ପ୍ରଯୁକ୍ତି ବିଦ୍ୟା ର ବ୍ୟବହାର ଯୋଗୁଁ ବ୍ୟାଙ୍କରେ କର୍ମ ସଂସ୍ଥାନ ବୃଦ୍ଧି ପାଇଛି’
– ନବରଙ୍ଗପୁର: ଡିଜିଟାଲ ଦୁନିଆରେ ବ୍ୟାଙ୍କ ରେ କର୍ମ ସଂସ୍ଥାନ ଅନେକ ମାତ୍ରାରେ ବୃଦ୍ଧି ଘଟିଛି ଏବଂ ଆସନ୍ତା ଦିନରେ ଅନେକ ମାତ୍ରାରେ ବୃଦ୍ଧି ଘଟିବ ବୋଲି ଡ଼ଃ ସଦା ବିହାରୀ ସାହୁ ମତବ୍ୟକ୍ତ କରିଛନ୍ତି ।’ମୁଁ ବି ସମର୍ଥ’ କାର୍ଯ୍ୟକ୍ରମ…