Mon. Nov 30th, 2026

Author: Niharika Mohanty

କୋର୍ଟ ପରିସରରେ ମଧୁବାବୁଙ୍କ ଜୟନ୍ତୀ ପାଳିତ

ଉତ୍କଳ ଗୋୖରବ ମଧୁସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ ତଥା ଓକିଲ ଦିବସ ଅବସରରେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଏବଂ ରାୟଗଡ଼ର ମାନ୍ୟବର ବିଧାୟକ ଶ୍ରୀ ମକରନ୍ଦ ମୁଦୁଲୀ, ରାୟଗଡ଼ା କୋର୍ଟ ପରିସରରେ ଥିବା…

ଶହିଦ ଜବାନଙ୍କ ଅନ୍ତ୍ୟେଷ୍ଟିକୁ ନେଇ ନକ୍ସଲଙ୍କ ଧମକ, ଆସିପାରିଲାନି ପାର୍ଥିବ ଶରୀର

ଛତିଶଗଡ଼ ଦାନ୍ତେୱାଡାରେ ବୁଧବାର ନକ୍ସଲ ଆଇଇଡି ବିସ୍ଫୋରଣ କରିଥିଲେ। ଫଳରେ ୧୦ ଜଣ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଜବାନ ଓ ଜଣେ ଘରୋଇ ବାହନ ଚାଳକ ପ୍ରାଣ ହରାଇଥିଲେ। ଶହିଦ ଜବାନମାନଙ୍କ ଅନ୍ତିମ ସଂସ୍କାରକୁ ନେଇ ଗୁରୁବାର ନକ୍ସଲ ଧମକ…

ଖରାଛୁଟିରେ ପିଲାଙ୍କୁ ମିଳିବ ଆଇରନ ଓ ଫଲିକଏସିଡ ଟାବଲେଟ

ଏଣିକି ଖରାଛୁଟିରେ ପିଲାଙ୍କୁ ମିଳିବ ଆଇରନ ଓ ଫଲିକଏସିଡ ଟାବଲେଟ । ଘରକୁ ଘର ବୁଲି ଟାବଲେଟ ବାଣ୍ଟିବେ ଶିକ୍ଷକ। ୧୯ ଏପ୍ରିଲରୁ ୧୬ଜୁନ ଯାଏ ଘରକୁ ଘର ବୁଲି ଟାବଲେଟ ବଣ୍ଟାଯିବ। ଶିକ୍ଷକମାନଙ୍କୁ ଟାବଲେଟ ବାଣ୍ଟିବାକୁ ଚିଠି ଜରିଆରେ ଦିଆଯାଇଛି…

ସାଇବର କ୍ରାଇମ ସଚେତନା କର୍ମଶାଳା ଅନୁଷ୍ଠିତ

ଶ୍ରୀକ୍ଷେତ୍ର କଲୋନୀ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶ୍ରୀ ଅରବିନ୍ଦ ଶତପଥୀଙ୍କ ସଂଯୋଜନା କ୍ରମେ ହେଲ୍ପଜ ଇଣ୍ଡିଆ ସହାୟତାରେ ସାଇବର କ୍ରାଇମ ସଚେତନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମଙ୍ଗଳା ମନ୍ଦିରରେ ବୟସ୍କ ନାଗରିକମାନଙ୍କ ମଧ୍ୟରେ ଏକ କର୍ମଶାଳା ଆୟଜିତ ହୋଇ…

ବିସ୍ଥାପିତ ଦୋକାନୀମାନଙ୍କ ଅସୁବିଧା ଆଲୋଚନା ସଭା ଅନୁଷ୍ଠିତ

ନୂତନ ଭାବେ ନିର୍ମିତ ମାର୍କେଟି କଂପ୍ଲେକ୍ସ ଦୋକାନ ଆବଣ୍ଟନ ନିମନ୍ତେ ପୂର୍ବ ସଭା ଆଜି ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁରୀ ମୁନିସିପାଲଟିର ଅଧିକାରୀମାନେ ଉପସ୍ଥିତ ରହି ବିସ୍ଥାପିତ ଦୋକାନୀମାନଙ୍କ ବିଭିନ୍ନ‌ ଅସୁବିଧା ଉପରେ ଆଲୋଚନା କରିଥିଲେ।

ପହିଲାରୁ ମହଙ୍ଗା ହେବ ଦୁଗ୍ଧଜାତ ଦ୍ରବ୍ୟର ଦର

ପହିଲାରୁ ମହଙ୍ଗା ହେବ ଦୁଗ୍ଧଜାତ ଦ୍ରବ୍ୟର ଦର। ମେ’ ୧ରୁ ଛେନା, ପନିର, ଖୁଆ ଆଦି ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ। କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘର ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ପରେ ଛେନା କେଜି…

ବିଶ୍ଵ ଲବୋରଟୋରୀ ପ୍ରଫେସନାଲ ସପ୍ତାହ ଉଦଘାଟିତ

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରୋଗ ନିଦାନ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ଏହି ବିଭାଗରେ କାର୍ଯ୍ୟରତ କୁଶଳୀ ଲାବୋରେଟୋରୀ ଟେକନିସିଆନମାନେ ନିରନ୍ତର ପରିଶ୍ରମ କରି ପରୀକ୍ଷଣର ସଠିକ୍ ଫଳାଫଳ ଡାକ୍ତରମାନଙ୍କୁ ପ୍ରଦାନ କରିଥାନ୍ତି । ଫଳତଃ ରୋଗୀର ରୋଗ ନିରୂପଣ ତତକାଳ ହୋଇ…

ଚାଲିଛି ରଥ ନିର୍ମାଣ କାର୍ଯ୍ୟ; କେମିତି ହୁଏ ଏହି ପ୍ରକ୍ରିୟା?

ଅକ୍ଷୟ ତୃତୀୟାରେ ଅନୁକୂଳ ପରେ ଶ୍ରୀନହର ସମୁଖ ରଥ ଖଳାରେ ଆରମ୍ଭ ହୋଇ ସାରିଛି ରଥ ନିର୍ମାଣ କାର୍ଯ୍ୟ। ପ୍ରଥମେ ରଥର ଚକ କାର୍ଯ୍ଯ ଆରମ୍ଭ ହେଇଛି। ପ୍ରଥମ ପର୍ଯ୍ୟାୟରେ ଚକ ପ୍ରସ୍ତୁତି ନିମନ୍ତେ ତୁମ୍ବ ନିର୍ମାଣ ଚାଲିଛି। ଏହି କାର୍ଯ୍ୟ…

ପୁରୀ ଧର୍ମଶାଳାରେ ନିଆଁ

ପୁରୀରେ ଅଗ୍ନିକାଣ୍ଡ। ବାଗେଡିଆ ଧର୍ମଶାଳାରେ ଲାଗିଲା ନିଆଁ। ଧର୍ମଶାଳାର ରୋଷେଇ ଘରେ ଥିବା ଦୁଇଟି ଗ୍ୟାସ୍ ସିଲିଣ୍ଡରରେ ଲାଗିଥିଲା ନିଆଁ। ସେଠାରେ ରହଣି ପାଇଁ ଆସିଥିବା ଭକ୍ତମାନେ ରୋଷେଇ କରୁଥିବା ସମୟରେ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗିଥିଲା। ନିଆଁ ଭୟରେ ପର୍ଯ୍ୟଟକମାନେ…

ପୁଅ ନିର୍ଦ୍ଦେଶକ, ବାପା ଅଭିନେତା!

ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ। ଏବେ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ, ଏଥର ପର୍ସନାଲ ଲାଇଫ୍‌ ନୁହେଁ ବରଂ ପ୍ରୋଫେସନାଲ ଲାଇଫ୍‌କୁ ନେଇ । ଆର୍ଯ୍ୟନ୍ ତାଙ୍କର ପ୍ରଥମ ପ୍ରୋଜେକ୍ଟର କାମ ଆରମ୍ଭ କରିଛନ୍ତି। ଯେଉଁଥିରେ ସେ ତାଙ୍କ…