Mon. Nov 30th, 2026

Category: ଓଡ଼ିଶା

ବର୍ଷୁଛି କାଳବୈଶାଖୀ; ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଆଜି ଉପକୂଳ ଓଡ଼ିଶାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ତଥା ସଂଲଗ୍ନ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ବେଳେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଭ ବିଭାଗ ଆକଳନ କରିଛି…

ଗୋଦାବରୀଶ ମହାବିଦ୍ୟାଳୟ ଆଲୁମିନ୍ (ପୁରାତନ ଛାତ୍ର ସଂଗଠନ) କମିଟିର ପ୍ରଥମ ବୈଠକ

ଆଜି ୧୦.୩୦ ମିନିଟ ସମୟରେ ଗୋଦାବରୀଶ ମହାବିଦ୍ୟାଳୟର ରିଡିଙ୍ଗ ରୁମରେ ନବ ଗଠିତ ପୁରାତନ ଛାତ୍ର ସଂଗଠନ (ଆଲୁମିନ୍)ର ବୈଠକ ଅନୁଷ୍ଠିତ ହୋଇଥିଲା। ପୁରାତନ ଛାତ୍ର ସଂଗଠନର ସଭାପତି ଡା.ଦେବେନ୍ଦ୍ର ନାଥ ମାନସିଂହଙ୍କ ସଭାପତିତ୍ବରେ ଆଗାମୀ ୦୨.୦୪.୨୩ରେ ଆୟୋଜନ କରାଯିବାକୁ ଥିବା…

ଆର୍ଯ୍ୟଭୂମି ଲଦାଖ-ଭାଗ ୧୧

ପାଙ୍ଗଙ୍ଗ ହ୍ରଦରୁ ଲେହ ଅଭିମୁଖେ ଲେଉଟାଣି ଯାତ୍ରା। ଡାହାଣ ପାଖରେ ସିୟୋକ୍ ନଦୀ। ଲକ୍ଷ ଆମର, ବାଟରେ ଚାଙ୍ଗ ଲା ପାସ୍ ଉପରେ ବରଫ’ର ମଜା ନେବୁ। ମଧ୍ୟାହ୍ନ ଭୋଜନ କରିବୁ ହେମିସ୍ ଅଭୟାରଣ୍ୟ ପାଖାପାଖି କୋଉଠି ଗୋଟିଏ ଜାଗାରେ। ଗାଡ଼ି…

ମୁଖ୍ୟ ଶାସନ ସଚିବ ଙ୍କ ଚନ୍ଦାହାଣ୍ଡି ଗସ୍ତ ରେ ବର୍ଷା ସାଜିଲା ବାଧକ

ରାଜ୍ୟ 5 ଟି ମୁଖ୍ୟ ଶାସନ ସଚିବ ଭି କେ ପାଣ୍ଡିଆନ ଙ୍କ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ । ମାଲଗାଁ ଠାରେ ଚନ୍ଦାହାଣ୍ଡି ବ୍ଲକ ରେ ଜଳସେଚନ ବ୍ୟବସ୍ଥା କରାଯିବା ପାଇଁ ଆଜି ଗସ୍ତ କରିଥିଲେ । ମୁଖ୍ୟ 5…

୫ଟି ସଚିବ ଙ୍କ ଗସ୍ତ ପୂର୍ବରୁ ପିସିସି ସମ୍ପାଦକ ଗିରଫ,ବୁଦ୍ଧିଜୀବୀ ମହଲରେ ନିନ୍ଦା

ଓଡ଼ିଶା ୫ ଟି ସଚିବ ଭି କେ ପାଣ୍ଡିଆନ୍ ଙ୍କ ଗସ୍ତ ସମୟ ରେ ବିଭିନ୍ନ ରୋଚକ ଦୃଶ୍ୟ ଲୋକ ଲୋଚନକୁ ଆସି ଥିବା ବେଳେ ତାଙ୍କ ଗସ୍ତ ସମୟ ରେ ରାଜନୈତିକ କର୍ମୀଙ୍କ ଗିରଫଦାରୀ ପୁଣି ଏକ ନୂଆ ଅଧ୍ୟାୟ…

