Thu. Oct 15th, 2026

ଏଣିକି ଖରାଛୁଟିରେ ପିଲାଙ୍କୁ ମିଳିବ ଆଇରନ ଓ ଫଲିକଏସିଡ ଟାବଲେଟ । ଘରକୁ ଘର ବୁଲି ଟାବଲେଟ ବାଣ୍ଟିବେ ଶିକ୍ଷକ। ୧୯ ଏପ୍ରିଲରୁ ୧୬ଜୁନ ଯାଏ ଘରକୁ ଘର ବୁଲି ଟାବଲେଟ ବଣ୍ଟାଯିବ। ଶିକ୍ଷକମାନଙ୍କୁ ଟାବଲେଟ ବାଣ୍ଟିବାକୁ ଚିଠି ଜରିଆରେ ଦିଆଯାଇଛି ନିର୍ଦ୍ଦେଶ l

Leave a Reply

Your email address will not be published. Required fields are marked *