ବିଜେପି ରାଜ୍ୟରେ କରିବ ଘର ଘର ଚାଲ ଅଭିଯାନ
ଶବ୍ଦ ଓଡିଶା ବ୍ୟୁରୋ: ଓବିସି ବର୍ଗଙ୍କୁ ଓଡ଼ିଶାରେ ମିଳୁନି ଉଚିତ୍ ଅଧିକାର। ଏ ପର୍ଯ୍ୟନ୍ତ ଓବିସି ବର୍ଗଙ୍କ ସଠିକ୍ ଗଣନା କରାଗଲାନି। ସମସ୍ତ ପଛୁଆ ଜାତିଙ୍କୁ ଚିହ୍ନଟ କରି କେନ୍ଦ୍ରିୟ ସୂଚିରେ ସାମିଲ କରାଯାଉନି। ସେମାନଙ୍କୁ ଶିକ୍ଷା, ନିଯୁକ୍ତି, ନିର୍ବାଚନ କ୍ଷେତ୍ରରେ…