Mon. Nov 30th, 2026

Category: ଓଡ଼ିଶା

ଭିସୁଟ୍‌ ଛାତ୍ରୀ ମୃତ୍ୟୁ ମାମଲା:ଜୟନାରାୟଣ କହିଲେ ଗୃହ ବିଭାଗ ଯୁଗ୍ମ ଶାସନ ସଚିବଙ୍କ ପୁଅ ହେତୁ କର୍ଯ୍ୟନୁଷ୍ଠାନ କୋହଳ

ଶବ୍ଦମିଡ଼ିଆ ବ୍ୟୁରୋ:ସମ୍ବଲପୁରସ୍ଥିତ ଭିସୁଟ୍‌ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ମୃତ୍ୟୁ ଘଟଣା ଏହା ମଧ୍ୟରେ ୪୮ ଘଣ୍ଟା ବିତି ଯାଇଛି।ସୂଚନା ଅନୁସାରେ ଚିନ୍ମୟୀ ସେଦିନ ବ୍ରିଜ ତଳକୁ ଡେଇଁ ପଡ଼ିଥିଲେ।ପରେ ତାଙ୍କର ମୃତ ଦେହ ପିସି ବ୍ରିଜ ପାୱାର ଚ୍ୟାନେଲ ନିକଟରେ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲଙ୍କ ଇସ୍ତଫା ଦାବି ନେଇ ବିଜେପିର ଆନ୍ଦୋଳନ

ଶବ୍ଦମିଡିଆ:ଦିଲ୍ଲୀ ରାଜରାସ୍ତା ଉପରେ ଆଜି ପୁଣି ଏକ ହଙ୍ଗମା ଦେଖିବାକୁ ମିଳିଛି।ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲଙ୍କ ଇସ୍ତଫା ଦାବି ନେଇ ବିଜେପି କାର୍ଯ୍ୟକର୍ତ୍ତା ମାନେ ରାଜ ରାସ୍ତାରେ ହଙ୍ଗମା କରିଛନ୍ତି।ଦିଲ୍ଲୀସ୍ଥିତ ଚିରାଗ ଫ୍ଲାଇଓଭର ବ୍ରିଜ ତଳେ ସକାଳ ସମୟରେ ରାସ୍ତା ଉପରେ…

ଆଜି ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ ସ୍କୁଲକୁ ଭିଡିଓ କନଫରେନ୍ସି ମାଧ୍ୟମରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜରିଆରେ ଭିଡିଓ ବକନ୍ଫରେନ୍ସି ମାଧ୍ୟମରେ ଉଦଘାଟନ ହେବ ଉତ୍କଳ ଗୌରବ ଇଣ୍ଟରନ୍ୟାସନଲ ସ୍କୁଲ।ଏହି ସ୍କୁଲଟି କେନ୍ଦୁଝର ଜିଲ୍ଲା ଅନ୍ତଗର୍ତ ଆନନ୍ଦପୁର ଉପଖଣ୍ଡ ହାତଡିହି ବ୍ଲକ ବେରୁଣିପଦି ଗାଁରେ କରାଯାଇଛି।ଡାକ୍ତର ପ୍ରଦୀପ ସେଠୀଙ୍କ ତତ୍ତ୍ବାବଧାନରେ ଆରମ୍ଭ…

ଖଣିବିଭାଗ ଅତିରିକ୍ତ ନିର୍ଦ୍ଦେଶକଙ୍କ ଟଙ୍କା ଖଣି, ଘରୁ ମିଳିଲା ନଗଦ କୋଟିଏ ଟଙ୍କା

ଶବ୍ଦ ଓଡ଼ିଶା ବ୍ୟୁରୋ: ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ ମିଳିଲା ନଗଦ କୋଟିଏ ଟଙ୍କା । କେନ୍ଦୁଝର ଶିରିସପାଳ ସ୍ଥିତ ତାଙ୍କ ପୈତୃକ ଘର, ଘସିପୁରାର ଶ୍ୱଶୁର ଘର, ଭୁବନେଶ୍ୱର ଭିଏସ୍ଏସ୍ ନଗରରେ ଥିବା ବାସଭବନ…

ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା! ଏସପି ଅଫିସ ଘେରିବ ବିଜେପି ଯୁବମୋର୍ଚ୍ଚା

ଶବ୍ଦ ଓଡ଼ିଶା ବ୍ୟୁରୋ: ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ଆଜି ବିଜେପି ସବୁ ଏସପି କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବ । ଗତ ୨୮ ତାରିଖରେ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ଉପରେ ଆକ୍ରମଣ ଘଟଣାରେ ବିଜେପି…

ଆସୁଛି ଖରାଦିନ; କିପରି ରଖିବେ ନିଜକୁ ସୁରକ୍ଷିତ?

ଆସୁଛି ଗ୍ରୀଷ୍ମ ଋତୁ । ଚଳିତ ବର୍ଷ ଫେବୃଆରୀରେ ଦେଶର ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି । ତାପମାତ୍ରା ବୃଦ୍ଧିକୁ ଦେଖି ଅନୁମାନ କରାଯାଉଛି ଯେ ଆସନ୍ତା ମାସରେ ପ୍ରବଳ ଗରମ ଅନୁଭବ ହେବ । କେବଳ ଗରମ ନୁହେଁ…

କେତେ ସୁବିଧା ଆଣିବ ରାପିଡ ଟ୍ରେନ?

ରାପିଡ ଟ୍ରେନକୁ ନେଇ ସବୁଠି ଚର୍ଚ୍ଚା ହେଉଥିବା ବେଳେ ଏହାର ଫାଇଦା ବିଷୟରେ ଅନେକ ଲୋକ ଏବେ ବି ଜାଣି ନାହାନ୍ତି । ଏଥିରେ ଲୋକଙ୍କ ଯାଅ ଆସକୁ ସୁବିଧା କରିବା ପାଇଁ ରହିଛି ଅନେକ ବ୍ୟବସ୍ଥା । ରାପିଡ ଟ୍ରେନର…

ଆର୍ଯ୍ୟଭୂମି ଲଦାଖ-ଭାଗ ୧୦

ପାଙ୍ଗଙ୍ଗ ହ୍ରଦ କୂଳରେ ଆଜିର ସନ୍ଧ୍ୟା। କୁଳରୁ ମାତ୍ର ଚାରି ମିନିଟ ଚାଲି ଆସିଲେ ପଡ଼ିବ ଆମ ତମ୍ବୁ। ତମ୍ବୁ ଭିତରେ ପଶିଗଲା ପରେ ଲାଗିଲା ଯେ, ଭିତର ଓ ବାହାର ତାପମାତ୍ରା ମଧ୍ଯରେ ଫରକ କେତେ। ତମ୍ବୁ’ର ସମ୍ମୁଖ ଭାଗ…

ବେକରେ ଦୌଡ଼ି ଦେଇ ମହିଳାଙ୍କ ଆତ୍ମହତ୍ୟା

ଶବ୍ଦମିଡିଆ ବ୍ୟୁରୋ:(ଆପ୍ର )ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ପୂଜାରୀଗୁଡା ଗ୍ରାମର ହଳଧର ଭୋଇଙ୍କ ସ୍ତ୍ରୀ ପୁନେ ଭୋଇ (୪୦) ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଗଣମାଧ୍ୟମ କୁ ପ୍ରକାଶ…

ଥାନାରେ ପ୍ରେମୀ ଯୁଗଳଙ୍କ ବିବାହ

ଶବ୍ଦମିଡିଆ ବ୍ୟୁରୋ:ଚନ୍ଦାହାଣ୍ଡି:(ଆପ୍ର ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ଝୁଲେନବର ଗ୍ରାମର ଟଙ୍କଧର ବାଘ (୨୨) ଏବଂ ସେହି ଗ୍ରାମର ଦୀପା ମାଝି (୨୦) ଦୁଇ ପ୍ରେମୀ ଯୁଗଳଙ୍କୁ ବିବାହ ପାଇଁ ସାମାଜିକ ସ୍ୱୀକୃତି ନମିଳିବାରୁ ଅନ୍ୟ ଉପାୟ ନ…