ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସମୀର ମହାନ୍ତି
ରତ୍ନ ଭଣ୍ଡାର ଚାବି ହଜିବା ଜଗନ୍ନାଥ ମନ୍ଦିର ଇତିହାସରେ ସବୁଠାରୁ କଳଙ୍କିତ ଅଧ୍ୟାୟ । ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ୨୦୧୮ରେ ସରକାରଙ୍କ ନଜରକୁ ଆସିଥିଲା । ସେବେଠାରୁ ଓଡିଶାର ଜନସାଧାରଣଙ୍କର ଏକ ବଡ ଦାବି ହେଲା ଯେ, ସରକାର…
ଦରଦାମ ବୃଦ୍ଧି ପ୍ରସଙ୍ଗରେ ଗର୍ଜିଲା ପିସିସି
ଏବେ ରାଜ୍ୟରେ ପରିବାଦର ଆକାଶ ଛୁଆଁ । ସାଧାରଣ ଜନତା ପରିବା କିଣିବାକୁ ସାହାସ କରୁନାହାନ୍ତି । ଏତିକିବେଳେ ସରକାର ନିଘୋଡ଼ ନିଦରେ ଶୋଇଛନ୍ତି ଏବଂ ମୁନାଫାଖୋର ବେପାରୀଙ୍କ ସହିତ ମିଶି ସାଧାରଣ ଜନତାଙ୍କ ଅସୁବିଧା ବେଳେ ପନିପରିବାର କଳାବଜାରୀ କରି…
ବିଦ୍ୟୁତ ବିଭ୍ରାଟ ପ୍ରସଙ୍ଗରେ ତାତିଲା କଂଗ୍ରେସ; ଟାଟା ପାୱାରର କାର୍ଯ୍ୟାଳୟ ଉପରକୁ କଲା ଅଣ୍ଡା ମାଡ଼
ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ଟାଟା ପାୱାରର କାର୍ଯ୍ୟାଳୟ ଉପରକୁ କଂଗ୍ରେସର ଅଣ୍ଡାମାଡ । ପ୍ରବଳ ଗରମ ଓ ଗୁଳୁଗୁଳି ଭିତରେ ଜାରି ରହିଛି ଟାଟା ପାୱାରର ମନମାନି । ଅଘୋଷିତ ବିଦ୍ୟୁତ କାଟରେ ଏବେ ଅତିଷ୍ଠ ହୋଇଗଲେଣି ଲୋକେ । ଏଣୁ…
ସୁବର୍ଣ୍ଣପୁରରେ ବିଜେଡ଼ିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର ଜିଲ୍ଲା ନୂତନ ଟାଉନ ହଲ ଠାରେ ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଜେଡିର ସାଙ୍ଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଯୋଗଦେଇଥିବା ବେଳେ ବିଜେଡି ସୁବର୍ଣ୍ଣପୁର ଜିଲ୍ଲା ପ୍ରଭାରୀ ଦେବେଶ ଆଚାର୍ଯ୍ୟଙ୍କ ସହିତ…
ଚାଷୀମାନଙ୍କ ପାଇଁ କ୍ୟାବିନେଟ୍ କମିଟି ବୈଠକରେ ସ୍ବତନ୍ତ୍ର ପ୍ୟାକେଜ
କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଚାଷୀମାନଙ୍କ ପାଇଁ ୩,୭୦,୧୨୮ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ୍କୁ ମଞ୍ଜୁର କରାଯାଇଛି। ଏହି ପ୍ୟାକେଜ୍ ଅଧୀନରେ ଏକାଧିକ ଯୋଜନାର ଲାଭ ରହିଛି। ଚାଷୀ କଲ୍ୟାଣ, ଜମି ଉତ୍ପାଦକତା ପୁନରୁଦ୍ଧାର ଓ…
ଓଡ଼ିଶା ପାଇଁ ଜୁନରୁ ଅକ୍ଟୋବର ଗୁରୁତ୍ବପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ
ରାଜ୍ୟ ପାଇଁ ଜୁନରୁ ଅକ୍ଟୋବର ଗୁରୁତ୍ବପୂର୍ଣ୍ଣ । ଏହି ସମୟ ମଧ୍ୟରେ ବାତ୍ୟା, ବନ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ ଓଡ଼ିଶା । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ସବୁ ପ୍ରକାର ପ୍ରସ୍ତୁତି କରିବାକୁ ରାଜ୍ୟ…