Thu. Oct 15th, 2026

ଥିଓସୋଫିକାଲ ଅର୍ଡର ଅଫ୍ ସର୍ଭିସ୍, ଏମ ବି ଗ୍ରୁପ ଦ୍ଵାରା ମାଗଣାରେ ବିଭିନ୍ନ ପ୍ରକାର ଟ୍ରେନିଂ ଦିଆଯାଉଛି। ଜାନୁଆରୀ ୭ ତାରିଖରୁ ସେଲ୍ଫ ଗ୍ରୁମିଂ ଟ୍ରେନିଂ ତିନି ମାସ ପାଇଁ ଦିଆଯିବ। ଏଥିରେ ସ୍ପୋକନ ଇଂଲିଶ , mannerism, ମାଲିସ୍ ଏବଂ Beautician course ମଧ୍ୟ ଶିକ୍ଷା ଦିଆଯିବ।
ଜାନୁଆରୀ ୧୦ତାରିଖରୁ ଟେଲରିଂ ଏବଂ ଏମ୍ବ୍ରିଓଡେରି ଟ୍ରେନିଂ ୩ ମାସ ପାଇଁ ଦିଆଯିବ । ଏହା କେବଳ ଆର୍ଥିକ, ଅନଗ୍ରସର ଶ୍ରେଣୀର ସ୍ତ୍ରୀ ଲୋକ ମାନଙ୍କ ପାଇଁ ଉଦ୍ଦିଷ୍ଟ। ବୟସ ସୀମା ୧୬ରୁ୪୦ ପର୍ଯ୍ୟନ୍ତ। ଟ୍ରେନିଂ ଶେଷରେ ସେମାନଙ୍କୁ ସାର୍ଟିଫିକେଟ ଦିଆଯିବ। ଯେଉଁମାନେ ଏହି ସୁବିଧା ଉପଲବ୍ଧ କରିବାକୁ ଚାହାନ୍ତି,ସେମାନେ ନିମ୍ନରେ ଦିଆଯାଇଥିବା ଟେଲିଫୋନ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ।
ଟ୍ରେନିଂ ସ୍ଥାନ : ୨୦୦୨, ଭିଏସଏସ ନଗର, ହାଟ ନିକଟ, ଭୁବନେଶ୍ୱର
ମୋବାଇଲ : ୯୯୩୭୦୨୫୦୦୭
୯୧୭୮୭୩୫୦୦୭

Leave a Reply

Your email address will not be published. Required fields are marked *