Mon. Nov 30th, 2026

Author: Niharika Mohanty

ଓୟୁଜେ ତରଫରୁ ଡିଆଇଜିଙ୍କୁ ଦାବିପତ୍ର ପ୍ରଦାନ; ସାମ୍ବାଦିକଙ୍କ ନାଁରେ ହୋଇଥିଲା ମିଥ୍ୟା ମାମଲା

ରାୟଗଡା ଜିଲ୍ଲା ଗୁଣୁପୁରୁର ବରିଷ୍ଠ ସାମ୍ବାଦିକ ରଞ୍ଜିତ ପାଢୀଙ୍କ ବିରୁଦ୍ଧରେ ଆକ୍ରୋଶ ମୂଳକ ଓ ଯୋଜନା ବଦ୍ଧ ଭାବେ ଗୁଣୁପୁର ପୋଲିସ୍ କରିଥିଲା ମିଥ୍ୟା ମାମଲା। ଯାହାକୁ ପ୍ରତ୍ୟାହାର କରିବାକୁ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ୍ ଙ୍କୁ ଅବିଭକ୍ତ କୋରାପୁଟ…

ଛାତ୍ର ସଂସଦ ନିର୍ବାଚନର ଦାବି କଲା ରାଜ୍ୟ ଆପ୍ ଦଳ

ଆଜି ଆମ୍ ଆଦ୍‌ମୀ ପାର୍ଟି ପୁରୀ ତରଫରୁ ଜିଲ୍ଲା ଯୁବ ସଭାପତି ଶ୍ରୀ ଅଂଶୁମାନ ଶତପଥୀଙ୍କ ଉପସ୍ଥିତରେ ପୁରୀ ଜିଲ୍ଲା ଯୁବ କାର୍ଯ୍ୟକାରିଣୀ ସମ୍ମିଳନୀ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ଓ ପ୍ରତ୍ୟେକ ବ୍ଲକରୁ ଆଜି…

ଆଜି ଅପରା ଜଳକ୍ରୀଡ଼ା ଏକାଦଶୀ

ଆଜି ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଜଳକ୍ରୀଡ଼ା ଏକାଦଶୀ ଏହାର ଅନ୍ୟନାମ ” ଅପରା ଏକାଦଶୀ ” ବା ” ଶମ୍ଭୁ ଏକାଦଶୀ ” ଭାବେ ଆଜିର ଦିନକୁ ପାଳନ କରାଯାଏ । କାରଣ ଏହି ଏକାଦଶୀ ବ୍ରତ ପାଳନ ଫଳରେ ବ୍ରତୀ ଅପାର…

ଚନ୍ଦନ ଯାତ୍ରାରେ କାହିଁକି ଯାଆନ୍ତି ନାହିଁ ସୁଭଦ୍ରା?

ଚନ୍ଦନ ଯାତ୍ରାରେ ସାଧାରଣତଃ ସୁଭଦ୍ରାଙ୍କୁ ଚାଟ ଖେଳିବାର ଦେଖିବାକୁ ମିଳିଥାଏ। ତେବେ ଆପଣ ଜାଣିଛନ୍ତି କି ଏହାର କାରଣ କ’ଣ? ସୁଭଦ୍ରା ହେଉଛନ୍ତି ପ୍ରକୃତିଙ୍କ ଭଗ୍ନୀ ରୂପ, ଏବଂ ଶ୍ରୀମନ୍ଦିରରେ ମୂଳ ଏଣୁ ପତ୍ନୀ ସ୍ଵରୁପ ଶ୍ରୀ ଭୂ ବିଜେ ହେବା…

ରଥଖଳାରେ ଶେଷ ହେଲା ଚଉପଟ

ରଥଖଳାରେ ଆଜି ସୁଦ୍ଧା ତିନିରଥର ୯ ଟି ଲେଖାଁଏ ଚକ ଅର୍ଥାତ ୨୭ ଗୋଟି ଚକର ନିର୍ମାଣ ଶେଷ ହୋଇଛି । ଏଥିସହ ତିନିରଥର ୪ ଗୋଟି ଲେଖାଏଁ ଚଉତା କାଠର ଚଉପଟ କାର୍ଯ୍ୟ ଶେଷ ହୋଇଛି । ଏଥି ସହ…

ବିକାଶ ନାଁରେ ସରକାରୀ ବାବୁଙ୍କ ହରିଲୁଟକୁ ସାମ୍ନାକୁ ଆଣିଲେ ଆଦିବାସୀ ମହିଳା

ନିୟମଗିରି ପାର୍ବତ୍ୟ ମାଳାରେ ରହୁଥିବା ଆଦିମ ଜନଜାତିଙ୍କ କୃଷିର ବିକାଶ ନାରାଦେଇ ଚାଟିକଣା ଠାରେ ଓପିଲିପି ଅଧିନରେ କାର୍ଯ୍ୟ କରୁଥିବା ଓଡ଼ିଶା ଆଦିବାସୀ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ (ଓପିଲିପି) କରୁଛି ପ୍ରତାରଣା । ପ୍ରବେଶ ଦ୍ୱାରରେ ଓଡିଶା ସରକାର,…

ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା କୋରାପୁଟ ଶାଖା ପକ୍ଷରୁ ଆଜି ଏକ ଦାବିପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ସଭାପତି ମଦନମୋହନ ନାୟକ, ସମ୍ପାଦକ ପରମେଶ୍ୱର ପାତ୍ର, ରାଜ୍ୟ…

ମିଶନ ଶକ୍ତି ସଭାନେତ୍ରୀଙ୍କୁ ଜିଲ୍ଲାପାଳଙ୍କ ଶୁଭେଚ୍ଛା

ଓଡିଶା ସରକାର ଦୁବାଇ ସହ ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ସମ୍ପର୍କ ଯୋଡିବାକୁ ପ୍ରୟାସ ଆରମ୍ଭ କରିଥିବାବେଳେ ୧୬ ତାରିଖରେ ଦୁବାଇରେ ପର୍ଯ୍ୟଟନ ବିଭାଗର ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ୧୫ରେ ମିଶନ ଶକ୍ତି କୋରାପୁଟ ଜିଲ୍ଲା ସଭାନେତ୍ରୀ…

ସରକାରୀ ଅଧିକାରୀ ଓ ସ୍ୱଛାସେବୀ ସମନ୍ୱୟ ବୈଠକ ଅନୁଷ୍ଠିତ।

ପ୍ରାକୃତିକ ବିପର୍ଯ୍ୟୟକୁ ରୋକାଯାଇ ନ ପାରେ କିନ୍ତୁ ପୂର୍ବ ପ୍ରସ୍ତୁତି ଦ୍ଵାରା ଏହା ଦ୍ୱାରା କ୍ଷତି କୁ ହ୍ରାସ କରାଯାଇ ପାରିବ। ଏଥିରେ ସ୍ୱଛାସେବୀମାନଙ୍କର ସହଯୋଗ ଗୁରତ୍ୱପୂର୍ଣ୍ଣ ବୋଲି ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ ମତ ଦେଇଛନ୍ତି। ଆଜି…

କର୍ଣ୍ଣାଟକରେ କ୍ଷମତାକୁ ଆସିବ କଂଗ୍ରେସ!

କର୍ଣ୍ଣାଟକରେ ଭୋଟଗ୍ରହଣ ଶେଷ ହୋଇଛି । ରାଜ୍ୟରେ କଂଗ୍ରେସ ପୁଣି କ୍ଷମତାକୁ ଆସିବାକୁ ଆଶା ରଖିବାଥିବାବେଳେ ବିଜେପି ଲଗାତାର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିବ ବୋଲି ଲକ୍ଷ୍ୟ ରଖିିଛି । ଭୋଟ ଫଳାଫଳ ୧୩ ତାରିଖରେ ଆସିବ । କିନ୍ତୁ…