Sun. Nov 29th, 2026

Author: Sadba Odisha

ଫୁଲ ଓ ପାହାଡ ତଳର ସହର

ବିଜୟ କୁମାର ଜେନା, ଦାମନଯୋଡି କେଉଁ ଅୟୁତ ଯୁଗରୁ ଦେଓମାଳି ପାହାଡ଼ ଶ୍ରେଣୀକୁ ଆଧାର କରି ଘେରି ରହିଛି ପଞ୍ଚପଟ୍ଟମାଳି ସମେତ ଅନେକ ପାହାଡ଼। ଏବଂ ପାହାଡ଼ ସନ୍ଧିରୁ ଝରି ଆସୁଛି ଛୋଟ ବଡ଼ ଅନେକ ଝରଣା। ସେଇ ଝରଣା ସମୂହର…

୬୦ଟି ଗଛ ନାହିଁ, ୬୦ ଲକ୍ଷ ଚଳୁ

କେନ୍ଦୁଝର : ରିପୋର୍ଟ(ଅଭୟ) ଗୋଟିଏ ବି ଗଛ ନାହିଁ କିନ୍ତୁ ଖର୍ଚ୍ଚ ହୋଇଛି ପ୍ରାୟ ୬୦ ଲକ୍ଷରୁ ଅଧିକ । ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଗତ ତିନି ବର୍ଷ ମଧ୍ୟରେ କେନ୍ଦୁଝର ଝୁମ୍ପୁରା ବ୍ଲକର ରସବନ୍ତଳା ଗ୍ରାମରେ ତିନୋଟି ଖାଲି…

ରିଲିଜ ହେବ ବଲିଉଡ ଫିଲ୍ମ ଲକ୍ଷ୍ମୀ

ମୁମ୍ବାଇ: ଓଟିଟି ପ୍ଲାଟଫର୍ମ DISNEY PLUS HOTSTARରେ ଆଜି ରିଲିଜ୍‌ ହେବ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ବଲିଉଡ୍‌ ଫିଲ୍ମ ‘ଲକ୍ଷ୍ମୀ’। ଖିଲାଡ଼ି ଷ୍ଟାର୍‌ ଅକ୍ଷୟ କୁମାରଙ୍କୁ ଏଥର ଏକ ଭିନ୍ନ ଚରିତ୍ର ଓ ଲୁକ୍‌ରେ ଦେଖିବାକୁ ମିଳିବ।ଫିଲ୍ମରେ ଅକ୍ଷୟଙ୍କ ସହ…

ପରିବେଶ ବିଜ୍ଞାନରେ କ୍ୟାରିଅର ସୁଯୋଗ

ନବରଙ୍ଗପୁର: ସାମ୍ପ୍ରତିକ ପରିସ୍ଥିତି ରେ ପ୍ରତ୍ୟେକ ବିଦ୍ୟାର୍ଥୀ ପରିବେଶ ବିଜ୍ଞାନ ଆହୋରଣ ସହ ପରିବେଶ ବିଜ୍ଞାନ ପ୍ରତି ଅଧିକ ଆକୃଷ୍ଟ ହେବା ଦରକାର ବୋଲି ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନ ର ନିର୍ଦ୍ଦେଶକ ପ୍ରଫେସର ସରୋଜ କାନ୍ତ ବାରିକ ପରାମର୍ଶ ଦେଇଛନ୍ତି…

ମନେ ପଡ଼ନ୍ତି ଲୁଲୁ ମହାପାତ୍ର

ବ୍ରହ୍ମଗିରି: ପାଇକ ବିଦ୍ରୋହର କଣ୍ଣଧାର ବିପ୍ଳବୀ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କର ଦାୟାଦ, ଓଡ଼ିଶାର ଯୁବମାନସର ପ୍ରତୀକ ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର , ଲୁଲୁ ମହାପାତ୍ର ନାମରେ…

