Mon. Nov 30th, 2026

Category: ଓଡ଼ିଶା

ଅଘଟଣ:ମ୍ୟାଟ୍ରିକ ପରୀକ୍ଷା ଦେଉଥିବା ସମୟରେ ଛାତ୍ର ମୃତ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ମ୍ୟାଟ୍ରିକ ପରୀକ୍ଷାରେ କୋରାପୁଟ ଜିଲ୍ଲାରେ ଏକ ଅଘଟଣ ଘଟିଯାଇଛି।ମ୍ୟାଟ୍ରିକ ପରୀକ୍ଷା ଦେଉଥିବା ସମୟରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। କୋରାପୁଟ ଜିଲ୍ଲା ମାଥାଲପୁଟ ସ୍ଥିତ ମାଲୁ ସାନ୍ତା ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ଛାତ୍ର।…

ଦିନ ୧୨ ଟାର ବ୍ରେକିଙ୍ଗ ନ୍ୟୁଜ

ଶବ୍ଦମିଡ଼ିଆ ବ୍ୟୁରୋ: ୧-ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଧର୍ମଘଟ; ଠପ୍ ହୋଇଗଲା ଜୀବନଯାତ୍ରା !୩୧୪ ବ୍ଲକରେ ସାମିଲ ହେଲେ ୪ଲକ୍ଷ ଚାଳକ। ୨-ଆଜିଠୁ ଅଟୋ ଚଳାଚଳ ବନ୍ଦ, ପ୍ରାୟ ୧୦ ହଜାର ଅଟୋ ଓ କାର ଡ୍ରାଇଭର ହେବେ ସାମିଲ।ସ୍ମାର୍ଟସିଟି ଅନଲାଇନ…

ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ,ଡ୍ରାଇଭର ସଂଘ ସହ ଆଲୋଚନାକରି ସମାଧାନ ରାସ୍ତା ବାହାର କରନ୍ତୁ ମୁଖ୍ୟମନ୍ତ୍ରୀ

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟରେ ଡ୍ରାଇଭର ମହାମଞ୍ଚ ସଂଘର ଷ୍ଟେରିଂ ଛାଡ଼ ଆନ୍ଦୋଳନ ପ୍ରଭାବାରେ ରାଜ୍ୟରେ ଯାତ୍ରୀମାନଙ୍କ ଯାତାୟାତ ବ୍ୟବସ୍ଥା ଗୁରୁତର ପ୍ରଭାଭିତ ହୋଇଛି।ଆଜି ମୁଖ୍ୟ ମନ୍ତ୍ରୀଙ୍କୁ ଟୁଇଟ କରି ଅନୁରୋଧକରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଜଙ୍ଗଲରେ ଲାଗିଛି ନିଆଁ, ବିପଦରେ ଜନବସତି ମୁହାଁ ବନ୍ୟଜନ୍ତୁ

ଶବ୍ଦମିଡ଼ିଆ ବ୍ୟୁରୋ: ଓଡ଼ିଶାର ଅନେକ ଜଙ୍ଗଲରେ ନିଆଁ ଲାଗିଯିବା ଦେଖିବାକୁ ମିଳୁଛି।ଏହି ନିଆଁ ଲାଗିବା ମନୁଷ୍ୟକୃତ ବୋଲି ବନ ବିଭାଗ କହିଛି।ତେବେ ନିଆଁ ଲାଗିବା ଏବଂ ଏହାକୁ ଲିଭାଇବା ପାଇଁ ଚେଷ୍ଟା କରାଯାଉଛି।ହେଲେ ଏହା ମଧ୍ୟରେ ସବୁଠାରୁ ଅଧିକ ବିପଦରେ ପଡିଛନ୍ତି…

ପୁରୀରେ ୩ ଦିନିଆ ସୁଟିଂବଲ ଚମ୍ପିୟାନସିପ ଉଦଘାଟିତ

ଶବ୍ଦ ଓଡିଶା ବ୍ୟୁରୋ:ପୁରୀ ଝାଡେଶ୍ୱରୀ କ୍ଲବ ପରିସରରେ ୩ ଦିନିଆ ସୁଟିଂବଲ ଚମ୍ପିୟାନସିପ ଆରମ୍ଭ ହୋଇଛି। ଜାତୀୟ ସୁଟିଂବଲ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ଓଡିଶା ସୁଟିଂବଲ ଆସୋସିଏସନ ଜୋନ ୩ର ଏହି ପ୍ରତିଯୋଗିତା ଆୟୋଜନ ପାଇଁ ଅନୁମତି ମିଳିଥିଲା। ଓଡ଼ିଶା…

ନିଜେ ରଚିଥିଲା ନିଜ ମୃତ୍ୟୁର ମିଛ ନାଟକ, ଶରତ ପରିଚ୍ଛାଙ୍କୁ ମୁମ୍ବାଇରୁ ଉଦ୍ଧାର କଲା ଗଜପତି ପୁଲିସ

ଶବ୍ଦ ଓଡିଶା ବ୍ୟୁରୋ: ଦାଦନର ମୃତ୍ୟୁ ନାଟକ । ମୃତ୍ୟୁର ୧୦ ଦିନ ପରେ ଆସିଲା ଦାଦନ ଶ୍ରମିକଙ୍କ ଜୀବିତ ଥିବା ଖବର । ଗଜପତିରୁ ଦାଦନ ଖଟିବାକୁ ଯାଇଥିବା ଶରତ ପରିଚ୍ଛାଙ୍କୁ ତାମିଲନାଡୁରେ ହତ୍ୟା, ଏପରି ସାଂଘାତିକ ଅଭିଯୋଗ ରାଜ୍ୟରେ…

ଆଜି ରାଜଧାନୀରେ ଗଡ଼ୁନାହିଁ ଅଟୋ

ଶବ୍ଦ ଓଡିଶା ବ୍ୟୁରୋ: ରାଜଧାନୀରେ ଆଜି ଗଡିବନାହିଁ ଅଟୋ । ଆନ୍ଦୋଳନରେ ସାମିଲ ହୋଇଛନ୍ତି ସ୍ମାର୍ଟସିଟି ଅନଲାଇନ୍ ଅଟୋ ସଂଘ । ଆଜି ରାଜଧାନୀରେ ପାଖାପାଖି ୧୦ ହଜାର ଅଟୋ ରିକ୍ସା ଗଡୁନାହିଁ । ଅଟୋରିକ୍ସା ଚାଳକ ମାନେ ଲୋୟର ପିଏମଜିରେ…

ଗୋଷ୍ଠୀ ସଂର୍ଘଷ ପରେ ଗାଁରେ ଫୁଟିଲା ବୋମା

ଶବ୍ଦ ଓଡିଶା ବ୍ୟୁରୋ: ଗାଁ କମିଟିର ଟଙ୍କା ପଇସା ହିସାବକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂର୍ଘଷ ଘଟିଛି। ଗତକାଲି ବିଳମ୍ବିତ ରାତିରେ ସଭାପତିଙ୍କ ଘର ଉପରେ ବୋମାମାଡ କରିଛନ୍ତି ଦୁର୍ବୃତ୍ତ। ବୋମାମାଡ଼ରେ କାହାର କିଛି କ୍ଷତି ହୋଇନାହିଁ। ଏଭଳି ଘଟଣା…

ଚନ୍ଦାହାଣ୍ଡି ଡ୍ରାଇଭର ମହାସଂଘର ଷ୍ଟେରିଂ ବନ୍ଦ ଆନ୍ଦୋଳନ

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟ ଡ୍ରାଇଭର ମହାସଂଘ ର ଆଜି ସାରାରାଜ୍ୟ ବ୍ୟାପି ଷ୍ଟେରିଂ ବନ୍ଦ ଡାକରାକୁ ସମର୍ଥନ ଜଣାଇ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଡ୍ରାଇଭର ମହାସଂଘର ସଭାପତି ହେମନ୍ତ କୁମାର ସିନ୍ନାଙ୍କ ନେତୃତ୍ୱରେ ଚନ୍ଦାହାଣ୍ଡି ଡ୍ରାଇଭର ମହାସଂଘ ଚନ୍ଦାହାଣ୍ଡି ବ୍ଲକ ରେ…

ଷ୍ଟିଅରିଂ ଛାଡ ଆନ୍ଦୋଳନ:ପରିବହନ ମନ୍ତ୍ରୀ ଏବଂ ପ୍ରମୁଖ ସଚିବ କହିଲେ ଆଲୋଚନା ମାଧ୍ୟମରେ ହେବ ସମାଧାନ

ଶବ୍ଦମିଡିଆ ବ୍ୟୁରୋ:ରାଜ୍ୟରେ ଆଜି ଡ୍ରାଇଭର ମହାମଞ୍ଚର ଷ୍ଟିଅରିଂଛାଡ଼ ଆନ୍ଦୋଳନ ଡାକରା ଦେଇ ଅଖଚକ ବନ୍ଦ କରିଛନ୍ତି।ଏସବୁ ଭିତରେ ଜନଜୀବନ ଯାତାୟାତ ପ୍ରଭାବିତ ହୋଇଛି।ତେବେ ୧୦ ଦଫା ଦାବିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଡ୍ରାଇଭର ଏକତା ମହାମଞ୍ଚ ଏହି ଆନ୍ଦୋଳନ ଡାକରା ଦେଇଛନ୍ତି।ଆନ୍ଦୋଳନ…