0 min read
Latest ଆଞ୍ଚଳିକ ଓଡ଼ିଶା ସହର

ହକିର ବିଶ୍ୱ ମହାକୁମ୍ଭ,ବାଣପୁରରେ ସ୍ୱାଗତ ସମ୍ବର୍ଦ୍ଧନାର ପାଇଁ ଜୋରସୋର ପ୍ରସ୍ତୁତି

ବାଣପୁର: ହକି ବିଶ୍ୱକପ ହକିକୁ ନେଇ ଓଡିଶାରେ ଆୟୋଜନ ପରେ ସାରା ରାଜ୍ୟରେ ଉତ୍ସାହ । ଗାଁରୁ ସହର ସବୁଠି ସ୍ୱାଗତ ପାଇଁ ଆୟୋଜନ । ବାଣପୁର ଏନ୍ଏସିରେ ସ୍ୱାଗତ ପାଇଁ ଜୋରସୋର ପ୍ରସ୍ତୁତି [more…]

0 min read
Latest ଆଞ୍ଚଳିକ ଓଡ଼ିଶା ସହର

ବଢିଲା ଭିତରକନିକାରେ ପକ୍ଷୀ ସଂଖ୍ୟା

ବଢିଲା ଭିତରକନିକାରେ ବିଦେଶାଗତ ପକ୍ଷୀଙ୍କ ଆଗମନ । ଗତ ବର୍ଷ ତୁଳନାରେ ଏବର୍ଷ ପକ୍ଷୀ ଙ୍କ ସଂଖ୍ୟା ବଢିଛି ବୋଲି ଜଣାପଡିଛି । ଭିତରକନିକାରେ ୧ଲକ୍ଷ ୩୮ ହଜାର ୧୦୭ଟି ବିଦେଶୀ ପକ୍ଷୀ ଚିହ୍ନଟ [more…]

Latest ଆଞ୍ଚଳିକ ଓଡ଼ିଶା ସହର

ଥିଓସୋଫିକାଲ ଅର୍ଡର ଅଫ୍ ସର୍ଭିସ୍, ଏମ ବି ଗ୍ରୁପ ଦ୍ଵାରା ମାଗଣାରେ ବିଭିନ୍ନ ପ୍ରକାର ଟ୍ରେନିଂ ଦିଆଯାଉଛି।

ଥିଓସୋଫିକାଲ ଅର୍ଡର ଅଫ୍ ସର୍ଭିସ୍, ଏମ ବି ଗ୍ରୁପ ଦ୍ଵାରା ମାଗଣାରେ ବିଭିନ୍ନ ପ୍ରକାର ଟ୍ରେନିଂ ଦିଆଯାଉଛି। ଜାନୁଆରୀ ୭ ତାରିଖରୁ ସେଲ୍ଫ ଗ୍ରୁମିଂ ଟ୍ରେନିଂ ତିନି ମାସ ପାଇଁ ଦିଆଯିବ। ଏଥିରେ ସ୍ପୋକନ [more…]

1 min read
Latest ଆଞ୍ଚଳିକ ଓଡ଼ିଶା ଦେଶ ଖବର ସହର

ଓଡ଼ିଶାରେ ୫ଜି ସେବାର ଶୁଭାରମ୍ଭ

ଓଡ଼ିଶାରେ ୫ଜି ସେବା ଶୁଭାରମ୍ଭ । ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ଅଡିଟୋରିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ର‌ଦ୍ୟୋଗିକୀ ଏବଂ ଦୂରସଞ୍ଚାର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା [more…]

0 min read
Latest

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା,ନୂଆ ପରାମର୍ଶଦାତାଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଚାଲିଥିବା ଉନ୍ନତ୍ତମାନର ସାର୍ବଜନୀନ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିରନ୍ତର ବିକାଶ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ସ୍ବାସ୍ଥ୍ୟ ଯୋଜନା ଏବଂ ମେଡ଼ିକାଲ୍ [more…]

