ଲିଭର ‘ସିରୋସିସ୍’ କ’ଣ? କେମିତି ଜାଣିବେ ଲକ୍ଷଣ?
ଲିଭର ସିରୋସିସ୍ ରୋଗରେ ପୀଡିତ ହୋଇ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ପରେ ଲୋକଙ୍କ ମନରେ ଛନକା ପଶି ଯାଇଛି । ଏହି ଲିଭର ସିରୋସିସ୍ ରୋଗ କ’ଣ, କାହିଁକି ଏହି ରୋଗ ହୁଏ ? ଏହି ରୋଗ ହେଲେ…
ଆସୁଛି ଖରାଦିନ; କିପରି ରଖିବେ ନିଜକୁ ସୁରକ୍ଷିତ?
ଆସୁଛି ଗ୍ରୀଷ୍ମ ଋତୁ । ଚଳିତ ବର୍ଷ ଫେବୃଆରୀରେ ଦେଶର ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି । ତାପମାତ୍ରା ବୃଦ୍ଧିକୁ ଦେଖି ଅନୁମାନ କରାଯାଉଛି ଯେ ଆସନ୍ତା ମାସରେ ପ୍ରବଳ ଗରମ ଅନୁଭବ ହେବ । କେବଳ ଗରମ ନୁହେଁ…
କେତେ ସୁବିଧା ଆଣିବ ରାପିଡ ଟ୍ରେନ?
ରାପିଡ ଟ୍ରେନକୁ ନେଇ ସବୁଠି ଚର୍ଚ୍ଚା ହେଉଥିବା ବେଳେ ଏହାର ଫାଇଦା ବିଷୟରେ ଅନେକ ଲୋକ ଏବେ ବି ଜାଣି ନାହାନ୍ତି । ଏଥିରେ ଲୋକଙ୍କ ଯାଅ ଆସକୁ ସୁବିଧା କରିବା ପାଇଁ ରହିଛି ଅନେକ ବ୍ୟବସ୍ଥା । ରାପିଡ ଟ୍ରେନର…
ଭାଜପାକୁ ହରାଇବା ପାଇଁ ବିରୋଧୀ ଏକାଠି
ବିଜେପିକୁ ମାତ୍ ଦେବେ ବିରୋଧୀ । କାରଣ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏକାଠି ହୋଇଛନ୍ତି ବିରୋଧୀ ଦଳର ନେତା । ଯାହାର ନେତୃତ୍ୱ ନେଇଛନ୍ତି ଫାରୁକ ଅବଦୁଲ୍ଲା । ଗୋଟିଏ ପଟେ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ଭୋଟ ସରିଥିବା…
ସାଇକେଲ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନସ୍ଥିତ କନ୍ଭେନସନ୍ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା ୮ ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀଙ୍କୁ ସାଇକେଲ ବଣ୍ଟନ କରିଛନ୍ତି। ସ୍ବଚ୍ଛ କର୍ମୀ,ସ୍ବଚ୍ଛ ସାଥୀ, ଆହାର କର୍ମୀ, ଜଳ ସାଥୀ ଏବଂ…
ନାଗାଲାଣ୍ଡରେ ବିଜେପି ରାଜ,ପ୍ରଥମ ଥର ପାଇଁ ଜିତିଲେ ଜଣେ ମହିଳା
ବିଧାନସଭା ନିର୍ବାଚନର ଭୋଟ ଗଣତିରେ ନାଗାଲାଣ୍ଡରେ ଭାଜପା ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଛି। ଏଠାରେ ଭାଜପା ୪୦ ଆସନରେ ଆଗୁଆ ଥିବା ବେଳେ ଏନପିଏଫ ୩ ଏବଂ ଅନ୍ୟଦଳ ୧୭ ଆସନରେ ଆଗୁଆ ରହିଛନ୍ତି। ଭାଜପା ସହଜରେ…
କଲବଲ କରୁଛି ଶୀତ
କମୁଛି ତାପମାତ୍ରା, ବଢୁଛି ଶୀତ। ରାଜ୍ୟକୁ ପ୍ରବେଶ କରୁଥିବା ଶୁଷ୍କ ଥଣ୍ଡା ବାୟୁ ପ୍ରଭାବରେ ଶୀତ ବଢ଼ିଛି । ଅନେକ ସ୍ଥାନରେ ରାତି ତାପମାତ୍ରା ତଳକୁ ଖସିଛି । ୧୦ ସହରର ତାପମାତ୍ରା ୫ ଡିଗ୍ରୀ ତଳେ ଥିଲା । କିନ୍ତୁ…
ମାନୁନି ମିଆଁମାର, ଭାରତ ସୀମାରେ ଏୟାର ଷ୍ଟ୍ରାଇକ
ଭାରତ ସୀମାରେ ମିଆଁମାରର ଏୟାର ଷ୍ଟ୍ରାଇକ । କ୍ଷମତା ହାସିଲ କରିବାର ୨ ବର୍ଷ ପରେ ସଶସ୍ତ୍ର ପ୍ରତିରୋଧକୁ ଦୂର କରିବା ପାଇଁ ମିଆଁମାରର ସାମରିକ ଶାସକଙ୍କ ନିର୍ଦ୍ଦେଶରେ ଭାରତ ସୀମାରେ ପଡୋଶୀ ଦେଶର ସୈନ୍ୟବାହିନୀ ଏୟାର ଷ୍ଟ୍ରାଇକ କରିଛି ।…