ନବରଙ୍ଗପୁରରେ ଜୀବ ବିଜ୍ଞାନ ସଂସ୍ଥାନର ମଡେଲ

“ଜୈବ ସମ୍ପଦରୁ ରୋଜଗାର ଆଶା” ନବରଙ୍ଗପୁର: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଅଧିକ ଆତ୍ମ ନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରଯୁକ୍ତିବିଦ୍ୟା ପ୍ରକଳ୍ପ ମାଧ୍ୟମରେ ଆଜି ପାପଡାହାଣ୍ଡି ବ୍ଲକର ସେମଳାଠାରେ ଖଲିପତ୍ର ତିଆରି ମେସିନର ଶୁଭାରମ୍ଭ କରାଯାଉଛି…

ପାହାଡ଼ ଉପରେ ସେଲ୍‌ଫି ନେଉଥିଲେ, ହଠାତ୍‌ ଖସିପଡ଼ିଲେ

ଇନ୍ଦୋର: ପାହାଡ଼ ଉପରେ ଛିଡ଼ା ହୋଇ ସେଲ୍‌ଫି ନେଉ ଥିବାବେଳେ ଜଣେ ୩୦ ବର୍ଷୀୟ ମହିଳା ଖସି ପଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶ ଇନ୍ଦୋର ସହରରେ ଗତକାଲି ଏହି ଅଘଟଣ ଘଟିଛି। ମୃତ ମହିଳାଙ୍କ ନାଁ ନିତୁ ମହେଶ୍ୱରୀ।ସୂଚନା…

କେନ୍ଦୁଝର ଓଏମସି ଖଣିରେ ଶ୍ରମିକ ଅଶାନ୍ତି

କେନ୍ଦୁଝର : କେନ୍ଦୁଝର ଓଏମସି ଖଣିରେ ଶ୍ରମିକ ଅଶାନ୍ତି । ନିୟମକୁ ବେଖାତିର କରି ଶ୍ରମିକଙ୍କ ବଦଳରେ ମେସିନ କାମ କରୁଥିବା ଅଭିଯୋଗ କରିଛନ୍ତି ଶ୍ରମିକ । ଏହାଦ୍ୱାରା ଭୋକ ଉପାସରେ ଦିନ କାଟୁଛନ୍ତି ଶହ ଶହ ଖଣି ପ୍ରଭାବିତ ଶ୍ରମିକଙ୍କ…

“ମୋ ବିଦ୍ୟାଳୟ ଉପକାରୀ ବଗିଚା”

ନବରଙ୍ଗପୁର: ଆଜି ତେନ୍ତୁଳିଖୁଣ୍ଟି ବ୍ଲକର ବିର୍ଜାଗୁଡା ଆବାସିକ ଛାତ୍ରୀ ଉଚ୍ଚବିଦ୍ୟାଳୟ ଠାରେ ମୋ ବିଦ୍ୟାଳୟ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ଡଃ ଅଜିତ୍ କୁମାର ମିଶ୍ର ଓ ଜୀବ ବିଜ୍ଞାନ ସଂସ୍ଥାନର ନିର୍ଦ୍ଦେଶକ ପଦ୍ମଶ୍ରୀ ଡଃ ଅଜୟ ପରିଡା ମିଳିତ ଭାବେ…

ରାଜ୍ୟ ବସ ଭଡ଼ା ବଢିଛି କି?

ଭୁବନେଶ୍ୱର: ରାଜ୍ୟରେ କିଛି ବସ୍ ଅଧିକ ଭଡା ଆଦାୟ କରୁଥିବା ନଜରକୁ ଆସିବା ପରେ ଏହାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ। ଯାତ୍ରୀମାନଙ୍କ ଠାରୁ ନିର୍ଦ୍ଧାରିତ ଦରଠାରୁ ଅଧିକ ଭଡା ଆଦାୟ କରିବା ପରମିଟ୍ ସର୍ତ୍ତର ଖୋଲାଖୋଲି ଉଲ୍ଲଂଘନ…