Sun. Nov 29th, 2026

Category: ଓଡ଼ିଶା

ଲିଙ୍ଗିପୁର ବିବେକାନନ୍ଦ ଶିକ୍ଷା କେନ୍ଦ୍ର ୭ମ ବାର୍ଷିକ ଉତ୍ସବ, କ୍ଷୁଦ୍ର ନାଟକ ‘ବାଜିରାଉତ’ ପରିବେଷିତ

ଶବ୍ଦ ଓଡିଶା ବ୍ୟୁରୋ: ଭୁବନେଶ୍ୱର ଓଲ୍ଡ ଟାଉନ ସ୍ଥିତ ଲିଙ୍ଗିପୁର ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୭ମ ବାର୍ଷିକତ୍ସୋବ ପାଳିତ । ନୂଆଗାଁ ସ୍ଥିତି ସିଦ୍ଧିମଣ୍ଡପରେ ବାର୍ଷିକତ୍ସୋବ ପାଳନ ହୋଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ନିବେଦିତା ଲେଙ୍କା ଯୋଗଦେଇ…

ହିନ୍ଦୀରେ ରିଲିଜ୍ ଦମନ ଚଳଚିତ୍ରର ଦମଦାର ଟ୍ରେଲର

ଓଡ଼ିଆ ଫିଲ୍ମ ‘ଦମନ’ର ହିନ୍ଦୀ ଟ୍ରେଲର ରିଲିଜ୍ ହୋଇଯାଇଛି। ନିଆରା କାହାଣୀକୁ ନେଇ ସାରା ଓଡ଼ିଶାରେ ଚହଳ ପକାଇଥିବା ଏହି ଓଡ଼ିଆ ଫିଲ୍ମକୁ ଏବେ ସାରା ଦେଶ ଦେଖିବ। ପୂର୍ବରୁ ଓଡ଼ିଆ ଭାଷାରେ ରିଲିଜ ହୋଇ ଲୋକପ୍ରିୟ ହୋଇଥିବା ‘ଦମନ’ ଏବେ…

ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମହିଳା ଆତ୍ମରକ୍ଷା ତାଲିମ ଶିବିର ଶୁଭାରମ୍ଭ

ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୮ ଦିନିଆ ମହିଳା ଆତ୍ମରକ୍ଷା ତାଲିମ ଶିବିର ଶୁଭାରମ୍ଭ ହୋଇଛି । ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜକ କ୍ରୀଡା ଶିକ୍ଷକ ବିଭୁଧେନ୍ଦୁ ମାନସିଂହ ଓ…

ଉତ୍କଳ ଆଲୁମିନାରେ ଆନ୍ଦୋଳନ କରୁଥିବା ମହିଳାଙ୍କ ମୃତ୍ୟୁ,ରୋଜଗାର ପାଇଁ କରୁଥିଲେ ଦାବି

ଗତ ଡିସେମ୍ବର 2022 14 ରେ ଟିକିରି (ରାୟଗଡା ଜିଲ୍ଲା )ଉତ୍କଳ ଆଲୁମିନା କାରଖାନା ଆଗରେ ଅଣ୍ଡରାକଞ୍ଚ ଗ୍ରାମର କିଛିଲୋକ କାରଖାନା ରେ କୁଲି ମଜୁରୀ ପାଇଁ ଆନ୍ଦୋଳନ କରି ବସିଥିଲେ l ଏମାନେ ଉତ୍କଳ ଆଲୁମିନା କାରଖାନା ଦ୍ୱାରା ବିସ୍ଥାପିତ…

ମୈଦଲପୁର ଫାଣ୍ଡିକୁ ମିଳିଲା ଆଦର୍ଶ ଥାନା ମାନ୍ୟତା,ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ନବରଙ୍ଗପୁର : ମୈଦଲପୁର ଫାଣ୍ଡିକୁ ମିଳିଲା ଆଦର୍ଶ ଥାନା ମାନ୍ୟତା। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ରାଜ୍ୟର ୩୦ ଗୋଟି ନୂତନ ଥାନା ମଧ୍ୟରୁ ମୈଦଲପୁର ଫାଣ୍ଡି କୁ ଥାନା ର ମାନ୍ୟତା ପରେ ଆଜି ଭର୍ଚୁଆଲ ମୋଡରେ ଥାନା ଉଦଘାଟନ…

