Mon. Nov 30th, 2026

Category: ଓଡ଼ିଶା

ରାୟଗଡା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଜିଲ୍ଳାସ୍ତରୀୟ ସାଂସ୍କୃତିକ ଉତ୍ସବ ଆୟୋଜିତ

ଶବ୍ଦମିଡ଼ିଆ ବ୍ୟୁରୋ:ରାୟଗଡା ଜିସିଡି ହାଇସ୍କୁଲ ପଡିଆ ଠାରେ ରାୟଗଡା ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଅନୁଷ୍ଠିତ ଜିଲ୍ଳାସ୍ତରୀୟ ସାଂସ୍କୃତିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ରାଜ୍ୟ ଉପଦେଷ୍ଠା ପ୍ରଦୀପ ମାଝି ଉପସ୍ଥିତ ଥିଲେ ।…

ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ଯୁବ ଉତ୍ସବ ଆୟୋଜିତ

ଶବ୍ଦମିଡ଼ିଆ ବ୍ୟୁରୋ:ରାୟଗଡା : ନେହେରୁ ଯୁବ କେନ୍ଦ୍ର ସଂଗଠନ, ରାୟଗଡା ତରଫରୁ ସ୍ଥାନୀୟ ମିଟ୍ସ କ୍ୟାମ୍ପସ ଠାରେ ଯୁବ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରର ଉଦଘାଟନୀ ଉତ୍ସବରେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ…

ବାଣପୁର ପ୍ରସିଦ୍ଧ ପରମ୍ପରା,ମହାମିଳନର ଉତ୍ସବ ପଞ୍ଚଦୋଳ

ଶଦ୍ଦମିଡ଼ିଆ ବ୍ୟୁରୋ:ଖୋର୍ଦ୍ଧା ଜିଲ୍ଲା ବାଣପୁର ଯାତ୍ରା ବହୁ ପୁରାତନ ପରମ୍ପରାର ଯାତ୍ରା। ରାଜାରାଜୁଡା ସମୟରୁ ଏହିଯାତ୍ରା ହୋଇଆସୁଛି, ଏ ଅଞ୍ଚଳରେ ବଙ୍କାଡଗଡର ରାଜା ଜଗନ୍ନାଥ ହରିଚନ୍ଦନ ଏହାର ଆୟୋଜନ କରିଥିଲେ। ଅଞ୍ଚଳର ଦେବା ଦେବୀଙ୍କୁ ଏହି ଦୋଳପଡିଆରେ ଏକତ୍ରୀତ କରାଇବା ଫଳଳେ…

ଓସ୍କାର ସଫଳତାରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆନ୍ତର୍ଜାତୀୟ ସ୍ତରରେ ନାଁ ରଖିଛି ଭାରତ। ଓସ୍କାର ରେସରେ ହାତେଇଛି ସଫଳତା। ନାଟୁ ନାଟୁ ଗୀତକୁ ଓସ୍କାର ମିଳିବା ପରେ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମ୍ୟୁଜିକ କମ୍ପୋଜର, ଲିରିସିଷ୍ଟ, ନିର୍ଦ୍ଦେଶକ ଓ ପୁରା ଟିମ୍‌କୁ ଶୁଭକାମନା…

ବିଧାନସଭା ଅଧିବେଶନ: 5 Tକୁ ବିରୋଧ କରି ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ବିଧାନସଭାରେ 5 Tକୁ ନେଇ ଝଡ଼ ଉଠାଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।ଶାସକ ବିରୋଧି ମଧ୍ୟରେ ତୁମ୍ଭି ତୋଫାନ ଝଡ଼ ହୋଇଛି।ବିରୋଧୀ ଦଳ ନେତା 5 T କୁ ନେଇ ପ୍ରଶ୍ନ ଉଠାଇଥିବାବେଳେ ଜବାବ ରଖିଛି ଶାସକ…

