଚୋଟର ବାପାର ମୃତ୍ୟୁ । ପୁରୀ ଜିଲ୍ଲା ପିପିଲି ସାନକଣ୍ଟି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ୬୦ ବର୍ଷିୟ [more…]

1 min read
Latest ଆଞ୍ଚଳିକ ଓଡ଼ିଶା

ଫିଫା ମାନର ୩ ତାଲିମ କେନ୍ଦ୍ରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: ଉଦଘାଟିତ ହୋଇଛି ୩ଟି ଫିଫା ମାନର ଫୁଟବଲ ଟ୍ରେନିଂ ସେଣ୍ଟର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏହି ଟ୍ରେନିଂ ସେଣ୍ଟରଗୁଡିକୁ ଲୋକାର୍ପିତ କରିଛନ୍ତି । ୩ଟି ଏକାଡେମୀ ହେଉଛି [more…]