ବିସ୍ଥାପିତ ମହିଳାଙ୍କ ମୃତ୍ୟୁ ପ୍ରସଙ୍ଗ, ରାୟଗଡା କଂଗ୍ରେସର ଆନ୍ଦୋଳନ ଚେତାବନୀ
ଉତ୍କଳ ଆଲୁମିନା କାରଖାନା ଦ୍ୱାରା ବିସ୍ଥାପିତ ଶିଳାବତୀ ନାୟକଙ୍କ ମୃତ୍ୟୁ ପରେ ରାୟଗଡ଼ା ଜିଲ୍ଲାର କାଶୀପୁର ଅଞ୍ଚଳରେ ତେଜୁଛି ଜନ ଅସନ୍ତୋଷ । ପରିବାରକୁ ଅନୁକମ୍ପା ରାଶି ସହ ମୃତ ଶିଳାବତୀଙ୍କ ନବଜାତ ଶିଶୁର ସମସ୍ତ ଭରଣ ପୋଷଣ ଦାୟୀତ୍ୱ କମ୍ପାନୀ…
କେସିଆରଙ୍କ ବିଆରଏସରେ ଯୋଗଦେବେ ଗିରିଧାରୀ ଗମାଙ୍ଗ! ହାଇଦ୍ରାବାଦରେ କେସିଆରଙ୍କୁ ସାକ୍ଷାତ
ଶବ୍ଦ ଓଡିଶା ବ୍ୟୁରୋ: ଭାରତ ରାଷ୍ଟ୍ର ସମିତି ପୂର୍ବରୁ ତେଲେଙ୍ଗାନା ରାଷ୍ଟ୍ର ସମିତିରେ ଯୋଗଦେଇପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ । ଗିରିଧାରୀଙ୍କ ସହ ପୁଅ ଶିଶିର ଗମାଙ୍ଗ ମଧ୍ୟ ଏହି ଦଳରେ ଯୋଗଦେଇପାରନ୍ତି । ଶୁକ୍ରବାର ଉଭୟ ହାଇଦ୍ରାବାଦ ସ୍ଥିତି…
ଚିଲିକାରେ ବିଜେଡ଼ିର ପ୍ରତିଷ୍ଠା ଦିବସ ପାଳନ
ଚିଲିକା ନିର୍ବାଚନ ମଣ୍ଡଳୀର ବାଲୁଗାଁ ବିଜୁ ଜନତା ଦଳ ର କାର୍ଯ୍ୟାଳୟ ଠାରେ ବିଜେଡିର ୨୬ତମ ପ୍ରତିଷ୍ଠା ଦିବସର ପୂର୍ତ୍ତି ପାଳନ ଉତ୍ସବ ପାଳିତ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବିଜୁଜନତା ଦଳର ସଭାପତି ବିଭୁତି ବଳବନ୍ତରାୟ ଓ ଖୋର୍ଦ୍ଧା ବିଧାୟକ…
ରାଜ୍ୟରେ ସରକାର କିଏ ଚଳାଉଛି, ବାଣପୁରରେ ନଡ୍ଡାଙ୍କ କଟାକ୍ଷ
ଚିଲିକା ନିର୍ବାଚନ ମଣ୍ଡଳିର ଐତିହାସିକ ପାଇକ ବିଦ୍ରୋହର ଏନ୍ତୁଡିଶାଳ ବାଣପୁରର ପଲଟଣ ପଡିଆରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା।। ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ବିଧାନସଭାର ବାଣପୁର ପଲଟନ ପଡିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ ବିଜେପି ରାଷ୍ଟ୍ରୀୟ…
ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଦ୍ୱାରା ଆୟୋଜିତ ଚିଲିକା ବ୍ଲକର ବିଶାଳ ମହିଳା କର୍ମୀ ସମ୍ମିଳନୀ
ଚିଲିକାରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଦ୍ୱାରା ଆୟୋଜିତ ଚିଲିକା ବ୍ଲକର ବିଶାଳ ମହିଳା କର୍ମୀ ସମ୍ମିଳନୀ । ବିଜେଡିରେ ଗୋଷ୍ଠୀ କନ୍ଦଳ ଲାଗି ରହିଥିବା ବେଳେ ଆଜି ପୁଣିଥରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ଏକ ମହିଳା କର୍ମୀ ସମ୍ମିଳନୀ…