Thu. Oct 15th, 2026

Category: ଓଡ଼ିଶା

“ମୋ ଉପକାରୀ ବଗିଚା” କାର୍ଯ୍ୟକ୍ରମର ତାଲିମ ଶିବିର

ନବରଙ୍ଗପୁର: ଆଜି ଅମଲାଭବନ ଠାରେ ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ୱର ପକ୍ଷରୁ ମୋ ଉପକାରୀ ବଗିଚା କାର୍ଯ୍ୟକ୍ରମ ର ତାଲିମ ଓ ପନିପରିବା ମଞ୍ଜି ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଡ଼ଃ ଅଜିତ୍ କୁମାର…

ଶୀତରେ ଥରିବ ଓଡ଼ିଶା

ଭୁବନେଶ୍ୱର: ଆସିଲା ଶୀତ ଋତୁ । ପ୍ରଭାବରେ ଏବେ ରାଜ୍ୟରେ ଶୀତ ଅନୁଭୂତ ହେଉଛି । ଗତ ଦୁଇ ଦିନ ହେବ ତାପମାତ୍ରା ବଢ଼ିବା ସହ ବିଶେଷ ଥଣ୍ଡା ନଥିଲା । କୋହଲା ପାଗ ଯୋଗୁଁ ଥଣ୍ଡା କମିଥିଲା । କିନ୍ତୁଏବେ…

ଯୋଡା ଫ୍ଲାଇ ଓଭର ନିର୍ମାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର ଯୋଡା ସହରର ଫ୍ଲାଇ ଓଭର ନିର୍ମାଣର ଶୁଭାରମ୍ଭ କରିଛନ୍ତି । ଆଜି ଭୁବନେଶ୍ୱରଠାରେ କ୍ୟାବିନେଟ୍ ବୈଠକ ପରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ୨୦୬.୦୨ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ…

ପରିବେଶ ବିଜ୍ଞାନରେ କ୍ୟାରିଅର ସୁଯୋଗ

ନବରଙ୍ଗପୁର: ସାମ୍ପ୍ରତିକ ପରିସ୍ଥିତି ରେ ପ୍ରତ୍ୟେକ ବିଦ୍ୟାର୍ଥୀ ପରିବେଶ ବିଜ୍ଞାନ ଆହୋରଣ ସହ ପରିବେଶ ବିଜ୍ଞାନ ପ୍ରତି ଅଧିକ ଆକୃଷ୍ଟ ହେବା ଦରକାର ବୋଲି ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନ ର ନିର୍ଦ୍ଦେଶକ ପ୍ରଫେସର ସରୋଜ କାନ୍ତ ବାରିକ ପରାମର୍ଶ ଦେଇଛନ୍ତି…

ମନେ ପଡ଼ନ୍ତି ଲୁଲୁ ମହାପାତ୍ର

ବ୍ରହ୍ମଗିରି: ପାଇକ ବିଦ୍ରୋହର କଣ୍ଣଧାର ବିପ୍ଳବୀ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କର ଦାୟାଦ, ଓଡ଼ିଶାର ଯୁବମାନସର ପ୍ରତୀକ ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର , ଲୁଲୁ ମହାପାତ୍ର ନାମରେ…

ନବରଙ୍ଗପୁରରେ ଜୀବ ବିଜ୍ଞାନ ସଂସ୍ଥାନର ମଡେଲ

“ଜୈବ ସମ୍ପଦରୁ ରୋଜଗାର ଆଶା” ନବରଙ୍ଗପୁର: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଅଧିକ ଆତ୍ମ ନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରଯୁକ୍ତିବିଦ୍ୟା ପ୍ରକଳ୍ପ ମାଧ୍ୟମରେ ଆଜି ପାପଡାହାଣ୍ଡି ବ୍ଲକର ସେମଳାଠାରେ ଖଲିପତ୍ର ତିଆରି ମେସିନର ଶୁଭାରମ୍ଭ କରାଯାଉଛି…

କେନ୍ଦୁଝର ଓଏମସି ଖଣିରେ ଶ୍ରମିକ ଅଶାନ୍ତି

କେନ୍ଦୁଝର : କେନ୍ଦୁଝର ଓଏମସି ଖଣିରେ ଶ୍ରମିକ ଅଶାନ୍ତି । ନିୟମକୁ ବେଖାତିର କରି ଶ୍ରମିକଙ୍କ ବଦଳରେ ମେସିନ କାମ କରୁଥିବା ଅଭିଯୋଗ କରିଛନ୍ତି ଶ୍ରମିକ । ଏହାଦ୍ୱାରା ଭୋକ ଉପାସରେ ଦିନ କାଟୁଛନ୍ତି ଶହ ଶହ ଖଣି ପ୍ରଭାବିତ ଶ୍ରମିକଙ୍କ…

“ମୋ ବିଦ୍ୟାଳୟ ଉପକାରୀ ବଗିଚା”

ନବରଙ୍ଗପୁର: ଆଜି ତେନ୍ତୁଳିଖୁଣ୍ଟି ବ୍ଲକର ବିର୍ଜାଗୁଡା ଆବାସିକ ଛାତ୍ରୀ ଉଚ୍ଚବିଦ୍ୟାଳୟ ଠାରେ ମୋ ବିଦ୍ୟାଳୟ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ଡଃ ଅଜିତ୍ କୁମାର ମିଶ୍ର ଓ ଜୀବ ବିଜ୍ଞାନ ସଂସ୍ଥାନର ନିର୍ଦ୍ଦେଶକ ପଦ୍ମଶ୍ରୀ ଡଃ ଅଜୟ ପରିଡା ମିଳିତ ଭାବେ…

ରାଜ୍ୟ ବସ ଭଡ଼ା ବଢିଛି କି?

ଭୁବନେଶ୍ୱର: ରାଜ୍ୟରେ କିଛି ବସ୍ ଅଧିକ ଭଡା ଆଦାୟ କରୁଥିବା ନଜରକୁ ଆସିବା ପରେ ଏହାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ। ଯାତ୍ରୀମାନଙ୍କ ଠାରୁ ନିର୍ଦ୍ଧାରିତ ଦରଠାରୁ ଅଧିକ ଭଡା ଆଦାୟ କରିବା ପରମିଟ୍ ସର୍ତ୍ତର ଖୋଲାଖୋଲି ଉଲ୍ଲଂଘନ…

ରିପବ୍ଲିକ୍ ଟିଭିି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଗିରଫ

ମୁମ୍ବାଇ: ରିପବ୍ଲିକ୍ ଟିଭିି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ପୋଲିସ୍‌ ଗିରଫ କରିଥିବା ସୂଚନା ମିଳିଛି। ଏ ନେଇ ଖବର ସରବରାହ ସଂସ୍ଥା ପିଟିଆଇ ସୂତ୍ରରୁ ପ୍ରକାଶ। ସୂଚନା ଅନୁସାରେ, ଜଣେ ୫୩ ବର୍ଷୀୟ ଇଣ୍ଟେରିଅର୍‌ ଡିଜାଇନରଙ୍କୁ ଆତ୍ମହତ୍ୟା ପାଇଁ ଉସ୍‌କାଇବା…