ବାଣପୁର ଓ ଚିଲିକା ବ୍ଲକର ସରକାରୀ ଯୋଜନାର ଅନୁଧ୍ୟାନ କଲେ ମହିଳା ଓ ଶିଶୁ ବିକାଶ ମୁଖ୍ୟ ସଚିବ

ବାଣପୁର: ମହିଳା ଓ ଓ ଶିଶୁ ବିକାଶ ବିଭାଗ ମୁଖ୍ୟ ସଚିବ ଶୋଭା ଶର୍ମା ଚିଲିକା ଓ ବାଣପୁର ବ୍ଲକର, ୫ଟି ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର,ସ୍ବୟଂ ସହାୟିକା ଗୋଷ୍ଠି ଓ ମତ୍ସ୍ୟ ବିଭାଗ ପରିଦର୍ଶନ କରିଛନ୍ତି। ସରକାରଙ୍କ ବିଭିନ୍ନ ପ୍ରକଳ୍ପ କିଭଳି…

ସୁନା ଦୋକାନୀଙ୍କ ଉପରକୁ ଆକ୍ରମଣ

ପୂର୍ବ ଦିଲ୍ଲୀର ମାଣ୍ଡୱାଲୀରେ ଭିନ୍ନ ଧରଣର ଆକ୍ରମଣ । ଗ୍ରାହକ ଭାବେ ଦୋକାନରେ ଜଣେ ଦୁର୍ବୃର୍ତ୍ତ । କିଛି ସମୟ ପରେ ଆରମ୍ଭ କରିଥିଲେ ଆକ୍ରମଣ । ଅତି ନୃଶଂସ ଭାବେ ଦୋକାନୀକୁ ଟଙ୍କାା ମାଗିବା ସହ ରଡରେ ଆକ୍ରମଣ କରୁଛନ୍ତି…

ଓସ୍କାର ସର୍ଟଲିଷ୍ଟରେ ‘ଦ କଶ୍ମୀର ଫାଇଲ୍ସ’ 

୨୦୨୨ର ସବୁ ଠାରୁ ଚର୍ଚ୍ଚିତ ଫିଲ୍ମ ଦ କଶ୍ମୀର ଫାଇଲ୍ସ । ଏବେ ଏହି ଚଳଚ୍ଚିତ୍ରକୁ ନେଇ ଆସିଛି ବଡ ଖବର । ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଏବେ ଓସ୍କାରରେ ଏଂଟ୍ରି କରିଛି । ଦ କଶ୍ମୀର…

ପ୍ରସ୍ତୁତ ବାରବାଟୀ; ବାଣପୁରରେ ଭବ୍ୟ ପ୍ରସ୍ତୁତି

ବାଣପୁର -ଆଜି ବାରବାଟୀ ଷ୍ଟାଡିୟମରେ ୩.୩୦ ମିନିଟରେ ଓଡିଶାର ମୂଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଉଦଘାଟନ କରିବେ ହକି ମହାକୁମ୍ଭର ସ୍ବାଗତ ସମ୍ବର୍ଦ୍ଧନା ସମାରୋହ। ଏହି ସମାରୋହକୁ ଭିଡିଓ କନଫରେନ୍ସି ଜରିଆାରେ ଦେଖିବା ପାଇଁ ରାଜ୍ୟର ସମସ୍ତ ବ୍ଲକର ପଂଚାୟତ ଅଫିସ…

ବାଲିରେ ବିଶ୍ୱର ବଡ ହକି ଷ୍ଟିକ୍ ,ଉଦଘାଟନୀ ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ

ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ କଳା ମାଧ୍ୟମରେ ହକି ଉଦଘାଟନୀ ଉତ୍ସବର ବାର୍ତ୍ତା ଦେଇଛନ୍ତି । ୫ହଜାର ହକି ବଲକୁ ନେଇ ଏହି ବାଲୁକା କଳା ତିଆରି ହୋଇଛି । ଏହି ବାଲୁକା ଶିଳ୍ପରେ ହକି ଷ୍ଟିକ, ବିଶ୍ବକପ…