ନାଗାଲାଣ୍ଡ ଆକ୍ୱାରିୟମ୍ ୟୁନିଟର ଫିସ୍ ଜର୍ମପ୍ଲାଜ୍ ଉଦଘାଟିତ

ଶବ୍ଦ ଓଡିଶା ବ୍ୟୁରୋ: ନାଗାଲାଣ୍ଡ ଆକ୍ୱାରିୟମ୍ ୟୁନିଟର ଫିସ୍ ଜର୍ମପ୍ଲାଜ୍ ଉଦଘାଟିତ ହୋଇଛି । ICAR-CIFAର ସମସ୍ତ ଅଧିକାରୀ ଏବଂ ନାଗାଲାଣ୍ଡର ମତ୍ସ୍ୟପାଳନ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଏହା ଉଦଘାଟିତ ହୋଇଛି। ଏହି ଅବସରରେ 16ଟି ଜିଲ୍ଲାର 42 ପ୍ରଜାତିର ମାଛ ଲୋକଙ୍କ ପାଇଁ ପ୍ରଦର୍ଶିତ କରାଯାଇଥିଲା ।
ସେହିଭଳି କୃଷକମାନଙ୍କୁ ପାଣିରେ କେମିତି ଚାଷ କରାଯାଇପାରିବ, ଏହା ଦ୍ୱାରା ସେମାନେ କେମିତି ଲାଭବାନ ସେନେଇ କର୍ମଶାଳାର ଆୟୋଜନ କରାଯାଇଥିଲା । ଡ. ଭିମେଜୋ କେରେ ଏବଂ ତାଙ୍କ ଆକ୍ୱାରିୟମ ୟୁନିଟର ସମସ୍ତଙ୍କୁ ଏଥିପାଇଁ ଧନ୍ୟବାଦ ଦିଆଯାଇଛି ।

You May Also Like

More From Author

+ There are no comments

Add yours