ରାଜ୍ୟରେ ଆସନ୍ତା କାଲି ଷ୍ଟିଅରିଂ ଛାଡ ଆନ୍ଦୋଳନ, ସାମିଲ ହେବେ ୫ ଲକ୍ଷରୁ ଉର୍ଦ୍ଧ୍ୱ ଡ୍ରାଇଭର

ଶବ୍ଦମିଡ଼ିଆ ବ୍ୟୁରୋ:ପୁଣି ଡ୍ରାଇଭର ମହାମଞ୍ଚର ଆନ୍ଦୋଳନ ଆସନ୍ତା କାଲି ରାଜ୍ୟରେ ଷ୍ଟିଅରିଂ ଛାଡ ଆନ୍ଦୋଳନ।ରାଜରାସ୍ତାକୁ ଓହ୍ଲାଇବ ଡ୍ରାଇଭର ମହାମଞ୍ଚ।ପରିବହନ ବିଭାଗ ସହିତ ଆଲୋଚନା ବିଫଳ ପରେ ଜିଦରେ ଅଟଳ ଡ୍ରାଇଭର ଏକତା ମହାମଂଚ। ଆସନ୍ତାକାଲିଠାରୁ ଡ୍ରାଇଭର ଏକତା ମହାମଞ୍ଚର ଷ୍ଟିଅରିଂ ଛାଡ…

ଓସ୍କାର ବିଜେତାଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଶବ୍ଦମିଡ଼ିଆ ବ୍ୟୁରୋ:ଚଳଚ୍ଚିତ୍ର କ୍ଷେତ୍ରରେ ସବୁଠାରୁ ବଡ଼ ସମ୍ମାନ ଓସ୍କାର ପୁରସ୍କାର ସମ୍ମାନ।ନିକଟରେ ଓସ୍କାର ସମ୍ମାନ ପୁରସ୍କାର ଉତ୍ସବ ସମାପ୍ତ ହୋଇଛି।ଚଳିତ ବର୍ଷ ଭାରତୀୟ ସିନେମା ପାଇଁ ସଫଳତାର ବର୍ଷ ହୋଇଛି।ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଇତିହାସ ସୃଷ୍ଟି କରିଛି ‘RRR’ ଫିଲ୍ମର…

ରାଜ୍ୟରେ ଗଣଶିକ୍ଷା ବିଭାଗ ଅଧୀନରେ ପୂରଣ ହେବ ୫୧,୫୩୫ ଶିକ୍ଷକ ପଦବୀ

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟରେ ଚଳିତ ବଜେଟରେ ୨୦୨୩-୨୪ ଆର୍ଥିକ ବଜେଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବ୍ୟୟ ଅଟକଳ ୨୨,୫୨୭.୮୦ କୋଟି ଟଙ୍କା ଧାର୍ଯ୍ୟ ହୋଇଥିଲା।ଯାହା ବିଗତ ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୫% ଅଧିକ। ଚଳିତ ଆର୍ଥିକ ବର୍ଷରେ ବିଦ୍ୟାଳୟ…

ଓଡ଼ିଶାରେ ବଢୁଛି ଗଞ୍ଜେଇ ଚୋରା ଚାଲାଣ,୩ଜଣ ଆନ୍ତଃରାଜ୍ୟ ମାଫିଆ ଗିରଫ

ଶବ୍ଦମିଡ଼ିଆ ବ୍ୟୁରୋ:ଦିନକୁ ଦିନ ଓଡ଼ିଶାରେ ବଢିବାରେ ଲାଗିଛି ନିଶା ଦ୍ରବ୍ୟ କାରାବାର।ଗଞ୍ଜେଇ ଚୋରା ଚାଲାଣ ଠାରୁ ଆରମ୍ଭ କରି ବ୍ରାଉନ ସୁଗାର ଜବତ ସହିତ ମଦର କାରବାର ଅଧିକ ଭାବରେ ବଢିଛି।ରାଜ୍ୟ ସରକାର ଏସବୁ ଦମନ କରିବା ପାଇଁ ଚେଷ୍ଟା କରୁଛନ୍ତି…

ଭୁବନେଶ୍ୱରରେ ଆଜିଠୁ ଆରମ୍ଭ ହେବ ଖଦି ମେଳା,୧୦ ଦିନ ଧରି ଚାଲୁ ରହିବ ଖଦି ମେଳା

ଶବ୍ଦମିଡ଼ିଆ ବ୍ୟୁରୋ:ଓଡ଼ିଶାର ପାରମ୍ପରିକ ପୋଷାକକୁ ଉନ୍ନତମାନର କରି ଏହାର ଚାହିଦାକୁ ରାଜ୍ୟ ଦେଶ ଏବଂ ଦେଶ ବାହାରେ ପରିଚିତ କରାଇବା ପାଇଁ ରାଜ୍ୟ ସରକାର ଖଦି ଓ ଗ୍ରାମୋଦ୍ୟୋଗବୋର୍ଡ଼ ନିର୍ମାଣ କରିଛନ୍ତି।ଏହାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଖଦି ନିର୍ମାଣଜାତ ପୋଷାକର ଚାହିଦା…