Mon. Nov 30th, 2026

Category: ଓଡ଼ିଶା

ଅଜଣା ଜନ୍ତୁ ଆତଙ୍କ,ଗୁହାଳରେ ମରିପଡିଛନ୍ତି ମେଣ୍ଢା

ଶବ୍ଦମିଡ଼ିଆ ବ୍ୟୁରୋ:ଅଜଣା ଜନ୍ତୁ ଆତଙ୍କରେ ଓଡ଼ିଶାର କଟକ ଜିଲ୍ଲା ନିଆଳିରେ ମେଣ୍ଡା ମୃତ୍ୟୁ ହେବା ସବୁଠାରୁ ଚର୍ଚ୍ଚିତ ଘଟଣା ଥିଲା।ଏବେ ପୁଣି ଏକ ସେହିଭଳି ଘଟଣା ସାମ୍ନାକୁ ଆସିଛି ଜଗତସିଂହପୁରରେ ପୁଣି ମେଣ୍ଡା ମୃତ୍ୟୁ ଘଟଣା।ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାଗୁଡିକର ମୃତ୍ୟୁ…

ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରଭାବ,ପଚିବାକୁ ବସିଲାଣି ଅଟକିଥିବା ଆଳୁ,ପିଆଜ,ଟମାଟୋ ବୋଝେଇ ଟ୍ରକ

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି।୧୦ ଦଫା ଦାବି ନେଇ ଡ୍ରାଇଭର ମହାସଂଘ ଏହି ଆନ୍ଦୋଳନ କରୁଛନ୍ତି।ଏହି ଆନ୍ଦୋଳନର ପ୍ରଭାବ ରାଜ୍ୟରେ ସବୁକ୍ଷେତ୍ରରେ ପଡ଼ିଲାଣି ଅତ୍ୟାବଶ୍ୟକ କ୍ଷେତ୍ର ଉପରେ ବିଶେଷ ଭାବରେ ପଡ଼ିଲାଣି। ଆନ୍ଦୋଳନରେ କୋରାପୁଟ ଜିଲ୍ଲାର…

ନବଜାତକଙ୍କ ଆଧାର ପଞ୍ଜୀକରଣ ‘ବାଲ୍ ଆଧାର’ର ଶୁଭାରମ୍ଭ

ଶବ୍ଦ ଓଡିଶା ବ୍ୟୁରୋ: ଗୁରୁବାରଠାରୁ ରାଜ୍ୟରେ ଶିଶୁ ଜନ୍ମ ପରେ ଆଧାର ସଂଯୋଗ ପ୍ରମାଣପତ୍ର ‘ବାଲ୍ ଆଧାର’ ଅଭିଯାନ ଆରମ୍ଭ ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ଏହାର ଶୁଭାରମ୍ଭ ହୋଇଛି। ପ୍ରଥମ ଦିନରେ ୫ଜଣ ଶିଶୁଙ୍କ ଆଧାର ସଂଯୋଗ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ…

ପମ୍ପରେ ଅସମ୍ଭାଳ ଭିଡ଼, ମିଳୁନି ପେଟ୍ରୋଲ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ଡ୍ରାଇଭର ମହାସଂଘର ଷ୍ଟ୍ରିଅରିଂ ଛାଡ଼ ଆନ୍ଦୋଳନର ଅଧିକ ପ୍ରଭାବ ପେଟ୍ରୋଲ ପମ୍ପ ଉପରେ ପଡ଼ିଛି। ଦୁଇଦିନର ଆନ୍ଦୋଳନ ଯୋଗୁଁ ବିଭିନ୍ନ ପେଟ୍ରୋଲ ପମ୍ପରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ…

