Sun. Nov 29th, 2026

Author: Sadba Odisha

ବର୍ଣ୍ଣବୋଧ ପାଠଶାଳା ବୁଲି ଦେଖିଲେ ବିଶିଷ୍ଟ ଜ୍ୟୋତିର୍ବିଦ ଶ୍ରୀପତି ଆଚାର୍ଯ୍ୟ

କୁନି କୁନି ପିଲାଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ପ୍ରୟାସ। ଭୁବନେଶ୍ବର ସୀତାନାଥ ବସ୍ତିରେ ଯଶୋଦା ମା ଫାଉଣ୍ଡେସନ ତରଫରୁ ପରିଚାଳିତ ବର୍ଣ୍ଣବୋଧ ପାଠଶାଳା ପିଲାଙ୍କ ସହ କିଛି ମୁହୂର୍ତ୍ତ ବିତାଉଛନ୍ତି ବିଶିଷ୍ଟ ଜ୍ୟୋତିର୍ବିଦ ଶ୍ରୀପଦ ଆଚାର୍ଯ୍ୟ। ଓଡ଼ିଆ ଭାଷା, ସାହିତ୍ୟ,ସାଧାରଣ…

ରାଷ୍ଟ୍ରୀୟ ବନସ୍ପତି ଅନୁସନ୍ଧାନ ସଂସ୍ଥାନ ପକ୍ଷରୁ ଫୁଲଚାରା ବଣ୍ଟନ

ଜୟପୁର: ରାଷ୍ଟ୍ରୀୟ ବନସ୍ପତି ଅନୁସନ୍ଧାନ ସଂସ୍ଥାନ ଲକ୍ଷ୍ନୌ ପକ୍ଷରୁ ପୁଷ୍ପ କୃଷି ମିଶନ ଜରିଆରେ ବୈପାରିଗୁଡ଼ା ବ୍ଲକର କୋଲାର ଓ ରାମଗିରି ପଞ୍ଚାୟତର ଗେଲାଗୁଡା ଠାରେ ଉନ୍ନତ କିସମର ମଲ୍ଲି ଫୁଲ ଓ ରଜନୀଗନ୍ଧା ଚାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ…

ଖେଳ ପଡିଆ ଜବର ଦଖଲ ଉଚ୍ଛେଦ ଦାବିରେ ତହସିଲଦାରଙ୍କୁ ଅଭିଯୋଗ

ସୋନପୁର : ଖେଳ ପଡିଆ ଜବର ଦଖଲ ଉଚ୍ଛେଦ ଦାବିରେ ତହସିଲଦାରଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ସରଗଜ ଗ୍ରାମ ପଞ୍ଚାୟତ ଜୁରାବନ୍ଧ ଗ୍ରାମରେ ସରକାରୀ ଜାଗାରେ ଥିବା ଖେଳ ପଡିଆକୁ ଉକ୍ତ ଗ୍ରାମର ଜନୈକ…

ଶାରଳା ସମବାୟ ସୂତା କଳ ଭାଙ୍ଗି ହସ୍ପିଟାଲ ଗଢିବା ଚର୍ଚ୍ଚା ଜୋରସୋର

ଦୀର୍ଘ ୨୩ବର୍ଷ ପରେ ସରକାରଙ୍କ ନିଦ ଭାଙ୍ଗିଲା। ୧୯୯୯ମସିହା ମହାବାତ୍ୟା ରେ ତିର୍ତ୍ତୋଲ ନାଉସୀରା ଠାରେ ଥିବା ଶାରଳା ସମବାୟ ସୂତା କଳ ଭାଙ୍ଗି ଅଚଳ ହୋଇଥିବା ବେଳେ ଏବେ ଏହି ସ୍ଥାନରେ ଅତ୍ୟାଧୁନିକ ମେଡିକାଲ କରିବାକୁ ତତ୍ପରତା ପ୍ରକାଶ ପାଇବା…

ଜାତୀୟ ପ୍ରସାରଣ ଦିବସ,ରେଡ଼ିଓ ଓ ଶାନ୍ତି,ଚଳିତ ବର୍ଷର ଥିମ୍

ଜୁଲାଇ ୨୩ କୁ ଭାରତରେ ଜାତୀୟ ପ୍ରସାରଣ ଦିବସ ବାର୍ଷିକ ଉତ୍ସବ ଭାବେ ପାଳନ କରାଯାଇଥାଏ । ଏହି ଦିନଟି ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଭାରତୀୟ ନାଗରିକମାନଙ୍କ ଜୀବନରେ ରେଡିଓର ପ୍ରଭାବ ବିଷୟରେ ମନେ ପକାଇବା । ଭାରତରେ ରେଡିଓ…

ହୀରାକୁଦ ଛାଡିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ରାଜ୍ୟର ବିଭିନ୍ନ ଅଂଚଳରେ ଲଗାଣ ବର୍ଷା ଏବଂ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦରେ ଜଳସ୍ଥର ବୃଦ୍ଧି ପାଇଛି। ଫଳରେ ଆଜି ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି। ସକାଳ ୯ଟାରେ ବନ୍ୟାଜଳ ନିଷ୍କାସନ ହୋଇଥିବା ବୋଲି ହୀରାକୁଦ…

ଥାନାରେ ବିବାହ କଲେ ଫେରାର ଦିଅର ଭାଉଜ

ସୁବର୍ଣ୍ଣପୁର : ନିଜ ସ୍ବାମୀଙ୍କ ଉପସ୍ଥିତିରେ ଜଣେ ସ୍ତ୍ରୀ ତାର ପ୍ରେମିକକୁ କରୁଛି ବିବାହ। ବିବାହ ପୁଣି କୌଣସି ବେଦି କିମ୍ବା ମଣ୍ଡପରେ ନୁହେଁ। ବିବାହ ସମୟରେନା ଥିଲା ବ୍ରାହ୍ମଣର ମନ୍ତ୍ରପାଠ ନା ବାଜୁଥିଲା ସାହାନାଇ ।ନିରାଡମ୍ବର ଭାବରେ ସରିଛି ଏଭଳି…

ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାରେ ୪ ଗିରଫ

ଇମ୍ଫାଲ : ମଣିପୁରରେ ମହିଳାମାନଙ୍କୁ ଉଲଗ୍ନ କରି ପରେଡ କରାଯିବା ଘଟଣା ସମଗ୍ର ଦେଶକୁ ଲଜ୍ଜାଜନକ କରିଛି। ଏହି ଘଟଣା ମେ ୪ରେ ଘଟିଥିଲା। ଯାହାର ଭିଡିଓ ଜୁଲାଇ ୧୯ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ମଣିପୁର ସରକାର…

ତ୍ରିନାଥଙ୍କ ପରିବାର କୁ ଭେଟି ବ୍ଲକ ଶିକ୍ଷା ବିଭାଗ ଟିମ ର ସମବେଦନା

ଚନ୍ଦାହାଣ୍ଡି — ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶିକ୍ଷା ବିଭାଗ ରେ ଅନ୍ତର ନିବେଶ ଶିକ୍ଷା ସ୍ଵେଚ୍ଛାସେବୀ ଭାବରେ କାର୍ଯ୍ୟରତ ତ୍ରିନାଥ ଗତ କିଛି ଦିନ ତଳେ ପି ଇ ଓ ପରୀକ୍ଷା ଦେବା କୁ ଯାଉଥିବା ସମୟରେ ବାଇକ ଦୁର୍ଘଟଣା…

ନକଲି ଡାକ୍ତର ଗିରଫ,ନକଲି ସାର୍ଟିଫିକେଟରେ ଚାଲିଥିଲା ଚିକିତ୍ସା

ଗିରଫ ହେଲେ ନକଲି ଡାକ୍ତର । ପଢାପଢି ପ୍ରାଲସ ଟୁ , ହେଲେ ବଡ଼ ବଡ଼ ଅନୁଷ୍ଠାନ ନାଁରେ ନକଲି ସାର୍ଟିଫିକେଟ ବଳରେ ଚିକିତ୍ସା ନାଁରେ ଚଳାଇଥିଲେ ଅର୍ଥ ରୋଜଗାର । ସ୍ବାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ ପ୍ରତି ଗାଁରେ ମେଡିସିନ…