1 min read
Latest ଦେଶ ଖବର ଦେଶ ବିଦେଶ

ବଞ୍ଚାଅ ବଞ୍ଚାଅ ବୋଲି ପାଟି କରିଥି‌ଲେ ଅଞ୍ଜଳି ,କେହି ଶୁଣିଲେନି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନୂଆବର୍ଷରେ ଘଟିଥିବା ହୃଦୟ ବିଦାରକ ଘଟଣା ସାରା ଦେଶକୁ ଚହଲାଇ ଦେଇଛି। ଏକ କାରରେ ଥିବା ୫ଜଣ ଯୁବକ ସ୍କୁଟି ଚଳାଉଥିବା ଅଞ୍ଜଳିଙ୍କୁ ୪ କିଲୋମିଟର ଘୋଷାଡି ନେବା ପରେ [more…]

1 min read
Latest Popular ଟ୍ରାଭେଲ ଷ୍ଟୋରି

ଆର୍ଯ୍ୟଭୂମି ଲଦାଖ (ଭାଗ ୩)

ଲେହରେ ଦ୍ଵିତୀୟ ଦିନ। ସକାଳୁ ଉଠିବା ବେଳକୁ ଲାଗୁଥିଲା ଯେମିତି କି ଏଇ ଟିକିଏ ଆଗରୁ ରୁମ୍ ର ଅକ୍ସିଜେନ୍ ସରି ଯାଇଛି, ଆମକୁ ଶୀଘ୍ର ରିଫିଲ୍ କରିବା ଦରକାର। ଇଛା ଥିଲେ ବି [more…]

1 min read
Latest ଆଞ୍ଚଳିକ ଓଡ଼ିଶା

ଦୀର୍ଘ ଦିନ ଧରି ମିଥ୍ୟା ପ୍ରତିଶୃତି ଓ କମ୍ପାନୀ ନ ହେବାରୁ ଅଞ୍ଚଳ ବାସୀ ଙ୍କ ଅସନ୍ତୋଷ

ରାୟଗଡା : ଦୀର୍ଘ ଦିନ ଧରି ମିଥ୍ୟା ପ୍ରତିଶୃତି ଓ କମ୍ପାନୀ ନ ହେବାରୁ ଅଞ୍ଚଳ ବାସୀ ଙ୍କ ଅସନ୍ତୋଷ । ଜମିହରା କୋଡିଙ୍ଗାମାଳି ଅଞ୍ଚଳର ପ୍ରଭାବିତ ଓ ଆଦିତ୍ୟ ଆଲୁମିନିୟମ କାରଖାନା ପ୍ରଭାବିତ [more…]

0 min read
Latest ଆଞ୍ଚଳିକ ଓଡ଼ିଶା ଦେଶ ଖବର ଦେଶ ବିଦେଶ

ସାକ୍ଷୀ ବଖାଣିଲେ ଦୁର୍ଘଟଣାର କାହାଣୀ

ଦିଲ୍ଲୀର ସୁଲତାନପୁରୀ ଯୁବତୀଙ୍କ ହତ୍ୟା ମାମଲାରେ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସାମ୍ନକୁ ଆସିଛି ନୂଆ କଥା । ତେବେ ଯୁବତୀଙ୍କ ନାଁ ଅଞ୍ଜଲି ସିଂ ବୋଲି ସୂଚନା ରହିଛି [more…]

0 min read
Latest ଦେଶ ବିଦେଶ

ଦୁଷ୍କର୍ମକାରୀ ସହ ପ୍ରେମ;ମା’କୁ ମାରିଲା ଝିଅ

ପ୍ରେମରେ ପଡ଼ି ହତ୍ୟାକାରୀ ସାଜିଲା ନାବାଳିକା । ସମାଜରେ ବଦନାମ କରିଥିବା ଯୁବକ ପାଇଁ ପର ହୋଇଗଲା ମା । ମଧ୍ୟପ୍ରଦେଶର ଗ୍ୱାଲିଅର୍ ସହରରେ ହତ୍ୟାକାଣ୍ଡର ଏପରି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି [more…]