Mon. Nov 30th, 2026

Author: Niharika Mohanty

ପଛୁଆ ବର୍ଗର ଗଣନା କାର୍ଯ୍ୟ ଅନୁଧ୍ୟାନ କଲେ ରାଜ୍ୟ ପର୍ଯ୍ୟବେକ୍ଷକ

ରାୟଗଡ଼ା ଜିଲ୍ଲାରେ ପଛୁଆ ବର୍ଗର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସମ୍ପର୍କିତ ସର୍ଭେ ନିମନ୍ତେ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି ରାଜ୍ୟ ସରକାରଙ୍କ ପର୍ଯ୍ୟବେକ୍ଷକ ବୀରେନ୍ଦ୍ର କରକl ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ଏହି ସର୍ବେ କାର୍ଯ୍ୟ ଅନୁଷ୍ଠିତ ହେଉଛି ।…

ଗିରଫ ପରେ ଉଠୁଛି ପଡୁଛି ପାକିସ୍ତାନ, ସେପଟେ ଇମ୍ରାନଙ୍କୁ ହତ୍ୟା ଧମକ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଗିରଫ ଏବେ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଦୁର୍ନୀତି ଅଭିଯୋଗରେ ତାଙ୍କୁ ଗିରଫ କରିଛି ପାକିସ୍ତାନ ରେଂଜର୍ସ । ଯାହାକୁ ନେଇ ଇମ୍ରାନଙ୍କ ଜୀବନ ପ୍ରତି ବିପଦ ଥିବା ଶୁଣିବାକୁ ମିଳିଛି ।…

ଝାରସୁଗୁଡ଼ାରେ ଚାଲିଛି ମତଦାନ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ। ଏହାପୂର୍ବରୁ ହୋଇଛି ମକ୍ ପୋଲ୍। ୪ଟି ବ୍ଲକ ଓ ଗୋଟିଏ ପୌରପରିଷଦରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ମତଦାନ ସାବ୍ୟସ୍ତ କରୁଛନ୍ତି ୨ଲକ୍ଷ ୨୧ ହଜାର ୭୦ ଜଣ ଭୋଟର। ୧ ଲକ୍ଷ ୧୦…

ବିନା ରେଜୁଲେସନରେ ଅଙ୍ଗନବାଡି ସହାୟିକା ନିଯୁକ୍ତି ଦେଇଥିବା ଅଭିଯୋଗ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଜମାଦାରପଡା ପଞ୍ଚାୟତ ଅଧିନ କୋନ୍ଧିଓଡା ଅଙ୍ଗନୱାଡି କେନ୍ଦ୍ରରେ ସହାୟିକା ଗ୍ରାମର ବାସନ୍ତୀ ଓଟିକୁ କେନ୍ଦ୍ର କମିଟି ଏବଂ ଗ୍ରାମବାସୀଙ୍କୁ ନେଇ ଏକ ଚୟନ ବୈଠକ ସମୟରେ ପାଟିତୁଣ୍ଡ। ବୈଠକରେ ପାଟିତୁଣ୍ଡ ହେବାରୁ ବୈଠକ ବାତିଲ ହୋଇଥିଲା।…

ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଯୁବ ଉତ୍ସବ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆଜି ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଯୁବ…

ବାଦ ବିବାଦ ମଧ୍ୟରେ ‘ଦ କେରଳ ଷ୍ଟୋରୀ ‘; କେଉଁଠି ଟ୍ୟାକ୍ସ ଫ୍ରୀ, କେଉଁଠି ବ୍ୟାନ!

ରିଲିଜ ହେବା ମାତ୍ରେ ସିନେମା ଜଗତରେ ହଇଚଇ ସୃଷ୍ଟି କରିଛି ଫିଲ୍ମ ଦ କେରଳ ଷ୍ଟୋରୀ । କେଉଁଠି ଏହାକୁ ଟ୍ୟାକ୍ସ ଫ୍ରୀ କରାଯାଇଛି ତ ଆଉ କେଉଁଠି ଏହାକୁ ବ୍ୟାନ । ତେବେ ଏହାକୁ ବ୍ୟାନ କରିବା ପାଇଁ ମେରଳ…

କାଲି ଝାରସୁଗୁଡ଼ା ମତଦାନ, ବୁଥରେ ଲାଗୁ ହେଲା ସାଇଲେଣ୍ଟ ପିରିୟଡ଼

ରାତି ପାହିଲେ ଝାରସୁଗୁଡା ଉପନିର୍ବାଚନ । ରାତି ପାହିଲେ ମତଦାନ । ପ୍ରାର୍ଥୀଙ୍କ ଭାଗ୍ୟ ନିରୂପଣ କରବେ ଜନତା । ତେବେ କିପରି ସହଜ ଓ ସୁରକ୍ଷିତ ହେବ ଏହି ମତଦାନ ପ୍ରକ୍ରିୟା, ସେନେଇ ତତ୍ପରତା ଦେଖାଉଛି ପ୍ରଶାସନ । ନିର୍ବାଚନ…

ନବୀନ-ନୀତିଶଙ୍କ ମହାମିଳନ

ନବୀନ-ନୀତିଶଙ୍କ ମହାମିଳନ । ନବୀନ ନିବାସରେ ପହଂଚିଥିଲେ ନୀତିଶ କୁମାର । ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କ’ଣ କଥା ହୋଇଥାଇପାରେ ତାହା ସାଧାରଣ ଲୋକଙ୍କ ମନରେ ଚର୍ଚ୍ଚା ହେଉଥିଲା । ତେବେ ପୂର୍ବରୁ ଯାହା ଶୁଣିବାକୁ ମିଳୁଥିଲା ଯେ, ଆଗକୁ ରହିଛି…

ମଣିପୁର ହିଂସାରେ କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଥମୁନି ମଣିପୁର ହିଂସା । ନିଆଁ ପରି ବ୍ୟାପିବାରେ ଲାଗିଛି ଏହି ହିଂସା । ତେବେ ଏଥିରେ ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସମସ୍ତ ପ୍ରକାର ପ୍ରତିକାରାତ୍ମକ ପଦକ୍ଷେପ ନେବା ଲାଗି ସୁପ୍ରିମକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ରିଲିଫ ଶିବିରରେ ଥିବା…

ପୁରୀ ଆଇଟିଆଇରେ ଆପ୍ରେଣ୍ଟିସିପ୍ ମେଳା

ପୁରୀ ସରକାରୀ ଶିଳ୍ପ ତାଲିମ ଶିକ୍ଷାନୁଷ୍ଠାନ ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସିପ୍ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳା ରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା କର୍ମନିଯୁକ୍ତି ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ମେଳାର ଉଦ୍ଦେଶ୍ୟ ସମ୍ପର୍କରେ…