Sun. Nov 29th, 2026

Category: ଓଡ଼ିଶା

ଯଶୋଦା ମା ଫାଉଣ୍ଡେସନର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର ଯଶୋଦା ମା ଫାଉଣ୍ଡେସନର ପ୍ରଥମ ଜନ୍ମବାର୍ଷିକ ଉତ୍ସବ ପାଳିତ ହୋଇଛି। ଆଶାକିରଣ ଓ ଯଶୋଦା ମା ପରିବାରର ସଦସ୍ୟଙ୍କ ମିଳିତ ସହଯୋଗରେ ଉତ୍ସବର ଆୟୋଜନ ହୋଇଥିଲା । ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ ବିଶିଷ୍ଟ ସମାଜସେବୀ,କବି,ଗାଳ୍ପିକା ଶ୍ରୀମତୀ ବନ୍ଦନା ପଣ୍ଡା।…

ବାଡି ଧରି ବିଦ୍ୟାଳୟ ଯାଉଛନ୍ତି ଦିବ୍ୟାଙ୍ଗ ମୋହନ ,ମିଳୁନି ସହାୟତା

ରିପୋର୍ଟ – ନିର୍ମଳ ବିଷୋୟୀ ନବରଙ୍ଗପୁର : ଦୁର୍ଗମ ଇଲାକାର ଜଣେ ଭିନ୍ନକ୍ଷମଙ୍କ ଦୁଃଖ କାହାଣୀ । ଭିନ୍ନକ୍ଷମଙ୍କ ପାଇଁ ସାତସପନ ପାଲଟିଛି ସରକାରୀ ସହାୟତା । ଆଧାର କାର୍ଡ ଥାଇ ମଧ୍ୟ୍ୟ ମିଳୁନି ମାସିକ ଭତ୍ତା। ଭିନ୍ନକ୍ଷମ ପୁଅ ସେବାରେ…

ସମ୍ବାଦ ଓ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଚାରା ରୋପଣ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ଗ୍ରାମରେ ରହିଥିବା ଜିଲ୍ଲାକୃଷି କାର୍ଯ୍ୟଳୟ, ବ୍ଲକ କୃଷି କାର୍ଯ୍ୟଳୟ ଓ ଅଗ୍ନିଶମ ବିଭାଗ କାର୍ଯ୍ୟଳୟ ଠାରେ ସମ୍ବାଦ ଓ ସମ୍ବାଦ ସାହିତ୍ୟଘର ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାପଡାହାଣ୍ଡି…

ଆନ୍ତର୍ଜାତୀୟ ସଙ୍ଗୀତ ଦିବସ: ଓଡ଼ିଶୀ ସଙ୍ଗୀତର ଭବିଷ୍ୟତକୁ ନେଇ ଚିନ୍ତା

ଓଡ଼ିଆ କଳା, ସାହିତ୍ୟ ସଂସ୍କୃତି ତଥା ଓଡ଼ିଶୀ ସଙ୍ଗୀତକୁ ନେଇ ଆମେ ଗର୍ବ କରୁ। ଦେଶ ବିଦେଶରେ ଛାତିକୁ ଚଉଡ଼ା କରି କହୁ ଆମ ଓଡ଼ିଆ ବୋଲି । ହେଲେ ବାସ୍ତବରେ ଓଡ଼ିଶୀ ସଙ୍ଗୀତକୁ କେତେ ଗୁରୁତ୍ୱ ଦିଆଯାଉଛି ତାହା ବର୍ତ୍ତମାନର…

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଅକୁହା କଥା

କଡ଼ାକଡ଼ି ହେବ ରାଷ୍ଟ୍ରପତି ଲଢେଇ। ଜୋରଦାର ହେବ ଯଶୱନ୍ତ-ଦ୍ରୌପଦୀ ଟକ୍କର। କିଏ ହେବ ଆଗାମୀ ରାଷ୍ଟ୍ରପତି? କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ସମ ନେଇ ଏବେ ରାଜନୈତିକ ମହଲରେ ଜେରଦାର ଚାଲିଛି ଗଣିତ କଷା। ବିରୋଧୀ ଯଶଓ୍ୱନ୍ତ ସିଂହ୍ନାଙ୍କ…

ସାତକୋଶିଆରେ କୁଆଡେ ଗଲା ମହାବଳ?

