ଭିସୁଟ୍ ଛାତ୍ରୀ ମୃତ୍ୟୁ ମାମଲା:ଜୟନାରାୟଣ କହିଲେ ଗୃହ ବିଭାଗ ଯୁଗ୍ମ ଶାସନ ସଚିବଙ୍କ ପୁଅ ହେତୁ କର୍ଯ୍ୟନୁଷ୍ଠାନ କୋହଳ
ଶବ୍ଦମିଡ଼ିଆ ବ୍ୟୁରୋ:ସମ୍ବଲପୁରସ୍ଥିତ ଭିସୁଟ୍ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ମୃତ୍ୟୁ ଘଟଣା ଏହା ମଧ୍ୟରେ ୪୮ ଘଣ୍ଟା ବିତି ଯାଇଛି।ସୂଚନା ଅନୁସାରେ ଚିନ୍ମୟୀ ସେଦିନ ବ୍ରିଜ ତଳକୁ ଡେଇଁ ପଡ଼ିଥିଲେ।ପରେ ତାଙ୍କର ମୃତ ଦେହ ପିସି ବ୍ରିଜ ପାୱାର ଚ୍ୟାନେଲ ନିକଟରେ…