ସରକାରଙ୍କ ପ୍ରତିଶୃତି ପରେ ,ଡ୍ରାଇଭର ଆନ୍ଦୋଳନ ସ୍ଥଗିତ

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟରେ ୩ ଦିନ ଧରି ଷ୍ଟେରିଂ ଛାଡ଼ ଆନ୍ଦୋଳନ ପ୍ରଭାବାରେ ରାଜ୍ୟରେ ଯାତାୟାତ ଠାରୁ ଆରମ୍ଭ କରି ସାଧାରଣ ଖାଉଟି ପର୍ଯ୍ୟନ୍ତ ସମସ୍ତେ ପ୍ରଭାବିତ ହୋଇଛନ୍ତି।ଆଜି ରାଜ୍ୟ ସରକାରଙ୍କ ପ୍ରତିଶୃତି ପରେ ଡ୍ରାଇଭର ସଂଘ ଆନ୍ଦୋଳନ ସ୍ଥଗିତ ରହିଛି। ଆନ୍ଦୋଳନରୁ…

ବଲିଉଡ ଚଳଚ୍ଚିତ୍ର ‘ଜ୍ୱିଗାଟୋ’ରେ ଦେଖାଦେବେ କେନ୍ଦୁଝରର ଓଡ଼ିଆ ଝିଅ ୟୁଭିକା ବ୍ରହ୍ମ

ଶବ୍ଦମିଡ଼ିଆ ବ୍ୟୁରୋ:ବଲିଉଡ ସିନେମାରେ ଅଭିନୟ କରିବାକୁ ସୁଯୋଗ ମିଳିଛି କେନ୍ଦୁଝରର ଶିଶୁ କଳାକାର ୟୁଭିକା ବ୍ରହ୍ମଙ୍କୁ । ମାତ୍ର ୧୨ ବର୍ଷ ବୟସରେ ସେ ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ସିନେମା ‘ଜ୍ୱିଗାଟୋ’ରେ ଚମତ୍କାର ଅଭିନୟ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି…

ସମ୍ବଲପୁରରେ ପୋଲିସ ଡ୍ରାଇଭର ମହାସଂଘ କର୍ମକର୍ତ୍ତା ମୁହାଁମୁହିଁ,୧୦୦ ଜଣ ଆନ୍ଦୋଳନକାରୀ ଅଟକ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ସମ୍ବଲପୁରରେ ଡ୍ରାଇଭର କର୍ମକର୍ତ୍ତା ଏବଂ ପୋଲିସ ମଧ୍ୟରେ ମୁହାଁମୁହିଁ ହୋଇଥିଲେ।ଡ୍ରାଇଭରମହା ସଂଘର କର୍ମକର୍ତ୍ତା ରାସ୍ତାରୋକ ପାଇଁ ଉଦ୍ୟମ କଲାବେଳେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଶହେ କର୍ମକର୍ତ୍ତାଙ୍କୁ ପୋଲିସ ଅଟକ ରଖିଛି। ସୂଚନାନୁଯାୟୀ, ସମ୍ବଲପୁର-ଦେବଗଡ଼ ରାସ୍ତାର ଜୟନ୍ତପୁର…

ମର୍ମନ୍ତୁନ୍ଦ ଦୁର୍ଘଟଣା:ଗଞ୍ଜାମ ଜିଲ୍ଲା ବାଙ୍କେଶ୍ୱରୀ ଘାଟିରେ ଓଲଟିଲା ପିକଅପ ଭ୍ୟାନ,୪ ଜଣ ଗୁରୁତର ଜଣେ ମୃତ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାଙ୍କେଶ୍ୱରୀ ଘାଟିରେ ଏକ ମର୍ମତୁନ୍ଦ ଦୁର୍ଘଟଆ ଘଟିଯାଇଛି।ସୂଚନା ଅନୁସାରେ ଗଡ଼ଗୋବିନ୍ଦପୁର ପଞ୍ଚାୟତ ଧାନରାଶି ଗାଁରୁ ମା’ ବାଙ୍କେଶ୍ୱରୀ ଦର୍ଶନ ପାଇଁ ଏକ ପିକଅପ ଭ୍ୟାନ ଯୋଗେ ଏମାନେ ପାହାଡ଼ ଉପରକୁ ଯାଉଥିଲେ ଗାଡ଼ି…

ଆଜିଠାରୁ ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯିବେ ୫ ଟି ସଚିବ ଭି. କେ ପାଣ୍ଡିଆନ

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଘନ ଘନ ଗସ୍ତ କରୁଛନ୍ତି ୫ ଟି ସଚିବ ଭିକେ ପାଣ୍ଡିଆନ।ଆଜିଠାରୁ ଦୁଇଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସୁଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ।ଶୁକ୍ରବାର ଅପରାହ୍ଣରେ ୪ଟାରେ ସେ ବିମାନ ଯୋଗେ ଜୟପୁର ପହଞ୍ଚିବେ ।…