ପନିର ଖାଉଥିଲେ ନଜର ପକାନ୍ତୁ ଏହି ରିପୋର୍ଟ …
ସାଧାରଣତଃ ଭେଜିଟେରିଆନ ଲୋକମାନଙ୍କୁ ଖାଇବା କଥା ପଚାରିଲେ ସେମାନେ ପନିର କଥା ଆଗ କହିଥାନ୍ତି। ଆମ ଦୈନନ୍ଦିନ ଖାଦ୍ଯରେ ଏହା ସଭିଙ୍କ ପସନ୍ଦ ର ଖାଦ୍ଯ। ଏଥିରେ ଫାଇବର, ପ୍ରୋଟିନ୍, ଫସଫରସ୍, କ୍ୟାଲସିୟମ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଭଳି ଜିନିଷ ଥାଏ ।…
ସାଧାରଣତଃ ଭେଜିଟେରିଆନ ଲୋକମାନଙ୍କୁ ଖାଇବା କଥା ପଚାରିଲେ ସେମାନେ ପନିର କଥା ଆଗ କହିଥାନ୍ତି। ଆମ ଦୈନନ୍ଦିନ ଖାଦ୍ଯରେ ଏହା ସଭିଙ୍କ ପସନ୍ଦ ର ଖାଦ୍ଯ। ଏଥିରେ ଫାଇବର, ପ୍ରୋଟିନ୍, ଫସଫରସ୍, କ୍ୟାଲସିୟମ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଭଳି ଜିନିଷ ଥାଏ ।…
ଭାରତରେ ଅକ୍ଟୋବର ରେ ଲଞ୍ଚ ହୋଇଥିଲା ୫ଜି । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସେବାକୁ ଲୋକମାନଙ୍କ ପାଇଁ ଲଞ୍ଚ କରିଥିଲେ । ସାମ୍ନାକୁ ଆସିଥିଲା ୫ଜିର ଉପଯୋଗୀତା। ସ୍ପିଡକୁ ନେଇ ଲୋକଙ୍କ ମଧ୍ଯରେ ଦେଖାଯାଇଥିଲା ଉତ୍ସୁକତା। ତେବେ ଏବେ…
ଭାରତୀୟଙ୍କ ପରିଚୟ କହିଲେ ସାଧାରଣତଃ ଆଧାର କାର୍ଡ ଆମ ଭାରତୀଙ୍କର ଏକ ସ୍ୱତନ୍ତ୍ର ପରିଚୟ ପତ୍ର । ଏଥିରେ ଏକ ୟୁନିକ୍ ନମ୍ବର ରହିଛି । ଯାହାଦ୍ୱାରା ଆମେ ସରକାରଙ୍କ ଦ୍ୱାରା ଜନହିତକର ଯୋଜନାର ଫାଇଦା ନେଇପାରିବା । ତେବେ ବିଭିନ୍ନ…
ସମୁଦ୍ର ତଟରେ ଶହ ଶହ ତିମି। ଯଦି ଆପଣ ଭାବୁଛନ୍ତି ଯେ, ଏମାନେ ସମୁଦ୍ର କୂଳରେ କୌତୁକିଆ ଖେଳ ଖେଳୁଛନ୍ତି ତାହେଲେ ଆପଣ ଭୁଲ ଭାବୁଛନ୍ତି। ଏଠି ପଡିଛି ତିମିମାନଙ୍କର ମୃତ ଦେହ। ନ୍ୟୁଜିଲାଣ୍ଡର ଛଥାମ ଦ୍ୱୀପପୁଞ୍ଜରେ ୫ଶହ ପାଇଲଟ ତିମିଙ୍କ…
ବିଷ ପାଲଟିଛି କଫ୍ ସିରଫ। ନେଉଛି ଛୋଟପିଲାଙ୍କ ଜୀବନ। ଆଫ୍ରିକୀୟ ଦେଶ ଗାମ୍ବିଆରେ ଅନେକ ପିଲାଙ୍କ ମୃତ୍ୟୁ ଏବଂ କିଡନୀ ସହ ଜଡ଼ିତ ସମସ୍ୟା ସାମ୍ନାକୁ ଆସିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଭାରତରେ ତିଆରି ହୋଇଥିବା ୪ କଫ୍…
ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୦-୨୧ର ରେଜଲ୍ଟ ପ୍ରକାଶ କରିଛି ଓଡିଶା ଲୋକସେବା ସେବା ଆୟୋଗ । ତେଜସ୍ୱିନୀ ବେହେରା ଓସିଏସ ଟପ୍ପର ହୋଇଛନ୍ତି । ମୋଟ ୩୯୨ ଜଣ ପ୍ରାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ୨୪୪ ଜଣ ପୁଅ କୃତକାର୍ଯ୍ୟ…
ଦାମନଯୋଡ଼ିରେ ପାଳିତ ହୋଇଯାଇଛି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ। ନାଲକୋ କମ୍ଯୁନିଷ୍ଟ ସେଣ୍ଟର ଠାରେ ଗୋପବନ୍ଧୁଙ୍କ ୧୪୫ତମ ଜନ୍ମଜୟନ୍ତୀ ପାଳନ ହୋଇଛି। ମିଡିଆ ହାଉସ ଦାମନଯୋଡି ଓ ବର୍ଷା ସାହିତ୳ ସଂସଦର ମିଳିତ ଆନୁକୂଲ୍ଯରେ ଆୟୋଜିତ ଏହି ଉତ୍ସବରେ ନାଲକୋର ମହାପ୍ରବନ୍ଧକ…
ଗାଙ୍ଗୁଲିଙ୍କ ଫ୍ୟାନ୍ସଙ୍କ ପାଇଁ ଦୁଃଖ ଖବର। ଖୁବଶୀଘ୍ର ଦାୟିତ୍ୱରୁ ଓହରି ଯିବେ ସୌରଭ । ଭାରତର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆସନ୍ତା ସପ୍ତାହରେ ବୋର୍ଡରୁ ବିଦାୟ ଦେଇପାରନ୍ତି। ଗାଙ୍ଗୁଲି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ…
ବଜାରକୁ ଆସିଗଲା ଦୁଇ ଚକିଆ ଇଲେକ୍ଟ୍ରିକ ସ୍କୁଟର । ଅଳ୍ପ ବଜେଟରେ ଲମ୍ବା ମାଇଲ ଯିବା ଭଳି ଏହି ସ୍କୁଟରରେ ରହିଛି ଅନେକ ଫିଚର୍ସ । ସ୍କୁଟରର ନାମ ରହିଛି କବୀର ମୋବିଲିଟି ଇଲୋକ୍ଟ୍ରିକ୍ ସ୍କୁଟର ଏଇଟୋସ ୧୦୦, ଯାହାକି ଦେଉଛି…
ବଦଳିଲା ଶିକ୍ଷାନୀତି। ଆସିଲା ନୂଆ ନିୟମ। ୮ଟି ପ୍ରସ୍ତାବରେ ମୋହର ମାରିଲା ରାଜ୍ୟ କ୍ୟାବିନେଟ୍ । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଂଶୋଧନକୁ ମିଳିଛି ମଂଜୁରୀ । ଏଣିକି ଆଉ ୨୨୫୦ ମାର୍କର ପରୀକ୍ଷା ନୁହେଁ ୨୦୦୦ ମାର୍କର ପରୀକ୍ଷା ହେବ…