ସାତକୋଶିଆରେ ବାଘଙ୍କ ସ୍ଥିତିକୁ ନେଇ ଚର୍ଚ୍ଚା । ନଭେମ୍ବର ମାସ ୧୩ ତାରିଖରୁ ବାଘର ମିଳୁନି ପତ୍ତା। ତେବେ କୁଆଡେ ଗଲା ବାଘୁଣୀ ସେ ନେଇ ଏବେ ମୁଣ୍ଡରେ ହାତ ଦେଲେଣି ବନ ବିଭାଗ। ଶେଷଥର ପାଇଁ ବାଘୁଣୀ ୧୩ ତାରିଖରେ…

ବସ୍ତିରେ ବର୍ଣ୍ଣବୋଧ ସାଙ୍ଗକୁ ରଜ ଆସର

ଓଡ଼ିଶାର ପୁରପଲ୍ଲୀରେ ରଜ ପର୍ବ ବଡ଼ ଧୁମଧାମ୍ ରେ ପାଳନ କରାଯାଉଥିବା ବେଳେ ଏଥିରୁ ବାଦ ପଡିନି ନିଳାଦ୍ରୀବିହାର ସ୍ଥିତ ହରେକୃଷ୍ଣ ବସ୍ତିର ସରକାରୀ ଉଚ୍ଚ ବିଦ୍ଯାଳୟ। ସ୍କୁଲର ‘ବର୍ଣ୍ଣୋବୋଧ ପାଠଶାଳା’ ର ୧୨୦ ଜଣ କୁନି କୁନି ପିଲାଙ୍କୁ ନେଇ…

କିଲିମିଞ୍ଜାରୋ ଶିଖରରେ ଓଡ଼ିଆ ପୁଅ ଚିନ୍ମୟ; ହାତରେ ଥିଲା ଜଗନ୍ନାଥଙ୍କ ପଟ୍ଟଚିତ୍ର

ଇତିହାସ ରଚିଛନ୍ତି ଓଡ଼ିଆ ପୁଅ ଚିନ୍ମୟ ମହାରଣା। ଆଫ୍ରିକାର ସର୍ବୋଚ୍ଚ ଶୃଙ୍ଗ କିଲିମିଞ୍ଜାରୋ ପର୍ବତରେ ଚଢି ତ୍ରିରଙ୍ଗା ପତାକାକୁ ଉଡେଇଛନ୍ତି। ସବୁଠୁ ବଡ଼ କଥା ହେଲା ନିଜ ହାତ ତିଆରି ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶର ପଟ୍ଟଚିିତ୍ରକୁ ଆଫ୍ରିକା ଦେଶରେ ସ୍ଥାନିତ…

ଉଦ୍ଧାର ହେଲା ୨ ହଜାର ବର୍ଷର ସଭ୍ୟତା

ମାଟି ତଳୁ ମିଳିଛି ୨ ହଜାର ବର୍ଷ ପୁରାତନ ସଭ୍ୟତା। ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍‌ ଅନ୍ତର୍ଗତ ଅସୁରଗଡ଼ଠାରେ ହଜାର ହଜାର ବର୍ଷ ତଳର ପୁରୁଣା ସାମଗ୍ରୀ ମିଳିଛି । ଖନନ ବେଳେ ମାଟି ତଳୁ ବିରଳ ମୁଦ୍ରା, ମାଟିପାତ୍ର ଓ…

ପୁଷ୍ପ ନିର୍ଜଳୀ କରଣ ପଦ୍ଧତିରେ ସୂକ୍ଷ୍ମକାର୍ଯ୍ୟ ତିଆରି ତାଲିମ୍

କୋରାପୁଟ:କୋରାପୁଟ ବ୍ଲକ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନ ଲକ୍ଷ୍ନୌ ପକ୍ଷରୁ ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ପୁଷ୍ପ ନୀର୍ଜଳୀ କରଣ ଦ୍ୱାରା ସୁକ୍ଷ୍ମକାର୍ଯ ତାଲିମ୍ କାର୍ଯ୍ୟକ୍ରମ ଆୟୋଜନ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ମୂଖ୍ୟ…