Thu. Oct 15th, 2026

ସାତକୋଶିଆରେ ବାଘଙ୍କ ସ୍ଥିତିକୁ ନେଇ ଚର୍ଚ୍ଚା । ନଭେମ୍ବର ମାସ ୧୩ ତାରିଖରୁ ବାଘର ମିଳୁନି ପତ୍ତା। ତେବେ କୁଆଡେ ଗଲା ବାଘୁଣୀ ସେ ନେଇ ଏବେ ମୁଣ୍ଡରେ ହାତ ଦେଲେଣି ବନ ବିଭାଗ। ଶେଷଥର ପାଇଁ ବାଘୁଣୀ ୧୩ ତାରିଖରେ ବନ କର୍ମଚାରୀମାନେ ବାଘୁଣୀକୁ ଦେଖିଥିଲେ। ଏବେ ନା ତା’ର ଖୋଜଖବର ମିଳୁଛି, ନା ଶହ ଶହ ସିସିଟିଭି କ୳୲ମେରା ବାଘୁଣୀର ପାଦଚିହ୍ନକୁ ଦେଖିବାକୁ ପାଉଛନ୍ତି। ଏସବୁ ଭିତରେ ସନ୍ଦେହ ଘେରରେ ରହିଛନ୍ତି ବନ ବିଭବାଗର କର୍ମଚାରୀ। ବାଘ ଗଣତିର ପ୍ରଥମ ପର୍ଯ୳୲ୟରେ କର୍ମଚାରୀମାନେ କାଗଜପତ୍ରରେ ବାଘ ସଂଖ୳୲ ଶୂନ ଦେଖାଇଛନ୍ତି । ଯଦି କୌଣସି ବାଘ ନାହାନ୍ତି ତେବେ ସେମାନେ ଗଲେ କୁଆଡେ? ଯଦି ସେମାନେ ମରି ଯାଇଛନ୍ତି, ତ ମୃତୁ୳ର ପ୍ରମାଣ କାଇଁ? ମୃତୁ୳ର କାରଣ ପରିଚୟ ଅନ୳ ତନାଘନା ହେଉନି କାହିଁକି? ସାତକୋଶିଆରେ ମହାବଳ କହିଲେ ବୁଢାବୁଢୀ ବାଘୁଣୀକୁ ବୁଝାଉଥିଲା। ଶେଷଥର ପାଇଁ ନଭେମ୍ବର ୧୩ରେ ଟୁଲୁକା ଜଙ୍ଗଲ ପାଖରେ ତା’କୁ ଦେଖାଯାଇଥିଲା। ଜଙ୍ଗଲରେ ତିନି ଶହରୁ ଅଧିକ ସିସିଟିଭି କ୳୲ମେରା ଲାଗିଥିବା ବେଳେ ମହାବଳ ବାଘୁଣୀର ଟେର ନ ମିଳିବା ପଛରେ ବନ ବିଭାଗ କର୍ମଚାରୀମାନଙ୍କ ହାତ ଥିବା ସନ୍ଦେହ କରାଯାଉଛି

Leave a Reply

Your email address will not be published. Required fields are marked *