Sun. Nov 29th, 2026

Author: Sadba Odisha

ରାୟଗଡାରେ ଫାଇଲେରିଆ ନିରାକରଣ ନିମନ୍ତେ ଏମଡିଏ କାର୍ଯ୍ୟକ୍ରମ

ରାୟଗଡ: ରାୟଗଡ଼ା ଜିଲ୍ଲାର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଜେମାଦେଇପେଣ୍ଠ ଆନୁକୁଲ୍ୟରେ କନ୍ଧ ମାଲିଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ଭବ୍ୟ ବର୍ଣ୍ଣାଢ଼୍ୟ ଉତ୍ସବରେ ଏମଡିଏ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କ କର କମଳରେ…

ତୁର୍କୀରେ ପଞ୍ଚମ ଶକ୍ତିଶାଳୀ ଭୂକମ୍ପର ଝଟକା

ତୁର୍କୀ ଓ ସିରିଆରେ ସୋମବାର ହୋଇଥିବା ଭୂକମ୍ପରେ ଏବେ ପର୍ଯ୍ୟନ୍ତ ୫୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଅନପଟେ ତୁର୍କୀରେ ଭୂକମ୍ପର ଝଟକା କମ ହେଉନାହିଁ । ମଙ୍ଗଳବାର ୟୁରୋପିୟନ ମେଡିଟେରେନିୟମ ସିସ୍ମୋଲଜିକାଲ ସେଣ୍ଟର(ଇଏମଏସସି) କହିଛି ତୁର୍କୀରେ ୫.୭…

ରାୟଗଡରେ ଜିଲ୍ଲାସ୍ତରୀୟ କୃଷିମେଳା ଉଦଯାପିତ

ରାୟଗଡା: ରାୟଗଡରେ ଦୀର୍ଘ ୪ଦିନ ବ୍ୟାପୀ ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଉଦଯାପିତ ହୋଇଯାଇଛି l ଗୋବିନ୍ଦ ଚନ୍ଦ୍ର ଉଚ୍ଚବିଦ୍ୟାଳୟ ପଡିଆରେ ଆୟୋଜିତ କୃଷି ଯନ୍ତ୍ରପାତି ମେଳାର ଅନ୍ତିମ ଦିନରେ ମୁଖ୍ୟ ଅତିଥି ଭାବରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ମିଶନ ନିର୍ଦ୍ଦେଶକ…

ରାୟଗଡାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ରାୟଗଡା : ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦର ମହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସ୍ୱଧାଦେଵ ସିଂଙ୍କ ଅଧ୍ୟକ୍ଷତାରେଏହି ଅଭିଯୋଗ ଶୁଣାଣି ଶିବିରରେ ଅନୁଷ୍ଠିତ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଭୀମସେନ ଶବର, ଜିଲ୍ଲାମୁଖ୍ୟ…

ଗାଁରେ ବେନିୟମ ଭାବେ ବିକ୍ରି କରୁଥିବା ମଦ ଜରି ଫୋପାଡିଲେ ମହିଳା

ଚନ୍ଦାହାଣ୍ଡି -ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଦଳବେଡା ପଂଚାୟତ ଅଧିନ ଓଟିପଡା ଗ୍ରାମରେ ବେଆଇନ ଭାବରେ ଗ୍ରାମରେ ଦେଶୀମଦ ପାଉଚ ଗ୍ରାମରେ ବିକ୍ରୀ କରୁଥିବା ଦୁଇ ମଦକୋଚିଆ ଙ୍କ ମଦ ପାଉ କୁ ରାସ୍ତା ରେ ଫୋପାଡ଼ିଲେ ଗ୍ରାମର ମହିଳା ସଙ୍ଘ…

ଘର ନାହିଁ ,ଫୁଟପାଥରେ ବୃଦ୍ଧ ଦମ୍ପତ୍ତି

ଚନ୍ଦାହାଣ୍ଡି – ମଣିଷ ଜୀବନ କେବେ ପତର ତଳେ ତ ଆଉ କେବେ ପଥର ତଳେ । ଭାଗ୍ୟ ଓ ଭବିଷ୍ୟତର ଲୁଚୁକାଳି ଖେଳରେ ବେଳେ ବେଳେ ହାରିଯାଏ ମଣିଷ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସଦର ଝରିଆ ସାହିର…

ଆର୍ଯ୍ୟଭୂମି ଲଦାଖ।-ଭାଗ ୮

ଓଃ, କି ଶୀତ !! ନୁବ୍ରା ଭ୍ୟାଲିରେ ଗୋଟିଏ ରାତି ତମ୍ବୁ ରହଣି ବୋଧହୁଏ ମୋ ଜୀବନରେ ଭୋଗିଥିବା ସବୁଠାରୁ ଅଧିକ ଶୀତ ରାତି। ତମ୍ବୁ ଭିତରେ ପାଞ୍ଚ ମିନିଟ କଟେଇ ସାରି ବହାରକୁ ଆସି ଦେଖିଲା ବେଳକୁ, ଆମେ ବସିଥିବା…

ତୃତୀୟ ଦିନରେ ରାୟଗଡା ଜିଲ୍ଲା ସ୍ତରୀୟ କୃଷି ମେଳା

ରାୟଗଡ-ରାୟଗଡ ଜିଲ୍ଲାପ୍ରଶାସନ ଓ କୃଷି ବିଭାଗ ତରଫରୁ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚବିଦ୍ୟାଳୟ ପଡିଆ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ତୃତୀୟ ଦିନରେ ପହଁଚିଛି । ଏଥିରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଅନୁସୂଚିତ ଜନଜାତି, ଅନୁସୂଚିତଜାତି ଉନ୍ନୟନ…

କାଶୀପୁର ବ୍ଲକରେ ବିଶାଳ ଜନ ସମାବେଶ,ଜଙ୍ଗଲ ଜମି ଅଧିକାର ପାଇଁ ଦାବି

ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ, ଗୋଡିବାଲି ପଂଚାୟତର କରଞ୍ଜଗୁଡା ଗାଁରେ ଚାଷୀ ଏକତା ପରିଷଦ,ଅଖିଳ ଭାରତୀୟ କିସାନ ମଜଦୁର ସଭା ଏବଂ ଶାଶୁ ବୋହୁ ମାଳି ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ଓ କାଶୀପୁର ବ୍ଲକ ର ଆଖ ପାଖ…

ବିଜେପି ମାଲଗାଁ ମଣ୍ଡଳ ସଭାପତି ଦଳରୁ ବହିଷ୍କୃତ

ଚନ୍ଦାହାଣ୍ଡି- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ମାଲଗାଁ ମଣ୍ଡଳ ସଭାପତି ଡମ୍ବରୁଧର ମାଝି ଙ୍କୁ ଦଳ ବିରୋଧି କାମ ପାଇଁ ବିଜେପିରୁ ବହିଷ୍କୃତ କରିବା ସହ ତାଙ୍କ ପ୍ରାଥମିକ ସଦସ୍ୟତା ରଦ୍ଧ କରାଯାଇଛି । ଏନେଇ ଚନ୍ଦାହାଣ୍ଡି ବିଜେପି କାର୍ଯ୍ୟଳୟକୁ ଜିଲ୍ଲା…