ବିଳମ୍ବିତ ରାତିରେ ଗ୍ୟାସ୍ କଟରରେ ଏଟିଏମ କାଟିଲେ ଦୁର୍ବୃତ୍ତ ,ଲୁଟିନେଲେ ଲକ୍ଷାଧିକ ଟଙ୍କା

ଶବ୍ଦମିଡ଼ିଆ ବ୍ୟୁରୋ:ଗତକାଲି ବିଳମ୍ବିତ ରାତିରେ ଯଶିପୁର ଥାନା ୪୯ନଂ ଜାତୀୟ ରାଜପଥ ପାର୍ଶ୍ଵ ଧୋବାଡିହା ଠାରେ ଥିବା ଏସବିଆଇ ଏଟିଏମରୁ କିଛି ଲୁଟେରା ଏଟିଏମକୁ ଗ୍ୟାସ କଟରରେ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି।ସୂଚନା ପାଇବା ପରେ ଘଟଣା ସ୍ଥଳରେ ଜସିପୁର…

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ : ପେଟ୍ରୋଲ ପମ୍ପ ଉପରେ ପ୍ରଭାବ

ଶବ୍ଦ ଓଡିଶା ବ୍ୟୁରୋ: ଡ୍ରାଇଭର ଷ୍ଟ୍ରିଅରିଂ ଛାଡ଼ ଆନ୍ଦୋଳନର ଅଧିକ ପ୍ରଭାବ ପଡ଼ିଛି ପେଟ୍ରୋଲ ପମ୍ପ ଉପରେ । ଦୁଇଦିନର ଆନ୍ଦୋଳନ ଯୋଗୁଁ ପେଟ୍ରୋଲ ପମ୍ପରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ଏମିତିକି ଲୋକେ ଅଧିକ ଅଧିକ ଟଙ୍କାର…

ରାଜ୍ୟରେ ସ୍ୱାଭାବିକ ହେବ ଘରୋଇ ବସ ଚଳାଚଳ

ଶବ୍ଦ ଓଡିଶା ବ୍ୟୁରୋ: ବନ୍ଦ ରହିବ ନାହିଁ ଘରୋଇ ବସ୍ ଚଳାଚଳ । ଏନେଇ ସୂଚନା ଦେଇଛି ଘରୋଇ ବସ୍ ମାଲିକ ସଂଘ । ଗତକାଲି ଡ୍ର୍ରାଇଭର ମହାସଂଘ ଓ ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ଏବଂ ଏହାର…

ପଶ୍ଚିମାଝଡ଼ ପରେ ଆଜିଠୁ ବଢ଼ିବ ବର୍ଷା: ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଶବ୍ଦ ଓଡିଶା ବ୍ୟୁରୋ: ପଶ୍ଚିମାଝଡ଼ ପରେ ବଢ଼ିପାରେ ବର୍ଷା । ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜି ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର…

ବେହେରାମୁଣ୍ଡା ସରପଞ୍ଚ ଭୋଟ ପୁନଃ ଗଣତି ଆବେଦନ ଖାରଜ କଲେ କୋର୍ଟ

ଶବ୍ଦମିଡ଼ିଆ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବେହେରାମୁଣ୍ଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଚନ୍ଦ୍ରିକା ଧୁରୁଆ ଗତ ପଞ୍ଚାୟତ ନିର୍ବାଚନ ରେ ଗୋଟିଏ ଭୋଟ ରେ ବିଜୟୀ ହେବାପରେ ତାଙ୍କୁ ପ୍ରତିଦ୍ବନ୍ଦିତା କରିଥିବା ମଥୁରା ମାଝୀ ପୁନଃ ଭୋଟ ଗଣତି ନିମନ୍ତେ…

ଷ୍ଟେରିଂ ଛାଡ଼ ଆନ୍ଦୋଳନ ପ୍ରଭାବ,ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ପମ୍ପରେ ନାହିଁ ପେଟ୍ରୋଲ

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟରେ ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନରେ ସାଧରଣ ଜୀବନ ଯାତ୍ରା ଗୁରୁତର ଭାବରେ ପ୍ରଭାବିତ ହେବାରେ ଲାଗିଛି।ଏହାର ସିଧାସଳଖ ପ୍ରଭାବ ଲୋକଙ୍କ ଦୈନନ୍ଦିନ ଜୀବନ ଯାପନ ଉପରେ ପଡୁଥିବା ଦେଖାଯାଇଛି। ଫଳରେ ଜାତୀୟ ରାଜପଥରେ ଅଟକିଛି ହଜାର ହଜାର…