Thu. Oct 15th, 2026

ନୂତନ ଭାବେ ନିର୍ମିତ ମାର୍କେଟି କଂପ୍ଲେକ୍ସ ଦୋକାନ ଆବଣ୍ଟନ ନିମନ୍ତେ ପୂର୍ବ ସଭା ଆଜି ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ପୁରୀ ମୁନିସିପାଲଟିର ଅଧିକାରୀମାନେ ଉପସ୍ଥିତ ରହି ବିସ୍ଥାପିତ ଦୋକାନୀମାନଙ୍କ ବିଭିନ୍ନ‌ ଅସୁବିଧା ଉପରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *