Sun. Nov 29th, 2026

Author: Sadba Odisha

ଡିସେମ୍ବର ୨ରେ ନବରଙ୍ଗପୁର ମତ୍ସ୍ୟ ମହୋତ୍ସବ

ନବରଙ୍ଗପୁର: କେନ୍ଦ୍ରୀୟ ମଧୁର ଜଳ ଜୀବ ପାଳନ ସଂସ୍ଥାନ ଭୁବନେଶ୍ୱର ପକ୍ଷରୁ ନବରଙ୍ଗପୁର ପୋଲିସ ପଡିଆ ଠାରେ ନବରଙ୍ଗପୁର ମତ୍ସ୍ୟ ମହୋତ୍ସବ ଆସନ୍ତା ଡ଼ିସେମ୍ବର ୨ ତାରିଖ ରେ କରାଯିବ ବୋଲି ଜିଲ୍ଲାପାଳ ଡ଼ଃ ଅଜିତ୍ କୁମାର ମିଶ୍ର ଓ ସିଫା…

ଭୁତତ୍ତ୍ୱ ବିଜ୍ଞାନରେ କ୍ୟାରିଅର ସୁଯୋଗ

ନବରଙ୍ଗପୁର: ବୈଜ୍ଞାନିକ ହେବାକୁ ହେଲେ ନିରନ୍ତର ଚେଷ୍ଟା, ଧୈର୍ଯ୍ୟ ଏବଂ ଜିଜ୍ଞାସା ରହିବା ଦରକାର ବୋଲି(ସି.ଏସ୍.ଆଇ.ଆର୍.ଆଇ.ଏମ୍.ଏମ୍.ଟି) ର ମୁଖ୍ୟ ବୈଜ୍ଞାନିକ ତଥା ବିଶିଷ୍ଟ ଖଣିଜ ପଦାର୍ଥ ବୈଜ୍ଞାନିକ ଡଃ ସୁରେନ୍ଦ୍ର କୁମାର ବିଶ୍ବାଳ ମତ ପ୍ରକାଶ କରିଛନ୍ତି । ‘ମୁଁ ବି…

ଲମ୍ବା ଅବଧିର ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର

ପାଟନା: ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର। ପାଟନାରେ ଅନୁଷ୍ଠିତ ଏନ୍‌ଡିଏ ବୈଠକ ପରେ ମୁଖ୍ୟମନ୍ତ୍ରୀ ଭାବେ ନୀତୀଶଙ୍କ ନାଁ ଘୋଷଣା କରିଛନ୍ତି ଦଳୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ। ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଦାବି ରଖିବେ…

ମୁଖ୍ୟମନ୍ତ୍ରୀଙ୍କୁ ଚାବୁକ ମାଡ଼!

ରାୟପୁର: ମୁଖ୍ୟମନ୍ତ୍ରୀଙ୍କୁ ଚାବୁକ୍ ମାଡ଼। କଥାଟି ଶୁଣି ଆଶ୍ଚଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଏହି ଚାବୁକ ମାଡ଼ ଖାଇବାକୁ ପଡ଼ିଛି। ତେବେ ଦୋଷ କରି ନୁହେଁ ବରଂ ସମସ୍ତଙ୍କ ମଙ୍ଗଳ କାମନା କରି ବଘେଲଙ୍କୁ…

ପାକ ହାଇ କମିଶନଙ୍କୁ ସମନ କଲା ଭାରତ

ନୂଆଦିଲ୍ଲୀ: ପାକ୍ ହାଇକମିଶନଙ୍କୁ ସମନ୍ କରିଛି ଭାରତ। ଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନଙ୍କୁ ସମନ୍ କରିଛି ବୈଦେଶିକ ବିଭାଗ। ଗତ କିଛି ଦିନ ମଧ୍ୟରେ ଜାମ୍ମୁ କାଶ୍ମୀର ସୀମାନ୍ତ ଉରି ଓ ଗୁରେଜ୍ ସେରରେ ପାକିସ୍ତାନ ପଟୁ ଲଗାତର ଅସ୍ତ୍ରବିରତ ଉଲ୍ଲଂଘନ…

ଶିଶୁ ଦିବସ ଓ ଦୀପାବଳୀର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶିଶୁ ଦିବସ ଓ ଦୀପାବଳି ଅବସରରେ ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ”କରୋନା ପାଇଁ ପିଲାମାନେ ତୁମେ ନାଚ, ଗୀତ, ଖେଳକୁଦ କରିପାରିଲ ନାହିଁ। ପିଲାମାନେ ମନ ଊଣା କର ନାହିଁ, ଟିକା ଆସିଲେ ଆର ବର୍ଷ…

“ମୋ ଉପକାରୀ ବଗିଚା” କାର୍ଯ୍ୟକ୍ରମର ତାଲିମ ଶିବିର

ନବରଙ୍ଗପୁର: ଆଜି ଅମଲାଭବନ ଠାରେ ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ୱର ପକ୍ଷରୁ ମୋ ଉପକାରୀ ବଗିଚା କାର୍ଯ୍ୟକ୍ରମ ର ତାଲିମ ଓ ପନିପରିବା ମଞ୍ଜି ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଡ଼ଃ ଅଜିତ୍ କୁମାର…

ଶୀତରେ ଥରିବ ଓଡ଼ିଶା

ଭୁବନେଶ୍ୱର: ଆସିଲା ଶୀତ ଋତୁ । ପ୍ରଭାବରେ ଏବେ ରାଜ୍ୟରେ ଶୀତ ଅନୁଭୂତ ହେଉଛି । ଗତ ଦୁଇ ଦିନ ହେବ ତାପମାତ୍ରା ବଢ଼ିବା ସହ ବିଶେଷ ଥଣ୍ଡା ନଥିଲା । କୋହଲା ପାଗ ଯୋଗୁଁ ଥଣ୍ଡା କମିଥିଲା । କିନ୍ତୁଏବେ…

ମହାପ୍ରସାଦର ମହାତ୍ମ୍ୟ ଓ ଆୟୁର୍ବେଦିୟ_ଭିତ୍ତିଭୂମି

ମହାପ୍ରସାଦ କହିଲେ ଶ୍ରୀ ମନ୍ଦିରରେ ପ୍ରସ୍ତୁତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରସାଦକୁ ବୁଝାଇଥାଏ । ମହାପ୍ରସାଦର ମହିମା ଅବର୍ଣ୍ଣନୀୟ । ଏହା ଅମ୍ରୁତତୁଲ୍ଯ । ମନୁଷ୍ଯକୁ ମୁକ୍ତି ପ୍ରଦାନ କରିଥାଏ ବୋଲି ବିଶ୍ବାସ ରହିଛି । ମହାପ୍ରସାଦର ସେବନରେ ମନୁଷ୍ଯ ପରମ…

ଯୋଡା ଫ୍ଲାଇ ଓଭର ନିର୍ମାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର ଯୋଡା ସହରର ଫ୍ଲାଇ ଓଭର ନିର୍ମାଣର ଶୁଭାରମ୍ଭ କରିଛନ୍ତି । ଆଜି ଭୁବନେଶ୍ୱରଠାରେ କ୍ୟାବିନେଟ୍ ବୈଠକ ପରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ୨୦୬.୦୨ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ…