Thu. Oct 15th, 2026

Category: ରାଜନୀତି

ବିଜେପି ମାଲଗାଁ ମଣ୍ଡଳ ସଭାପତି ଦଳରୁ ବହିଷ୍କୃତ

ଚନ୍ଦାହାଣ୍ଡି- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ମାଲଗାଁ ମଣ୍ଡଳ ସଭାପତି ଡମ୍ବରୁଧର ମାଝି ଙ୍କୁ ଦଳ ବିରୋଧି କାମ ପାଇଁ ବିଜେପିରୁ ବହିଷ୍କୃତ କରିବା ସହ ତାଙ୍କ ପ୍ରାଥମିକ ସଦସ୍ୟତା ରଦ୍ଧ କରାଯାଇଛି । ଏନେଇ ଚନ୍ଦାହାଣ୍ଡି ବିଜେପି କାର୍ଯ୍ୟଳୟକୁ ଜିଲ୍ଲା…

ଗିରଫ ହେଲେ ବିଧାୟକଙ୍କ ପୁଅ

ପୁଳା ଟଙ୍କାକୁ ବ୍ରାଣ୍ଡେଡ୍ ମଦ ବୋତଲ । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ସାଲୁଜାଙ୍କୁ ଗତକାଲି ରାତିରେ ପୁଲିସ ଗିରଫ କରିଛି। ସ୍ଥାନୀୟ ସିନେମା ହଲରେ ଗଣ୍ଡଗୋଳ ଏବଂ ଭଙ୍ଗାରୁଜା କରିବା ଅଭିଯୋଗରେ ସେ ଗିରଫ…

ନବଙ୍କ ମୃତ୍ୟୁ ପରେ ସିରିଜ ସସପେଣ୍ଡ

ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ପରେ ନିଆଯାଇଛି କାର୍ଯାନୁଷ୍ଠାନ । ଆଇପିଏସ୍ ସ୍ତରରେ ବଡ ଅଦଳ ବଦଳ । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ଘଟଣାରେ ରାଜ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି…

ଆରପାରିରେ ନବ ଦାସ

ଚାଲିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ । ଗୁଳିମାଡ ପରେ ତାଙ୍କୁ ଝାଡସୁଗୁଡାରୁ ଏୟାରଲିଫ୍ଟ ଯୋଗେ ଅଣାଯାଇଥିଲା ଭୁବନେଶ୍ୱର । ଆପୋଲୋ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କୁ…

ଆଜି ବିଜେପିରୁ ଇସ୍ତଫା ଦେଇପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ।

ଶବ୍ଦ ଓଡିଶା ବ୍ୟୁରୋ: ବିଜେପି ଛାଡିପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଆଜି ଏନେଇ ସେ ଘୋଷଣା କରିପାରନ୍ତି । ତାଙ୍କ ସହ ପୁଅ ଶିଶିର ଗମାଙ୍ଗ ମଧ୍ୟ ବିଜେପିରୁ ଇସ୍ତଫା ଦେଇପାରନ୍ତି । ସାମ୍ବାଦିକ ସମ୍ମିଳନୀରେ ଏନେଇ ସେ…

ଆବାସ ଅନିୟମିତତା, ରାଜ୍ୟର ୩୧୪ ବ୍ଲକ ଘେରାଉ କରିବ ବିଜେପି ।

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ଆବାସକୁ ନେଇ ଜୋରଦାର ବିରୋଧ ଜାରିରହିଛି । ଚଳିତ ଥର ଆବାସ ଯୋଜନାରେ ୯ଲକ୍ଷରୁ ଅଧିକ ଲୋକଙ୍କ ତାଲିକା ପ୍ରକାଶ ପାଇଥିଲେ ବି ଅନେକ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ ପଡିଛନ୍ତି । ବଢୁଥିବା ଅସନ୍ତୋଷ…

ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମବାର୍ଷିକ,ବାଣପୁର ମାତୃନିଳୟରେ ବିଜ୍ଞାନ ପ୍ରଦର୍ଶନୀ

ବାଣପୁର: ବାଣପୁର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃନିଳୟ ପରିସରରେ ପାଳିତ ହୋଇଛି ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମବାର୍ଷିକ ।ଏହି ଅବସରରେ ଆୟୋଜିତ ହୋଇଥିଲା ୨୬ତମ ବିଜ୍ଞାନ ମେଳା ପାଳନ କରାଯାଇଛି। ବିଜ୍ଞାନ ମେଳା ସହ ବିଭିନ୍ନ ଫଟୋ, ପୁଷ୍ପ,ହସ୍ତଶିଳ୍ପ କର୍ମ ଆଦି…

ସମ୍ମିଳିତ କର୍ମଜୀବୀ ସମ୍ୱାଦିକ ସଂଘର ଅଷ୍ଟମ ପ୍ରତିଷ୍ଠା ଦିବସ ଓ ରାଜ୍ୟ ସ୍ତରୀୟ ସମ୍ମିଳନୀ ପାଳିତ

ସମ୍ମିଳିତ କର୍ମଜୀବୀ ସମ୍ୱାଦିକ ସଂଘର ଅଷ୍ଟମ ପ୍ରତିଷ୍ଠା ଦିବସ ଓ ରାଜ୍ୟ ସ୍ତରୀୟ ସମ୍ମିଳନୀ ପାଳିତ । ପବିତ୍ର ନେତାଜୀ ଜୟନ୍ତୀ ଅବସରରେ ଐତିହାସିକ ଖୋର୍ଦ୍ଧା ଜୟୀରାଜଗୁରୁ ଟାଉନ ହଲରେ ୮ମ ପ୍ରତିଷ୍ଠା ଦିବସ ଓ ରାଜ୍ୟସ୍ତରୀୟ ସମ୍ମିଳନୀ ପାଳତ ହୋଇଛି…

ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଦିଗବିଜୟଙ୍କ ପ୍ରଶ୍ନ

ଶବ୍ଦ ଓଡିଶା ବ୍ୟୁରୋ: ପାକିସ୍ତାନରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଉପରେ ପୁଣି ଉଠିଲା ପ୍ରଶ୍ନ । ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ଦିଗବିଜୟ ସିଂ । ସେ କହିଛନ୍ତି ଯେ ବିଜେପିର କେନ୍ଦ୍ର ସରକାର ଅନେକ ଦାବି କରିଛନ୍ତି କିନ୍ତୁ କୌଣସି…

ଆଜିଠାରୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ , ୨୪ ପାଇଁ ପ୍ରସ୍ତୁତ ହେବ ରଣନୀତି

ଶବ୍ଦ ଓଡିଶା ବ୍ୟୁରୋ: ଆଜି ବସିବ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ । ୨୦୨୪ ନିର୍ବାଚନ ପାଇଁ ବିଜେପି ତାର ପ୍ରସ୍ତୁତି ଆରମ୍ଭ କରିବ । କେଉଁ ରଣନୀତି ନେଇ ଦଳ ଆଗାମୀ ନିର୍ବାଚନରେ ମଇଦାନକୁ ଓହ୍ଲାଇବ ସେନେଇ ନେତାଙ୍କ ମଧ୍ୟରେ ଆଲୋଚନା…