ରଥଖଳାରେ ଆଜି ସୁଦ୍ଧା ତିନିରଥର ୯ ଟି ଲେଖାଁଏ ଚକ ଅର୍ଥାତ ୨୭ ଗୋଟି ଚକର ନିର୍ମାଣ ଶେଷ ହୋଇଛି ।

ଏଥିସହ ତିନିରଥର ୪ ଗୋଟି ଲେଖାଏଁ ଚଉତା କାଠର ଚଉପଟ କାର୍ଯ୍ୟ ଶେଷ ହୋଇଛି । ଏଥି ସହ ଗୁଜ ଗୁଡ଼ିକର ରୂପ ଖୋଦେଇ କାର୍ଯ୍ୟ ଜାରି ରହିଛି ।